ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା, ୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା….

-ଦିନ ୧୧ଟା ସୁଦ୍ଧା ୩ ଲକ୍ଷରୁ ଅଧିକ ସ୍ଥାନାନ୍ତରିତ, ଆଉ କିଛି ଘଣ୍ଟା ମଧ୍ୟରେ ଶତପ୍ରତିଶତ ସ୍ଥାନାନ୍ତରଣ ହୋଇଯିବ -ସମୁଦାୟ ୩, ୬୨, ୦୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ- ମୁଖ୍ୟମନ୍ତ୍ରୀ -ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରୁ ୨୩୩୮ ଜଣ ଗର୍ଭବତୀ ମହିଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ…
Read More...

ମରଣଯନ୍ତା ପାଲଟିଛି ନୂଆଗଡ଼ ବ୍ଲକ ଠାରୁ ପି.ଅନ୍ତରଡ଼ା ରାସ୍ତା…

ମୋହନା(ମିହିର ପ୍ରସାଦ ମାଳୀ ): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଠାରୁ ପି.ଅନ୍ତରଡ଼ା ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତା କେବଳ ବର୍ଷେ ତଳେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିଲା । ତେବେ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ରାସ୍ତା ମଝିରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି…
Read More...

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା….

- ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ, ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ- ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ - ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, You are in Safe Hands - କାଲି ଦିନ ୧୧ଟା ସୁଦ୍ଧା ୯୦ ପ୍ରତିଶତ ସ୍ଥାନାନ୍ତର ଅନୁସନ୍ଧାନ ଭାରତ(ବ୍ୟୁର):…
Read More...

ବାରୁଦ ସହ ବାଣ ଜବତ, ଜଣେ ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ): ଦୀପାବଳିକୁ ଆଖିରେ ରଖି ବିଭିନ୍ନ ସ୍ଥାନରେ ଏବେ ବେଆଇନ ବାଣ ପ୍ରସ୍ତୁତି ଚାଲିଛି । ଏଭଳି ସ୍ଥଳେ ବୁଧବାର ସନ୍ଧ୍ୟା ସମୟରେ ଭଞ୍ଜନଗର ପୁଲିସ କୌଣସି ସୁତ୍ରରୁ ଖବର ପାଇ ନିକଟସ୍ଥ ତୁଳସିପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ୩୦ କେଜି ବାରୁଦ ସହ ବିଭିନ୍ନ…
Read More...

ଘୁ.ଉଦୟଗିରିରେ ସଂମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କଲା ଏନଏସି….

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଆକଳନ ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ପୂରା ରାଜ୍ୟରେ ସତର୍କ ସୂଚନା ଜାରି ହୋଇଥିବା ବେଳେ ଆଜି ଘୁ.ଉଦୟଗିରି ଏନଏସି ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ଏନଏସି ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସମ୍ଭାବ୍ୟ ବାତ୍ୟାକୁ ନେଇ…
Read More...

କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓଡ଼ିଶା କ୍ରୀଡାନୀତି କର୍ମଶାଳା ଅନୁଷ୍ଠିତ…..

ରାଜ୍ୟରେ କ୍ରୀଡାର ବିକାଶ ପାଇଁ କ୍ରୀଡାନୀତି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି : କ୍ରୀଡାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଜିଲ୍ଲାରୁ ବ୍ଲକସ୍ତର ପର୍ଯ୍ୟନ୍ତ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ କରିବା l ତୃଣମୂଳ ସ୍ତରରେ କ୍ରୀଡ଼ାବିତ୍‌ ମାନଙ୍କର ସାମଗ୍ରିକ ବିକାଶ କରିବା ହିଁ ଆମର…
Read More...

ଆଇଟିଡିଏ ତରଫରୁ ବିୟୁଟିପାର୍ଲର ତାଲିମ ଶିବିର ଉଦଯାପନୀ ଓ ପ୍ରମାଣପତ୍ର ପ୍ରଦାନ….

ମୋହନା(ମିହିର ପ୍ରସାଦ ମାଳୀ): ମୋହନା ହାଇସ୍କୁଲ ଛକ ନିକଟସ୍ଥ ଗଜପତି ଜିଲ୍ଲା ଆଇଟିଡିଏ ପକ୍ଷରୁ ତିନିମାସ ଧରି ଆଦିବାସି ମହିଳାଙ୍କୁ ବିୟୁଟିପାର୍ଲର ପ୍ରଶିକ୍ଷଣ ଦିଆଯାଇଥିଲା । ୯୦ ଦିନର ପ୍ରଶିକ୍ଷଣ ପରେ ସେମାନଙ୍କୁ ଆଇଟିଡିଏ ପକ୍ଷରୁ ଆଜି ଦିନ ଦୁଇ ଘଣ୍ଟା ସମୟରେ ପ୍ରମାଣ ପତ୍ର ବଣ୍ଟନ…
Read More...

ବାତ୍ୟା ଦାନାକୁ ନେଇ ମୋହନା ବିଡ଼ିଓଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ…..

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ । ଏଠାରେ ଯେବେ ବି ପୂର୍ବରୁ କୌଣସି ପାକୃତିକ ବିପର୍ଯୟ ଆସେ ତାହାର ପ୍ରଭାବ ଏହି ଅଞ୍ଚଳରେ ଅନୁଭୂତ ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି ପାଣି ପାଗ ସୂଚନା ଅନୁସାରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ…
Read More...

୫ ଜୁଆଡି କୋର୍ଟ ଚାଲାଣ….

ନାଚୁଣୀ(ସଂଗ୍ରାମ ରଣା): କୈ।ଣସି ସୂତ୍ରରୁ ଖବର ପାଇ ଚିଲିକା ବ୍ଲକର ଵଉଳାବନ୍ଧରେ ଚଢଉ କରି ଜୁଆ ଖେଳରେ ଲିପ୍ତ ୫ ଜୁଆଡିଙ୍କୁ ନାଚୁଣୀ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ସ°ଜୟ ବେହେରା, ପ୍ରଦୀପ ନାୟକ, ପୂର୍ଣ୍ଣ ବେହେରା, ସୁକ ବେହେରା, ବୀର ବେହେରା । ସେମାନଙ୍କ…
Read More...

ଟିକାବାଲି ସାମ୍ବାଦିକ ଆକ୍ରମଣ ଘଟଣା: କ୍ଷମା ପ୍ରାର୍ଥନା କଲେ ଟିକାବାଲି ଯାତ୍ରା କମିଟିର ସଦସ୍ୟ, ଅନ୍ତ ଘଟିଛି…

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜ଼ିଲ୍ଲା ଟିକାବାଲି ସାମ୍ବାଦିକ ସଂଘ ଓ ଟିକାବାଲି ଯାତ୍ରା କମିଟି ମଧ୍ୟରେ ଲାଗିରହିଥିବା ତିକ୍ତତା ଅନ୍ତ ଘଟିଛି l ସୂଚନା ପ୍ରକାରେ ଗତ ତା -୧୫/୧୦/୨୦୨୪ ରିଖରେ ଦଶହରା ଉପଲକ୍ଷେ ଟିକାବାଲିରେ ଏକ ଅପେରା ମଞ୍ଚସ୍ତ ହୋଇଥିଲା l ଉକ୍ତ ଯାତ୍ରାରେ ଯୋଗଦେବା…
Read More...