ପାଠ ପଢ଼ି ବାପା ମାଆଙ୍କ ନାଁ ରଖିଲେ ସୁନା ଝିଅ ରୁନିତା ପ୍ରଧାନ, ଦାରିଙ୍ଗବାଡିର ବିଭିନ୍ନ ସଂଗଠନ ପକ୍ଷରୁ ଜାଗୃତି…

ଦାରିଙ୍ଗବାଡି(ଆଶୋକ ସିଂ): ବାପା ମାଆ ଚାହାନ୍ତି ପିଲା ପାଠ ପଢି ବଡ ମଣିଷ ହେବ ଆମ ନା ରଖିବ, ବାସ୍ତବିକ ତାହା ସତ୍ୟ ପ୍ରମାଣିତ ହୋଇଛି l ପିଲାଙ୍କ ଭବିଷ୍ୟତ ପାଠ ପଢ଼ା ପାଇଁ ଅର୍ଥ ଯୋଗାଡ଼ କରିବାକୁ ଦିନ ରାତି ଏକ କରି କଠିନ ପରିଶ୍ରମ କରିଥିଲେ l ଆଜି ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ…
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ରାଲି…..

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ  ଆଜି ଆରକ୍ଷୀ ଅଧୀକ୍ଷକଙ୍କ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଏକ ସଚେତନତା ରାଲି ଓ ବିଭିନ୍ନ କାର୍ଯ୍ୟାଳୟରେ ଶପଥ ପାଠର ଆୟୋଜନ କରାଯାଇଥିଲା l   ଚଳିତ ବର୍ଷ ୨୮ ଅକ୍ଟୋବରରୁ ୩ ନଭେମ୍ବର…
Read More...

ବାଣ ପୁଟି ଜଣେ ଗୁରୁତର….

ଭଞ୍ଜନଗର(ନିଲୁ ବିଷୋୟୀ): ବାଣ ପ୍ରସ୍ତୁତ କରିବା ସମୟରେ ଫୁଟି ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଲେମ୍ଭେଇ ଗ୍ରାମରେ ସୋମବାର ପୂର୍ବାହ୍ନରେ ହାତରେ ବାଣ ଫୁଟି ଜଣେ ଗୁରୁତର ‌ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମର ଶଙ୍କର ପାତ୍ର(୫୫)  ସକାଳ…
Read More...

ବନନିଗମ କର୍ମଚାରୀ ସଂଘର କାଯ୍ୟବନ୍ଦ ଆନ୍ଦୋଳନ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବନ ନିଗମ କର୍ମଚାରୀ ସଂଘ ପକ୍ଷରୁ ସୋମବାର ଭଞ୍ଜନଗର ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଅଧିକାରୀମାନେ କର୍ମଚାରୀ ମାରଣନୀତି ଆପଣାଉଥିବା ଅଭିଯୋଗ କରି ଏଭଳି ଆନ୍ଦୋଳନ କରିଛନ୍ତି । ତେଣୁ…
Read More...

ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସ୍ଥିତ ସଭାଗୃହ ଠାରେ ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର…
Read More...

ଋଷିମାଳ ମହାବିଦ୍ୟାଳୟରେ ନାଗରିକଙ୍କ ପାଇଁ ସାଧୁତାର ଶପଥପାଠ, ସପ୍ତାହେ ବ୍ୟାପି ଚାଲିବ ସଚେତନତା କାର୍ଯକ୍ରମ…

ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ନିମନ୍ତେ ସଚେତନ କାର୍ଯ୍ୟକ୍ରମ । ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ ସୋମବାର ଦିନ ଦୁର୍ନୀତି ନିବାରଣ ନିମନ୍ତେ…
Read More...

ଅମ୍ବିଆନସ୍ ହୋଟେଲରେ MCL, MSME ଓ NSSHO ଦ୍ବାରା ଭେଣ୍ଡର ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ଅକ୍ଟୋବର 28 ତାରିଖ ସୋମବାର ପୂର୍ବାହ୍ନ 10 ଘଟିକା ସମୟରେ ସ୍ଥାନୀୟ ହୋଟେଲ ଆମ୍ବିଆନ୍ସ ପରିସରରେ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ଭେଣ୍ଡର ଡେଭଲ ପମେଣ୍ଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼…
Read More...

ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ….

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ବରାଡ଼ଙ୍ଗା ସ୍ୱାମୀ ବିବେକାନନ୍ଦ ଯୁବକ ସଙ୍ଘ ପକ୍ଷରୁ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅବସରରେ ଯୁବକ ସଙ୍ଘର ସଭାପତି କ୍ଷୀରସିନ୍ଧୁ ମାଝୀଙ୍କ ନେତୃତ୍ୱରେ ଓ ସମାଜସେବୀ ଶ୍ରୀମନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ବୃକ୍ଷ ରୋପଣ…
Read More...

ନୂତନ ବିଡ଼ିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ସମିତି ସଭ୍ୟ ସଭ୍ୟା….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ନୂତନ  ବିଡିଓ ଭାବେ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗ ଦେଇଛନ୍ତି । ବିଭିନ୍ନ ମହଲରୁ ବିଡ଼ିଓ ଶ୍ରୀ ରଥଙ୍କୁ ସ୍ୱାଗତ କରାଯାଇଛି । ଏହି ଅବସରରେ ସୋମବାର ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅଞ୍ଚଳର ୨୫…
Read More...

ବରିଷ୍ଠ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା….

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗଠନର 75 ବର୍ଷ ପୂର୍ତ୍ତି ଅବସରରେ ଓଡିଶା ଭାସ୍କର ଲାଇଭ ପକ୍ଷରୁ ଏକ ନିଆରା ପଦକ୍ଷେପ ନିଆଯାଇଛି l କଳାହାଣ୍ଡି @75 ନାମରେ ନାମିତ ଏକ ସଚେତନ ରଥ ଜିଲ୍ଲାର ସମସ୍ତ ବ୍ଲକକୁ ପରିକ୍ରମା କରିବା ସହିତ କଳାହାଣ୍ଡି ଜିଲ୍ଲା କଳା ସଂସ୍କୃତି,…
Read More...