ମୁଦୁଲିପଲ୍ଲୀର ମା ବାପାଙ୍ଗୀ ଏସଏଚଜିଙ୍କ ଦ୍ୱାରା ଖରିଫ୍ ଧାନକିଣା ଶୁଭାରମ୍ଭ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନକିଣା ଆରମ୍ଭ ହୋଇଛି । ଭଞ୍ଜନଗର ବ୍ଲକ ଅଧିନ ମୁଦୁଲିପଲ୍ଲୀର ମା ବାପାଙ୍ଗୀ ଏସଏଚଜିଙ୍କ ଠାରେ ଧାନକିଣାର ଶୁଭାରମ୍ଭ କରାଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଚଳିତ ବର୍ଷ ଖରିଫ ଧାନକିଣା…
Read More...

ଚିଟିପଲ୍ଲୀରେ ହାତୀପଲର ଦୌରାତ୍ମ, ଅମଳ ଧାନ ସୁରକ୍ଷା ଚିନ୍ତା..

ଭଞ୍ଜନଗର(ନିଲୁ ବିଷୋୟୀ): ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଜନବସତି ମୁହାଁ ହେଉଛନ୍ତି ହାତୀପଲ । ଗତ କିଛି ଦିନ ଧରି ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ବନାଞ୍ଚଳ ଇଲାକାରେ ୨୪ ଟିକିଆ ହାତୀପଲ ଘୂରୀ ବୁଲୁଛନ୍ତି । ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରକୁ ଚାଲି ଆସୁଥିବାରୁ ଚାଷୀମାନଙ୍କ ଚିନ୍ତା…
Read More...

ବହଳଦାର ଦୁଇ ଶିକ୍ଷକ ସ୍ମୃତି ପାଣି ଓ ସୁବୋଧ ସାହୁ ସମ୍ବର୍ଦ୍ଧିତ…

ରାଇରଙ୍ଗପୁର(ଉତ୍ତମ ରାମ): ବହଳଦା ବ୍ଲକ ଅନ୍ତର୍ଗତ ଝରାଡ଼ିହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି ଓ ଜାରିତାଣ୍ଡୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁବୋଧ କୁମାର ସାହୁଙ୍କୁ ବାଲେଶ୍ୱର ସ୍ଥିତ ସିଦ୍ଧି ବିନାୟକ…
Read More...

ସାମ୍ବାଦିକଙ୍କ ମାତ୍ରୁ ବିୟୋଗ, ପ୍ରେସ କ୍ଲବ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ସାମ୍ବାଦିକ ତଥା ପ୍ରେସ କ୍ଲବ ଉପ ସଭାପତି ରାମକୃଷ୍ଣ ଚୈାଧୁରୀଙ୍କ ମାତା ରଙ୍ଗବତୀ ଚୌଧୁରୀ( ୮୬) ଆଜି ଦିବା ୧୨ ଘଟିକା ସମୟରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ଜଣେ ମିଷ୍ଠଭାଷି, ମିଳାପି, ଧର୍ମପରାୟଣ ମହିଳା ଥିଲେ । ତାଙ୍କର ବିୟୋଗରେ ଅଂଚଳରେ ଶୋକର…
Read More...

ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ସର୍ବନିମ୍ନ ୪.୮ ଡିଗ୍ରୀ, ଦାରିଙ୍ଗବାଡି ୮.୫ ଓ ଫୁଲବାଣୀରେ ୭.୫ ଡିଗ୍ରୀ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ଡାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରି ପୁଣି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ନୂତନ ବର୍ଷରୁ ପ୍ରବଳ ଶୀତରେ ଥରୁଛି ଘୁ.ଉଦୟଗିରି । ଶୁକ୍ରବାର ଅର୍ଥାତ 3/01/2025 ତାରିଖରେ ଘୁ.ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରୀ…
Read More...

ଶାନ୍ତି ଝରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଠାରୁ ଦୁଇ କିମି ଦୂରରେ ଥିବା ଶାନ୍ତି ଝର ପୀଠରେ ପର୍ଯ୍ୟଟକଙ୍କ ଭିଡ ଜମୁଛି l ଗଞ୍ଜାମ ଜିଲ୍ଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠ ।  ଏଠି ସିଦ୍ଧ ମହାବୀର ଧାମ ଭାରତ ବର୍ଷର ଏକ ପ୍ରସିଦ୍ଧ ଧାମ.. ପରିବେଶ ସାଙ୍ଗକୁ…
Read More...

ବିରୋଧୀ ଦଳ ନେତାଙ୍କୁ ନୂତନ ବର୍ଷ ଶୁଭେଚ୍ଛା ଜଣାଇଲେ ହିଞ୍ଜିଳିକାଟୁ ବିଜେଡି ନେତା…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ହିଞ୍ଜିଳି ବ୍ଲକ ବିଜେଡି ନେତା l ଆଜି ଭୁବନେଶ୍ୱର ନବୀନ ନିବାସ ଠାରେ ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର,…
Read More...

ସଚେତନତା ବଢିଲେ ଦୁର୍ଘଟଣା କମିବ…

ଭଞ୍ଜନଗର(ନିଲୁ ବିଷୋୟୀ): ଟ୍ରାଫିକ୍ ନିୟମକୁ କଡାକଡି ପାଳନ କରିବା ନିମନ୍ତେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କେଏସୟୁବି କଲେଜ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦେଶରେ ଦୁର୍ଘଟଣା ସାଙ୍ଗକୁ ଏଥି ଜନିତ ମୃତ୍ୟୁ ହାର ଚିନ୍ତାଜନକ ପାଲଟିଥିବା ବେଳେ ନାଗରିକମାନେ ସଚେତନ…
Read More...

ବ୍ରାହ୍ମଣୀ ଗାଁ କାଥଲିକ ଚ଼ର୍ଚ୍ଚରେ ଆଧ୍ୟାତ୍ମିକ ପରିବେଶ ସହ ନୂତନ ବର୍ଷକୁ ସ୍ୱାଗତ..

ଦାରିଙ୍ଗବାଡି(ଆଶୋକ ସିଂ): ସାରା ବିଶ୍ବରେ ନୂତନ ବର୍ଷ ୨୦୨୫କୁ ଧୁମ ଧାମରେ ସ୍ୱାଗତ କରାଯାଇଛି l ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଇ ଥିବା ବେଳେ ବ୍ରାହ୍ମଣୀଗାଁ କାଥଲିକ ମଣ୍ଡଳୀ ପକ୍ଷରୁ ଉପାସନା ପ୍ରାର୍ଥନାର ସହ ନୂତନ ବର୍ଷକୁ ସ୍ବାଗତ  କରାଯାଇଛି l ଏହି ଅବସରରେ…
Read More...

ପୂର୍ବତନ ସରପଞ୍ଚଙ୍କ ପରୋଲକ, ଅଂଚଳରେ ଶୋକର ଛାୟା…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମର ପୂର୍ବତନ ସରପଞ୍ଚ ଶ୍ରୀ ଅନ୍ତୁନି ବେବର୍ତ୍ତାଙ୍କ ପରଲକ ହୋଇଛି l ସୂଚନା ଅନୁଯାଇ କିଛି ଦିନ ହେଲା ଅସୁସ୍ଥତା ଅନୁଭବ କରୁଥିଲା ପରିବାର ସହ ମେଡିକାଲ ଯାଇ ଚିକିତ୍ସା ହେଲାପରେ…
Read More...