ଗୋବରା କଲେଜରେ ଆଇନ ସଚେତନତା ଶିବିର ଅନୁଷ୍ଠିତ……

ଭଞ୍ଜନଗର(ନିଲୁ ବିଷୋୟୀ): ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭଞ୍ଜନଗର ତାଲୁକ୍ ଲିଗାଲ୍ ସର୍ଭିସ୍ କମିଟି ଆନୁକୂଲ୍ୟରେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ତାଲୁକ୍ ଲିଗାଲ୍ ସର୍ଭିସ୍ କମିଟି ଅଧ୍ୟକ୍ଷ ତଥା…
Read More...

କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦ୍ଘାଟିତ….

ଭବାନୀପାଟଣା(ତୁଳମଣୀ ନାଗ): ଭବାନୀପାଟଣା(ତୁଳମଣୀ ନାଗ): କଳାହାଣ୍ଡି ଜିଲ୍ଲାରେ ତିନିଦିନ ଧରି ହେଉଥିବା ଜିଲ୍ଲା ସ୍ତରୀୟ ବିକାଶ ମେଳାର ଉଦଘାଟନୀ ଉତ୍ସବ (ଶୁକ୍ରବାର) ମା ମାଣିକେଶ୍ଵରୀ  ବିଶ୍ୱବିଦ୍ୟାଳୟ ଭବାନୀ ପାଟଣା ଖେଳ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ…
Read More...

ହିଞ୍ଜିଳିକାଟୁ ବ୍ଳକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଆଜି ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଞ୍ଚୁରୁରେ ଅଧ୍ୟକ୍ଷ ସୁଜିତ୍ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବ୍ଳକ ଶିକ୍ଷାଧିକାରୀ…
Read More...

ସ୍ୱର୍ଣ୍ଣ ପଦକ ବିଜେତା ଛାତ୍ରଙ୍କୁ ବଣିକ ସଂଘର ସମ୍ବର୍ଦ୍ଧନା…..

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଂଜାମ ଜିଲ୍ଲା ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ରେ ନବମ ଶ୍ରେଣୀରେ ପଢ଼ୁଥିବା ଅଂଶୁମାନ ଦାସ ଏନସିସି ଜୁନିଅର ଡିଭିଜନରେ ସାମିଲ ହୋଇ ପ୍ରଥମେ ଅଙ୍କୁଶପୁର କ୍ୟାମ୍ପରେ ବନ୍ଧୁକ ଚାଳନାରେ ନିଜର ଲୁକ୍କାଇତ ପ୍ରତିଭା ବିକଶିତ କରିବା ପରେ ନବରଙ୍ଗ ପୁର…
Read More...

ଶ୍ରୀ ଗଣେଶ ବଣିକ ସଂଘ ପକ୍ଷରୁ ମାଁ’ ଗଜଲକ୍ଷ୍ମୀଙ୍କ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଳକ ହାଇସ୍କୁଲ ଛକଠାରେ ଦୀର୍ଘ ୧୧ ବର୍ଷ ଧରି ପାଳନ ହୋଇ ଆସୁଛି ମାଁ ଗଜଲକ୍ଷ୍ମୀଙ୍କ ପୂଜା । ଏହି ଗଜଲକ୍ଷ୍ମୀ ପୂଜା ଦେଖିବା ସହ ଓ ମା'ଙ୍କର ଆଶୀର୍ବାଦ ନେବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ଲୋକ ରୁଣ୍ଡହୁଅନ୍ତି । ଏହି ପରିପେକ୍ଷୀରେ…
Read More...

ଟ୍ରକ ସହ ଟାଟା ଏସି ମୁହାଁ ମୁହିଁ ଧକ୍କା: ୨ ମୃତ, ଘଟଣାସ୍ଥଳରୁ ଟ୍ରକ ଫେରାର……..

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ହିଂଜିଳି କାଟୁ ପିତଳ ଛକଠାରେ ମଧ୍ୟ ରାତ୍ରୀରେ ଏକ ସଡ଼କ ଦୁର୍ଘଟଣା ହେଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ରାତି ପ୍ରାୟ ରାତି ୧୨ଟା ସମୟରେ ଏକ ଟ୍ରକ ଧୃତ ଗତିରେ ଆସୁଥିବା ବେଳେବେଳେ ଏକ ଟାଟା ଏସିକୁ ଧକ୍କା ଦେଇ ଦୃତ ଗତିରେ…
Read More...

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ…..

ବୌଦ୍ଧ(ଆବବୁ ବକ୍କର ସିଦ୍ଧିକ ଖାନ): ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଓରମାସ  ପକ୍ଷରୁ ଆଜି ବୌଦ୍ଧ ସହର ସ୍ଥିତ କଚେରୀ ପଡିଆ ଠାରେ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଓ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

କୋକସରା ସିଏଚସିରୁ ଗଡ଼ିଲା ଡେଙ୍ଗୁ ସଚେତନତା ରଥ….

କକୋସରା(ତ୍ରିଲୋକ୍ୟ ବେଶ୍ରା): ଏଡିଶ ମଶା ଯୋଗୁଁ ଡେଙ୍ଗୁ ରୋଗ ବ୍ୟାପିଥାଏ l ଏହି ମଶାରୁ କେମିତି ସୁରକ୍ଷିତ ରହିବା ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନତା ସୃଷ୍ଟି ଅଭିଯାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ…
Read More...

ବେଲଟୁକୁରି ଶିଶୁ ମନ୍ଦିରରେ ମାତୃସମ୍ମିଳନୀ ଅନୁଷ୍ଠିତ…..

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ବେଲ୍ ଟୁକୁରି ସରସ୍ଵତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପିତାମ୍ବର ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ କୀର୍ତ୍ତି ଚନ୍ଦ୍ର ସାହୁ , ମୁଖ୍ୟ…
Read More...

ଘୁମୁସରର ଭାଷା ସାହିତ୍ୟ, କଳା ଓ ସଂସ୍କୃତି ବିଶ୍ୱରେ ଅନନ୍ୟ: ୩୦ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତିବିଶେଷ ସମ୍ବର୍ଦ୍ଧିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଳା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖା ତରଫରୁ ଅଞ୍ଚଳର ଖ୍ୟାତି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ନେଇ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ସଭାପତି ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କ…
Read More...