Browsing Category

ରାଜନୀତି

ଘୁ.ଉଦୟଗିରି ଏବଂ ଚକାପାଦ ବ୍ଲକର ୭ଟି ପଂଚାୟତରେ ପାନୀୟ ଜଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ, ୫…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଚକାପାଦ ବ୍ଲକ କାର୍ଯ୍ୟାଳୟର ସଭା ଗୃହ ଠାରେ ଘୁ.ଉଦୟଗିରି ବିଧାୟକଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୁ. ଉଦୟଗିରି…
Read More...

ବାଲିଗୁଡ଼ା ବିଧାୟକଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ, ସୁଦ୍ଧ ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର କରିଥିବାରୁ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କ.ନୂଆଗାଁ ଡାକବଙ୍ଗଳା ଠାରେ ବାଲିଗୁଡ଼ା ବିଧାୟକଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲିଗୁଡ଼ା ନିର୍ବାଚନୀ କ.ନୂଆଗାଁ…
Read More...

କଂଗ୍ରେସରେ ଯୋଗ ଦେଲେ ବିଜେପି ଓ ବିଜେଡି କର୍ମୀ….

ଅନୁସନ୍ଧାନ ଭାରତ(ବ୍ୟୁର): ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଦଳକୁ ସୁଦୃଢ କରିବାରେ ଲାଗିଛନ୍ତି I ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ଏଥିରେ ପଛରେ ପଡି ନାହିଁ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପଞ୍ଚାୟତରେ ଆଜି କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ…
Read More...

ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାର ୯୦ ପ୍ରତିଶତ ଲୋକ ଏହି ସୁବିଧା…

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି I ଜିଲ୍ଲାର ୧.୩୫ ଲକ୍ଷ, ପ୍ରାୟ ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ I ଏହି ଅବସରରେ ଜନସାଧାରଣଙ୍କୁ…
Read More...

ଘୁ.ଉଦୟଗିରି ଠାରେ ବିଜୁ ଯୁବ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ବିଜୁ ଯୁବ ଜନତା ଦଳ କନ୍ଧମାଳ ତରଫରୁ ଘୁ.ଉଦୟଗିରି ଏନ.ଏ.ସି ଯୁବ ସଭାପତି ବ୍ରମ୍ହାନନ୍ଦ ସାହୁଙ୍କ ତତ୍ୱାବଧାନରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବିଜୁ ଯୁବ ଜନତା ଦଳର ଆଗାମୀ ଦିନର ଜନହିତକର କାର୍ଯ୍ୟକ୍ରମ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ…
Read More...

ଦାରିଙ୍ଗବାଡ଼ି ବ୍ଳକ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଘୁ.ଉଦୟଗିରି ବିଧାୟକ ଓ ଦାରିଙ୍ଗବାଡ଼ି ବ୍ଲକ୍ ସହକାରୀ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବିଧାୟକ ଓ ଦାରିଙ୍ଗବାଡ଼ି ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣି ଗତ ୧୬ ତାରିଖ ଦିନ ବ୍ଲକ ଅଧ୍ୟକ୍ଷା , ଉପାଧ୍ୟକ୍ଷ ଓ କିଛି ନିର୍ବାଚିତ ପ୍ରତିନିଧି ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣ ଦେଇଥିଲେ I ପ୍ରଶାସନଙ୍କ ପ୍ରତିଶ୍ରୁତି ପରେ ଅନଶନ…
Read More...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ…

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି I ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନରେ ସୁନ୍ଦରଗଡ ହେଉଛି ଦ୍ବିତୀୟ ଜିଲ୍ଲା I…
Read More...

ନୂତନ ପିସିସି କମିଟି ଗଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ବହୁ ବାଦ ବିବାଦ ଭିତରେ ଶେଷରେ ଗଠନ ହୋଇଛି ପିସିସି କମିଟି । ଯେଉଁଥିରେ ୧୨ ଜଣ ନେତାଙ୍କୁ ଉପସଭାପତି ପଦ ମିଳିଥିବାବେଳେ ୨୦ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହିତ ଏହି କମିଟିରେ ୪୬ ଜଣଙ୍କୁ ସମ୍ପାଦକ ପଦ ମଧ୍ୟ ଦିଆଯାଇଛି ।…
Read More...

ରାଇକିଆ ବ୍ଲକ କଂଗ୍ରେସର ସଭାପତି ଭାବେ ମଙ୍ଗ ଧରିଲେ କ୍ରିଷ୍ଣାପ୍ରିୟା ପ୍ରଧାନ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆ ବ୍ଳକ କଂଗ୍ରେସର ସଭାପତି ଭାବରେ ମଙ୍ଗ ଧରିଲି ମଣ୍ଡାକିଆ ଗ୍ରାମପଞ୍ଚାୟତର ସମିତି ସଭ୍ୟକ୍ରିଷ୍ଣାପ୍ରିୟା ପ୍ରଧାନ I ଏହି ଅବସରରେ ରାଇକିଆ ବ୍ଲକ କଂଗ୍ରେସ ପକ୍ଷରୁ ବାକିଙ୍ଗିଆ ସଭାଗୃହ ଠାରେ ଆଜି ନୂତନ ବ୍ଳକ ସଭାପତି…
Read More...

ବାଲିଗୁଡ଼ା ଏନଏସି ସାଂସଦ ପ୍ରତିନିଧି ଭାବେ ଲୋକନାଥ ପାଢ଼ୀ ମନୋନୀତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ସାଂସଦ ପ୍ରତିନିଧି ଭାବେ ଲୋକନାଥ ପାଢ଼ୀ ମନୋନୀତ ହୋଇଛନ୍ତି I ସାଂସଦ ଡ ଅଚ୍ୟୁତ ସାମନ୍ତ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ନିଜ ପ୍ରତିନିଧି ଭାବେ ତାଙ୍କ ନାମକୁ ବିଧିବଦ୍ଧ ଭାବେ ଘୋଷଣା…
Read More...