କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଯନ୍ତ୍ରଣା, ବିଦେଶକୁ କାମ କରିବାବାକୁ ଯାଇ ଶବ ହୋଇ ଫେରିଲେ ହେରଦ…

ଦାରିଙ୍ଗବାଡି:(ଆଶୋକ ସିଂ): ରାଜ୍ୟରେ ସରୁନି ଦାଦନ ଯନ୍ତ୍ରଣା । କାମ ପାଇବା ଆଶାରେ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇ ଅକାଳରେ ଚାଲି ଯାଉଛି ଜୀବନ । ଗଲାବେଳେ ସୁସ୍ଥ ସବଳ ଶରୀର ନେଇ ଯାଉଛନ୍ତି I କିନ୍ତୁ ଫେରିବା ବେଳକୁ ଶବ ହୋଇ ଫେରୁଛନ୍ତି । ଏପରି ଏକ ଅଭାବନୀୟ…
Read More...

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଅଷ୍ଟମ ପାଳିରେ ଧରାକୋଟ ଅଂଚଳର ବିକାଶ ପାଇଁ ଅନୁରୋଧ କଲେ ସମାଜସେବୀ ସୁନୀଲ କୁମାର…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ହଇରାଣ ଓ ଖର୍ଚ୍ଚାନ୍ତ ହୋଇ ଏଠାକୁ ନ ଆସି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମେ ଅଭିଯୋଗ ଜଣାନ୍ତୁ l ସେଠାରେ ମଧ୍ୟ ସମାଧାନ ହେଉଛି । ଜଟିଳ ସମସ୍ୟା ହେଲେ…
Read More...

ବାପାକୁ ଆକ୍ରମଣ ଅଭିଯୋଗ, ପୁଅ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ବାପାକୁ ଆକ୍ରମଣ କରିବା ଅଭିଯୋଗରେ ପୁଅ ଗିରଫ। ଏଭଳି ଏକ ଘଟଣା ଘଟିଛି ତାରସିଂ ଥାନା ଅଧିନ ସମାରଡା ଗ୍ରାମରେ। ପୁଅ ଆକ୍ରମଣ କରିଥିବା ନେଇ ବାପା ଅଭିଯୋଗ କରିବାରେ ପରେ ପୁଲିସ୍ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରେବତୀ ଶବର ସୂଚନା…
Read More...

ମାର୍ଲବା ଘାଟିରେ ଵିକ୍ରାନ୍ତ ବସ ଦୁର୍ଘଟଣା ଗ୍ରସ୍ତ: କୋଡ଼ିଏ ଆହାତ ଜଣେ ଗୁରୁତର….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ମାର୍ଲବା ଘାଟିରେ ଆଜି ସଂଧ୍ୟା ସାତଟା ତିରିଶି ବେଳେ କୌଣସି କାରଣରୁ ଵିକ୍ରାନ୍ତ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯାହା ଦ୍ଵାରା ପ୍ରାଥମିକ ସୂଚନା ପ୍ରକାରେ କୋଡ଼ିଏ ଜଣ ଆହାତ ହୋଇଥିବା ବେଳେ ଜଣେ ଗୁରୁତ୍ତର ଥିବା ସୂଚନା…
Read More...

ବିଜେପି ଜିଲ୍ଲା ସଭାପତିଙ୍କୁ କୋକସରା ୩ ମଣ୍ଡଳ ବିଜେପି କର୍ମକର୍ତ୍ତା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା…

କୋକସରା(ତ୍ରିଲୋକ୍ୟ ବେଶ୍ରା): ଭାରତୀୟ ଜନତା ପାର୍ଟି ପକ୍ଷରୁ ନବ ନିର୍ବାଚିତ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଶନିବାର ନିର୍ବାଚିତ ହେବା ପରେ କୋକସରା ବ୍ଲକ ଗସ୍ତରେ ଆସିଥିବା ବେଳେ ମୋଟେର ମଣ୍ଡଳ ପକ୍ଷରୁ ମୋଟେର ଠାରେ ଜିଲ୍ଲା ସଭାପତି ଓ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ…
Read More...

