ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ, ସାଧୁତାର ଶପଥ ନେଲେ ଅଧିକାରୀ…

ଭଞ୍ଜନଗର(ନିଲୁ ବିଷୋୟୀ): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ଡିଭିଜନ ପକ୍ଷରୁ ଭଞ୍ଜନଗରରେ ଉପଖଣ୍ଡ ପ୍ରଶାସନର ମିଳିତ ସହଯୋଗରେ ଦୁର୍ନୀତି ନିବାରଣ ସପ୍ତାହ ସ୍ଥାନୀୟ ଟାଉନ ହଲରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ବ୍ରହ୍ମପୁର ଭିଜିଲାନ୍ସ ଏସପି…
Read More...

ସୁନ୍ଦରଗଡରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ…..

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଅଛି । ଏହି ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ ସୁନ୍ଦରଗଡ ଶାଖା ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ବାରା ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିକାଶ…
Read More...

କେଗାଁରେ ମାଁ ଶ୍ୟାମା କାଳୀ ପୂଜା ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ….

ଗୋଲାମୁଣ୍ଡା (ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁରେ ଚଳିତ ବର୍ଷ 57 ତମ ମାଁ ଶ୍ୟାମାକାଳୀଙ୍କ ପୂଜା ପାଳନ କରିବାକୁ ଯାଉଛି l ଆସନ୍ତା ତା 30.10.24ରିଖ ବୁଧବାର ଠାରୁ ଆସନ୍ତା ତା 04.11.24ରିଖ ସୋମବାର ପର୍ଯ୍ୟନ୍ତ ମାଁଙ୍କ ପୂଜା ଚାଲିବ ଏହି ଅବସରରେ ଆଜି କଳସ…
Read More...

ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ରାଜପୁର ଲ୍ୟାମ୍ପସ୍ ତରଫରୁ ବୀମା ରାଶି ଚେକ୍ ପ୍ରଦାନ……

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ମଙ୍ଗଳବାର ଦିନ ୧୧ ଟା ସମୟ ରାଜପୁର ଲ୍ୟାମ୍ପ ପରିସରରେ ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ଏକ ବୀମା ରାଶି ଚେକ୍ ପ୍ରଦାନ କରାଯାଇଛି l ରାଜପୁର ଲ୍ୟାମ୍ପସରେ କୁଲବା ଗ୍ରାମର ସ୍ବର୍ଗତ ରିକାଶ ନାଏକ ନାମକ ଜଣେ ଚାଷୀ କିଶlନ କ୍ରେଡିଟ…
Read More...

ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ପଥ ଉତ୍ସବ, କଥନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ଉପଖଣ୍ଡ ସ୍ତରୀୟ ପଥ ଉତ୍ସବ, ୱ।କାଥନ ଓ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୦୧.୦୧.୨୦୨୫ ସୁଦ୍ଧା ଯେଉଁ ମାନଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା, ଭୋଟର…
Read More...

ଶଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା, ବାରଖମା ଫାଣ୍ଡିରେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ….

ବାଲିଗୁଡା(ସିବନ୍ତଦିଗାଲ): ଶଶୁର ଘରେ ସ୍ତ୍ରୀର ଶାଢ଼ୀରେ ସ୍ବମିର ଆତ୍ମହତ୍ୟା । ଏହାକୁ ନେଇ ମୃତକ ପରିବାର ପକ୍ଷରୁ ବାରଖମା ପୁଲିସ୍ ଫାଣ୍ଡିରେ ଲିଖିତ ଅଭିଯୋଗ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକେରବାଜୁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ…
Read More...

ରାଇରଙ୍ଗପୁର ଗୋଶାଳାରୁ ୮ଟି ଗାଈ ଚୋରି ଘଟଣାକୁ ନେଇ ସହରରେ ଉତ୍ତେଜନା…..

ରାଇରଙ୍ଗପୁର(ଉତ୍ତମ ରାମ): ଚୋରମାନଙ୍କ ଦୌରାତ୍ମ୍ୟା ରାଇରଙ୍ଗପୁର ସହରରେ ବଢି ବଢି ଚାଲିଥିବାର ଦେଖାଯାଉଛି l ଆଗରୁ ଦୋକାନବଜାର, ବ୍ୟାଙ୍କ, ବଡ ବଡ କୋଠାଘରୁ ଚୋରୀ କରାଯାଉଥିବାର ଦେଖାଯାଉଥିବା ବେଳେ ଏବେ ଗୋମାତାଙ୍କୁ ରଖାଯାଉଥିବା ସ୍ଥାନ ଗୋଶାଳାରେ ମଧ୍ୟ ଚୋରମାନେ ନିଜର ପରାକାଷ୍ଠା…
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ……

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭତ୍ରୀଆ): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀ, କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି । ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ…
Read More...

ମୋହନା ପୁଲିସର ବଡ ସଫଳତା: ସୁନା ଦୋକାନରୁ ଚୋରୀ ହୋଇଥିବା ସାମଗ୍ରୀ ଜବତ, ଦୁଇ ଆସାମୀ ଗିରଫ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା l ଚୋରୀ ହୋଇଥିବା ସୁନା ରୂପା ଜବତ୍ ସହ ଦୁଇ ଚୋରକୁ ଗିରଫ କରିଛି ପୁଲିସ । ଗତ ସେପ୍ଟେମ୍ବର ୨୬ ତାରିଖରେ ମୋହନା ମୁଖ୍ୟ ବଜାରରେ ଥିବା ଶ୍ରୀହରି ଜୁଏଲାରୀ ଦୋକାନରୁ ୭୪୦ ଗ୍ରାମ ସୁନା ଓ ରୂପା ୫ କିଲୋ ଚୋରୀ ହୋଇଥିବା…
Read More...

ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅନ୍ତେବାସୀଙ୍କୁ ପୋକଡା ଚାଉଳ ଭାତ ଦିଆଯାଉଥିବା ଅଭିଯୋଗ, ଅଭିଭାବକମାନଙ୍କୁ…

ଦାରିଙ୍ଗବାଡି(ଆଶୋକ ସିଂ): ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ କୋଟି କୋଟି ଅର୍ଥ ବ୍ୟୟରେ ସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରି ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ତାହା କାର୍ଯ୍ୟକାରି କରିବାର…
Read More...