ଦାଦନ ଖଟିବାକୁ ଯାଇ ଅକାଳ ମୃତ୍ୟୁର ଶିକାର ହେଲେ ଅର୍ଚ୍ଚନା….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଦାଦନ ଦୁଃଖ ଦେଖୁବାକୁ ମିଳିଛି । ଦାଦନ ଖଟିବାକୁ ଯାଇ ପୁଣି ଜଣେ ଯୁବତୀଙ୍କ ଅକାଳ ବିୟୋଗ ଚିନ୍ତା ବଢାଇଛି । ପ୍ରକାଶ ଯେ, ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀଗୁଡା ପଞ୍ଚାୟତ କୁଟଲାରି ଗାଁ ବାଘପଦା ସାହିର ଜଣେ ଯୁବତୀ…
Read More...

ଗଢିଆଣି ନକ ଆଉଟ ଫୁଟବଳ ପ୍ରତିଯୋଗିତା ଉଦଯାପିତ, ଚଟିଆଗୁଡା ଦଳ ଚମ୍ପିୟାନ…       

ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସ୍ଥିତ ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତ ଖେଳପଡିଆରେ ଫାଇନାଲ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଚଟିଆଗୁଡା ଏକାଦଶ ସହିତ ବରଗାଁ ଏକାଦଶ ମଧ୍ୟରେ  ଅନୁଷ୍ଠିତ ହୋଇଥିଲା l ଏହି ଖେଳରେ 2-0 ଗୋଲରେ ଚଟିଆଗୁଡା ଦଳ ବିପକ୍ଷ…
Read More...

ନାଳରୁ ଯୁବକର ମୃତଦେହ ଉଦ୍ଧାର….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବରଙ୍ଗ ନାଳରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଭଞ୍ଜନଗର ବାଗଦେବୀ ରୋଡ଼ ନିବାସୀ ଦୁର୍ଗା ଚରଣ ମହାପାତ୍ରଙ୍କ ପୁଅ ବିନାୟକ ମହାପାତ୍ର (୧୮) । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସେ ଗାଧେଉ…
Read More...

୭୦ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ “ମିନି ମାରାଥନ” କାର୍ଯ୍ୟକ୍ରମ ଅନୁଷ୍ଠିତ….

ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସଦର ସିନାପାଲି ବ୍ଲକରେ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ "ମିନି ମାରାଥନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିନାପାଲି କଲେଜ ପରିସରରୁ ଯୁଗେନପଦର୍ ଛକ ପର୍ଯ୍ୟନ୍ତ ୫ କି.ମି ଦୌଡ଼ ପ୍ରତିଯୋଗିତା ହୋଇଥିଲା । ଆୟୋଜିତ…
Read More...

ଗାଡି ଲଗାଇବା ନାଁରେ ଚଞ୍ଚକତା, ତଦନ୍ତ ଦାବି କଲେ ଗାଡି ମାଲିକ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଗାଡି ଭଡା ସୁତ୍ରରେ ଲଗାଇବା ଲାଗି ହୋଇଥିବା ଟେଣ୍ଡରରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଜଣେ ପ୍ରଭାବଶାଳୀ ଜନପ୍ରତିନିଧିଙ୍କ ମାଲିକାନାରେ ଥିବା ଗାଡି ଲଗାଇବା…
Read More...

ବାଲିଗୁଡା ଟାଉନ ହୋଲ ଠାରେ ବିଜେପିର ଅନୁସୂଚିତ ଜାତି ଏବଂ ଜନଜାତିର ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ବାଲିଗୁଡା ଟାଉନ ହୋଲ ଠାରେ ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ଏବଂ ଜନଜାତି ଶାଖାର ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ପୂର୍ବତନ…
Read More...

ଭଞ୍ଜନଗର ବ୍ଲକ ସ୍ତରୀୟ ସୁରଭି କାଯ୍ୟକ୍ରମ ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନଷ୍ଠିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଧନଞ୍ଜୟଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର…
Read More...

ଟାଙ୍ଗରପାଲି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଟାଙ୍ଗରପାଲି ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ । ଆଜି ମୋଟ ୧୦୮ ଗୋଟି…
Read More...

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ, ସମ୍ମାନିତ ହେଲେ ଅବସର ପ୍ରାପ୍ତ ଶିକ୍ଷକ…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ ଅଧିନସ୍ଥ କେ.ଏମ.ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ରା.ଉଦୟଗିରି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ବିରେନ୍ଦ୍ର…
Read More...

ଧରାକୋଟ ବ୍ଲକ ସ୍ତରୀୟ ସୁରଭି କାର୍ଯକ୍ରମ ଅନୁଷ୍ଠିତ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ବ୍ଲକର ଘୋଡାଦେଇ ଉଚ୍ଚ ବିଦ୍ୟାଳୟ ବେଠୁଆର ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବିଇଓ ଲିଙ୍ଗରାଜ ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଓ ଘୋଡାଦେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମମତା କୁମାରୀ ଦେବୀଙ୍କ ସଭାପତିତ୍ବରେ ସୁରଭି କାର୍ଯ୍ୟକ୍ରମ…
Read More...