ଦୁର୍ଗମ ଅଞ୍ଚଳ ଚାଷ ଜମିରେ ପଡ଼ିରହିଛି ଏକ ଅସୁସ୍ଥ ପ୍ରାଣୀ ଓଟ…

ବାଲିଗୁଡା(ସିବନ୍ତ ଦିଗାଲ): ପାଖା ପାଖି ଗୋଟିଏ ମାସ ହେବ ଚାଷ ଜମିରେ ପଡ଼ି ରହିଛି ଏକ ଅସୁସ୍ଥ ଗୃହପାଳିତ ପ୍ରାଣୀ ଓଟ । ଉଦ୍ଧାର ଦାବିରେ ଅଞ୍ଚଳବାସି l ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତର ସଲାଗୁଡା ଗାଁର ପଡ଼ିରହିଛି ଏକ ବିରଳ ପ୍ରାଣୀ ଓଟ ।…
Read More...

ବାଲିଗୁଡ଼ା ବିଧାୟକଙ୍କ ଦ୍ଵାରା ବ୍ଲକ୍ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା….

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ l ଏହି କାର୍ଯ୍ୟକ୍ରମ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲିକ ନେତୃତ୍ବରେ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କିଯ୍ଯକ୍ରମ ମୁଖ୍ୟ ସମୀକ୍ଷକ ଭାବେ ବିଧାୟକ…
Read More...

ରାମଗିରି ବ୍ଲକ ଗଠନ ଲାଗି ତୃତୀୟ ଆଲୋଚନା ବୈଠକ ଅନୁଷ୍ଠିତ…..

ରା ଉଦୟଗିରି(ଆକାଶ ଦାସ): ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକରୁ ବାହାରି ରାମଗିରିଠାରେ ନୂତନ ବ୍ଲକ ଗଠନ ଲାଗି ଜୋରରେ ଲାଗି ପଡିଛନ୍ତି ରା ଉଦୟଗିରି ବ୍ଲକର ୯ଗୋଟି ପଞ୍ଚାୟତ ବାସୀ ଓ ନୂଆଗଡର ୨ଟି ପଞ୍ଚାୟତ ବାସୀ । ତେଣୁ ସମସ୍ତ ପ୍ରକାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାମଗିରି ସ୍ଥିତ କୁରେଇଶୁଣୀ…
Read More...

ରାୟଗଡ ବ୍ଲକ ଅଧକ୍ଷା ଓ ଉପାଧ୍ୟାକ୍ଷାଙ୍କ ଦୁର୍ନୀତି ବିରୋଧରେ ବିଜେପିର ରାଲୀ ଓ ପଞ୍ଚାୟତ ରାଜ ମନ୍ତ୍ରୀଙ୍କ ଉଦ୍ୟେଶରେ…

ରାୟଗଡ଼(ଟିକି ଲିମା): ରାୟଗଡ ବ୍ଲକ ଅଧକ୍ଷା ପୂର୍ଣ୍ଣ ବାସି ନାୟକ ଓ ତାଙ୍କ ସ୍ଵାମୀ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଉପାଧ୍ୟାକ୍ଷା ଜ୍ୟୋତି ପ୍ରସାଦ ପାଣିଙ୍କ ଦୁର୍ନୀତି ବିରୋଧରେ ବିଜେପିର  ରାଲୀ ଓ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଉଦ୍ୟେଶରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ l ଜିଲ୍ଲା ବି.ଜେ.ପି…
Read More...

ରତ୍ନପୂର ଛକ ଠାରେ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଆହତ..

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ରତ୍ନପୂର ଛକ ଠାରେ ଆଜି ଅପରାହ୍ନ ତିନିଟା ବେଳେ ବାଇକ୍ ଦୁର୍ଘଟଣା ଘଟିଛି । କୃଷ୍ଣପୁର ଗ୍ରାମରୁ ରାୟଗଡ଼ ଅଭିମୁଖେ ଆସୁଥିବା ବେଳେ କୌଣସି କାରଣରୁ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇ ଯାଇ ଥିଲା । ଯାହା ଫଳରେ ଦୁଇ ବାଇକ ଆରୋହୀ…
Read More...