Browsing Category
ରାଜନୀତି
ଘୁ.ଉଦୟଗିରି ଉପ-ନଗରପାଳ ନିର୍ବାଚନ: ୧୦/୦୩ରେ ବିଜେଡି ପ୍ରାର୍ଥୀ ସନ୍ତୋଷ କୁମାର ବାଘ ବିଜୟୀ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ ଉପ-ନଗରପାଳ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଛି I ଏହି ନିର୍ବାଚନରେ ବିଜେଡି କାଉନସିଲର ସନ୍ତୋଷ କୁମାର ବାଘ ୧୦/୦୩ ଭୋଟରେ ଵିଜୟ ହାସଲ କରି ଉପ-ନଗରପାଳ ଭାବେ ନିର୍ବାଚିତ ହୋଇଛନ୍ତି I ଆଜି…
Read More...
Read More...
ପୌର ଉପାଧ୍ୟକ୍ଷ ଓ ଡେପୁଟି ମେୟର ପାଇଁ ଲାଗୁ ହେବ ନୂଆ ନିୟମ….
ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ବର୍ଷ ରାଜ୍ୟରେ ମେୟରଙ୍କୁ ଜନସାଧାରଣ ସିଧାସଳଖ ଭାବେ ଭୋଟ ଦେଇ ବାଛିଛନ୍ତି I ତେବେ ଏହାପରେ ପୌର ସଂସ୍ଥା ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବୀ ପାଇଁ ପରୋକ୍ଷ ନିର୍ବାଚନ ହେବ I ଏହି ନିର୍ବାଚନ ପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି I ରାଜ୍ୟ ନିର୍ବାଚନ…
Read More...
Read More...
ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ପାଇଁ କାଉଁସିଲର ଓ ଅଧ୍ୟକ୍ଷ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ ପତ୍ର…..
ଅନୁସନ୍ଧାନ ଭାରତ(ବ୍ୟୁର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପୈାର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଜାର I ପୈାର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଯୋରଦାର ପ୍ରସ୍ତୁତି I…
Read More...
Read More...
ସରିଲା ଘୁ.ଉଦୟଗିରି ପୌର ନିର୍ବାଚନର ନାମାଙ୍କନ ଦାଖଲ….
ଅନୁସନ୍ଧାନ ଭାରତ(ବ୍ୟୁର): ପୌର ନିର୍ବାଚନ ନାମାଙ୍କନ ର ଶେଷ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀ ତାଙ୍କ ସମର୍ଥକଙ୍କ ସହ ଢୋଲ ବାଜା ରୋଷଣରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଭିମୁଖେ ବାହାରି ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି I ପରିଷଦ ଅଂଚଳରେ ଥିବା ବିଭିନ୍ନ ରାଜନୈତିକ…
Read More...
Read More...
ଖୁବଶୀଘ୍ର ଘୋଷଣା ହେବ ପୌର ନିର୍ବାଚନ ତାରିଖ, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…
ଅନୁସନ୍ଧାନ ଭାରତ(ବ୍ୟୁର): ଖୁବଶୀଘ୍ର ଘୋଷଣା ହେବ ପୌର ନିର୍ବାଚନ ତାରିଖ I ଏନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି I ସମସ୍ତ ପ୍ରସ୍ତୁତି ଶେଷ କରିବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ପାଇଁ ଆହ୍ଵାନ କରିଛି I ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ,…
Read More...
Read More...
ଜୋନ-୫ ଜିଲ୍ଲା ପରିଷଦ କଂଗ୍ରେସ ପ୍ରାର୍ଥୀ ହୀରାବତୀ ପ୍ରଧାନଙ୍କ ପାଇଁ ପ୍ରଚାର ଜୋରସର…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଜୋନ୍-୫ ଅର୍ଥାତ ଘୁ.ଉଦୟଗିରି ବ୍ଲକ ଜିଲ୍ଲା ପରିଷଦ ଭାବେ ପ୍ରତିଦ୍ୱନ୍ଦୀତା କରୁଥିବା କିଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ହୀରାବତୀ ପ୍ରଧାନଙ୍କ ପାଇଁ ପ୍ରଚାରକୁ ଜୋରସର କରିଛି ଘୁ.ଉଦୟଗିରି କିଂଗ୍ରେସ I ବ୍ଲକ ସଭାପତି ଓ ଜିଲ୍ଲା କଂଗ୍ରେସର…
Read More...
Read More...
ଜୋନ-୫ ପାଇଁ ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ୧୫ ଜଣିଆ ପ୍ରଚାର କମିଟି ଗଠିତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଜୋନ-୫ ଜିଲ୍ଲା ପରିଷଦ ଜୋନ ପାଇଁ କଂଗ୍ରେସ ପକ୍ଷରୁ ୧୫ ଜଣିଆ ପ୍ରଚାର କମିଟି ଗଠନ କରାଯାଇଛି I ବ୍ଲକ ସଭାପତି ସଦାନନ୍ଦ ନାୟକ ଏହି କମିଟି ଗଠନ କରି ଜିଲ୍ଲା ସଭାପତିଙ୍କ ପାଖକୁ ଅନୁମୋଦନ ପାଇଁ ପଠାଇ ଥିଲେ I ପ୍ରଚାର କମିଟିରେ…
Read More...
Read More...
ଫୁଲବାଣୀ ଠାରେ କଂଗ୍ରେସ କର୍ମୀଙ୍କ ଘରବାହୁଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଫୁଲବାଣୀ ଠାରେ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଛି I ଏହି ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ଅନାମ ନାୟକ, ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର, ଘୁ.ଉଦୟଗିରି ପୂର୍ବତ୍ତନ ବିଧାୟକ ଜାକବ ପ୍ରଧାନ, ଆରଜିପିଆରଏସ କନ୍ଧମାଳ ସଭାପତି…
Read More...
Read More...
ଶେଷଦିନରେ ବିଜେଡି, ବିଜେପି ଓ କଂଗ୍ରେସ ଏବଂ ସ୍ୱାଧିନ ତରଫରୁ ୫୩ ଜଣ ଜିଲ୍ଲା ପରିଷଦ ପାର୍ଥି ପତ୍ର ଦାଖଲ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ଆଜି ଶେଷ ଦିନରେ ୧୮ଟି ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ପ୍ରାର୍ଥିଙ୍କ ନାମ ନାମ ହେଲା ୧ନଂ ଜୋନରୁ ଭାରତୀ ପ୍ରଧାନ (ସ୍ୟାଧିନ) , ଅନିତା ପ୍ରଧାନ ବିଜେଡି, ରେଖା…
Read More...
Read More...
ଜୋନ-୫ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ଘୋଷଣା କରିଲା କଂଗ୍ରେସ, ହୀରାବତୀ ପ୍ରଧାନ ହେଲେ କଂଗ୍ରେସ ଜୋନ-୫ ଜିଲ୍ଲା ପରିଷଦ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଜୋନ ୫ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ଗ୍ରେସିଙ୍ଗିଆ ପଂଚାୟତ ଅଧିନସ୍ଥ ଇନ୍ଦିରା ପଡ଼ିଆ ଗ୍ରାମର ବାସୀନ୍ଧା ହୀରାବତୀ ପ୍ରଧାନଙ୍କୁ ଦଳୀୟ ପ୍ରାର୍ଥୀ ଭାବରେ ଟିକେଟ ପ୍ରଦାନ କରି ନିର୍ବାଚନ ମଇଦାନକୁ ଓଲ୍ହାଇଛି…
Read More...
Read More...