ଓଡିଆ ଚଳଚିତ୍ର “ସନାତନି” କର୍ମହିଁ ଧର୍ମରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଖଳନାୟକ ଭାବରେ ପ୍ରଦର୍ଶିତ କରି…

ଅନୁସନ୍ଧାନ ଭାରତ(ବ୍ୟୁର): ସଂଖ୍ୟା ଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଓଡିଆ ଚଳଚିତ୍ର "ସନାତନି" କର୍ମହିଁ ଧର୍ମରେ ଲୁଣ୍ଠନ କାରୀ, ପ୍ରତାରଣା କାରୀ, ପ୍ରଲୋଭନ କାରୀ ଓ ଜମି ହଡପକାରୀ ଭାବରେ ପ୍ରଦର୍ଶିତ କରି ଥିବା ଅଭିଯୋଗରେ ଆଜି ଘୁ.ଉଦୟଗିରି ଖ୍ରୀଷ୍ଟିଆନ ସମୁଦାୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ…
Read More...

ଘୁ.ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ଦାବୀରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ତହସିଲଦାରଙ୍କୁ ଦାବୀ…

ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି ଘୁ.ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ଦାବୀ କଲା କଂଗ୍ରେସ l ଏହି ଦାବୀରେ ସ୍ଥାନୀୟ ତହସିଲଦାରଦାରଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି କଂଗ୍ରେସ ଦଳର କର୍ମକର୍ତ୍ତା l ଆଜି ପୂର୍ବତ୍ତନ ନଗର କଂଗ୍ରେସ ସଭାପତି/ପୂର୍ବତ୍ତନ ଯୁବକଂଗ୍ରେସ ଉପସଭାପତି ଗଗନ…
Read More...

ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ନେତାଜୀ କ୍ଲବ୍ ତରଫରୁ ଅଞ୍ଚଳର ବରିଷ୍ଠ ନାଗରିକ ନାଗରିକ ମାନଙ୍କ  ସମ୍ବର୍ଦ୍ଧନା  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କ୍ଳବର ସଭାପତି ତଥା ସମାଜସେବୀ ସୁନିଲ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ …
Read More...

ତୁମ୍ବୁଡ଼ିବନ୍ଦ ଦେୱାନୀ ଓ ଫୋୖଜଦାର ଅଦାଲତରେ ମାଓ ନେତା ଆଜାଦ ହାଜିର…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ତୁମ୍ବୁଡ଼ିବନ୍ଦ ଦେୱାନୀ ଓ ଫୋୖଜାଦାର ଅଦାଲତରେ ମାଓ ନେତା ଆଜାଦଙ୍କ ହାଜିର ହୋଇଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ସମେତ ସାରା ଓଡ଼ିଶାରେ ବହୁଚର୍ଚ୍ଚିତ ତୁମ୍ବୁଡ଼ିବନ୍ଦ ବ୍ଲକ ଜଳେଶପଟା କନ୍ୟାଶ୍ରମରେ 2008 ମସିହାରେ ସ୍ୱାମୀ ଲକ୍ଷ୍ମଣ…
Read More...

ସିସିଡ଼ି ଅନୁଷ୍ଠାନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ…

ରାୟଗଡ଼(ଟିକି ଲିମା): ଦେଶାଇ ଅନୁଷ୍ଠାନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷରୁ  ଗଜପତି ଜିଲ୍ଲା ରାୟଗଡ ବ୍ଲକ  ଲାଇଲାଇ ପଞ୍ଚାୟତର କୁରୁଣ୍ଡା ଗ୍ରାମରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସ୍ୱାସ୍ଥ୍ୟ ଶିବିରକୁ ପ୍ରଦୀପ ପ୍ରଜ୍ବଳନ କରି  ଶୁଭା ଆରମ୍ଭ କରିଥିବା…
Read More...

ହିଞ୍ଜିଳିକାଟୁରେ ଜିଓ ମାର୍ଟ ଡିଜିଟାଲ ଷ୍ଟୋର ଆରମ୍ଭ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ଵସ ଟର୍ମିନାଲ ନିକଟରେ ମୁଖ୍ୟ ରାସ୍ତାରେ  ରିଲାଏନ୍ସ ରିଟେଲର ଅଗ୍ରଣୀ ବ୍ରାଣ୍ଡ୍‌ ‘ଜିଓ ମାର୍ଟ ଡିଜିଟାଲ’ର ଏକ୍ସକ୍ଲୁସିଭ ଆଉଟଲେଟ ସୋମବାର  ଉଦ୍‌ଘାଟିତ ହୋଇଯାଇଛି । ଜିଓ ମାର୍ଟ ଡିଜିଟାଲର ପ୍ରାଞ୍ଚାଇଜ ପାର୍ଟନର ଗାୟତ୍ରୀ ଡ଼୍ରେସେସ …
Read More...

ଘୁ.ଉଦୟଗିରିରେ ଧୁମ ଧାମରେ ପାଳିତ ହେଲା 76 ତମ ସାଧାରଣ ତନ୍ତ୍ର ଦିବସ…

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ 76 ତମ ସାଧା ରଣତନ୍ତ୍ର ଦିବସ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ଅତିରିକ୍ତ ଉପ-ଜିଲ୍ଲାପାଳ ମନୋଜ କୁମାର ଦେବତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ…
Read More...

ବାଲିଗୁଡା ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ଠାରେ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜୁ ପଟନାୟକ ମିନି ଷ୍ଟାଡିଅମ ଠାରେ 76 ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଅବସରରେ ବାଲିଗୁଡା ଉପ ଜିଲ୍ଲାପାଳ ଡ଼. ରୀନା ପ୍ରଧାନ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିବା ବେଳେ ବାଲିଗୁଡା ଏସ ଡି ପି ଓ ଶ୍ରୀଯୁକ୍ତ…
Read More...

କଳିଙ୍ଗ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳର ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭାବେ ପରିଚିତ କଳିଙ୍ଗ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ମେହେରଙ୍କ ପୌରହିତ୍ୟରେ ଗତ ଶନିବାର ଦିନ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ଚଳିତ ବର୍ଷର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।  ଏହି ଉତ୍ସବରେ ମୁଖ୍ଯ…
Read More...

ଘୁ.ଉଦୟଗିରି “ପ୍ରେସ କ୍ଲବ” ପକ୍ଷରୁ ବର୍ଷ-2025ର ପ୍ରଥମ ମାସିକ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି "ପ୍ରେସ କ୍ଲବ" ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ସ୍ଥାନୀୟ ବ୍ୟବସାୟୀ ସଂଘ ସଭା ଗୃହ ଠାରେ ଚଳିତ ବର୍ଷର ପ୍ରଥମ ମାସିକ ବୈଠକ ଶୁକ୍ରବାର ଅପରାହ୍ନ ଘ.12.30 ମିରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଉପସ୍ଥିତ ସାମ୍ବାଦିକଙ୍କ ମଧ୍ୟରେ…
Read More...