ହାତୀମୁଣ୍ଡା ସରପଞ୍ଚଙ୍କ ମନମୁଖୀ ଶାସନକୁ ବିରୋଧ କରି ୯ ଜଣ ୱାର୍ଡ ମେମ୍ବର ଆଣିଥିଲେ ଅନାସ୍ଥା: ଦୀର୍ଘ ୪୫ ଦିନ ପରେ…

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଅବହେଳିତ କନ୍ଧମାଳ ବାସୀ l ଅନ୍ୟ ପକ୍ଷେ ନିର୍ବାଚିତ ଜନପ୍ରତିନିଧିଙ୍କ ମନମୁଖୀ ଶାସନ ଜନସାଧାରଣଙ୍କୁ ମାନସିକ ଚାପ ଗ୍ରସ୍ଥ ସହ ଅସ୍ତବ୍ୟସ୍ତ କରିଛି l ନ୍ୟାୟ ପାଇବା ଆଶାରେ ପ୍ରଶାସନ ପାଖକୁ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇବା ବଦଳରେ…
Read More...

ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି କରିବା ଅଭିଯୋଗ ପରେ ସିଲ୍ ହେଲା ମଧୁବନ ରେସ୍ତୋରାଁ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ତରଫରୁ ସହରରେ ଥିବା ବିଭିନ୍ନ ହୋଟେଲ, ରେସ୍ତୋରାଁ ଓ ରାସ୍ତା ପାର୍ଶ୍ଵ ଖାଦ୍ୟ ତିଆରି ଦୋକାନ ଗୁଡ଼ିକରେ ନିୟମିତ ଭାବେ ଚଢ଼ାଉ କରାଯିବା ସହ ଖାଦ୍ୟର ମାନ ଓ ଗୁଣବତ୍ତା ପରୀକ୍ଷଣ…
Read More...

କଳାହାଣ୍ଡି ବାଙ୍କୀ ରାଜପୁତ ସମାଜ ପକ୍ଷରୁ ଗୋଇନ୍ଦିମୁଣ୍ଡା ଅଞ୍ଚଳର ଯୁବ ସମ୍ମିଳନୀ ଅନୁଷ୍ଠିତ…

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): ମଣିଷ ସାମାଜିକ ପ୍ରାଣୀ ସମାଜ ବିନା ବଞ୍ଚିବା କଷ୍ଟକର ଯେଉଁ ସମାଜର ଯୁବପୀଢ଼ି ଯେତେ କର୍ମଠ ସେହି ସମାଜ ସେତିକି ପ୍ରଗତିଶୀଳ ସେତିକି ବଳିଷ୍ଠ l ଜଣେ ଲୋକ ଚାହିଁଲେ ସମାଜର ଉନ୍ନତି ହୋଇ ପାରେନି l ଏକ ସୁଦୃଢ ଏକତା ଆବଶ୍ୟକ ହୁଏ l ଠିକ ସେହିଭଳି କଳାହାଣ୍ଡି…
Read More...

ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇ ୩ମୃତ ଘଟଣା, ଆର୍ଥିକ ସହାୟତା ପ୍ରଦାନ କଲେ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ ଓ ୬ଜଣ ଗୁରୁତର ଘଟଣାର ଦୀର୍ଘ ୧୮ଦିନ ପରେ ସୋମବାର ଦିନ ପୁଣି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କଟକ ଏସସିବିରେ ଏକ…
Read More...

ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଗୁରୁକୂଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲ ଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରାରେ ଖେଳ ପଡିଆକୁ ପହଞ୍ଚିଥିଲେ ଛାତ୍ରଛାତ୍ରୀ । ସେଠାରେ ଏ ସି ଏଫ୍…
Read More...

ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ଆଜି ହବାକ ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତା ଏହି ବୈଠକରେ ବ୍ଲକ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନ, ଅତିରିକ୍ତ…
Read More...

ଆମ୍ବ ଟାକୁଆ ଜାଉ ଖାଇ ୩ମୃତ ଘଟଣା, ଦଳୀୟ କର୍ମୀଙ୍କ ସହ ମାଣ୍ଡିପଙ୍କାରେ ପହଞ୍ଚିଲେ ଫୁଲବାଣୀ ବିଧାୟକ ଉମା ଚରଣ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ଉମା ଚରଣ ମଲ୍ଲିକ ବୁଧବାର ଦିନ ମାଣ୍ଡିପଙ୍କାରେ ପହଞ୍ଚି ମୃତକ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇବା ସହ ୧ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଗତ ୨୯…
Read More...

ମହତାବ ଭବନ ଠାରେ ଉପଖଣ୍ଡସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ…

ରାଇରଂଗପୁର(ଉତ୍ତମ ରାମ): ରାଇରଙ୍ଗପୁର ସହର ମହତାବ ଭବନ ଠାରେ ମୟୂରଭଂଜ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ତରଫରୁ ଉପଖଣ୍ଡସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ସୁଦୂର ବାରିପଦା ଓ…
Read More...

ଜିଲ୍ଲା ସ୍ତରୀୟ ବିଶ୍ଵ ଶୌଚାଳୟ ଦିବସ ପାଳିତ, ବର୍ଜ୍ୟବସ୍ତୁରୁ କଳାକୃତି ପ୍ରସ୍ତୁତିରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସ୍ଥାନୀୟ ବିକାଶ ଭବନ ଠାରେ ଆଜି ବିଶ୍ଵ ଶୌଚାଳୟ ଦିବସ ପାଳିତ ହୋଇଯାଇଛି। ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅନ୍ତର୍ଗତ ବର୍ଜ୍ୟବସ୍ତୁରୁ ଉତ୍ତମ କଳାକୃତି ପ୍ରସ୍ତୁତି ନିମନ୍ତେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଅଛି । ବର୍ଜ୍ୟବସ୍ତୁର…
Read More...

ଘନାତ୍ରୀ ପଞ୍ଚାୟତରେ ହାତୀ ଆତଙ୍କ, ଭୟରେ ଅଞ୍ଚଳବାସୀ….

ଗୁଣପୁର(ସୁନିଲ୍ କୁମାର ସାବତ): ଗତ ଚାରି ବର୍ଷ ହେଲା ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଘନାତ୍ରୀ ପଞ୍ଚାୟତର ତରାମାଳ, ଖଇରା, ଫୁଲଫୁଟି, ଝୁମ୍ପାପୁର ପ୍ରଭୃତି ଗ୍ରାମରେ ହାତୀ ଆତଙ୍କ ଦେଖିବାକୁ ମିଳିଛିନ । ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ…
Read More...