Browsing Category

ଓଡିଶା

କିରାମାହା ଠାରୁ ଗଡମା ପର୍ଯ୍ୟନ୍ତ ବିଦ୍ୟୁତ୍ ଲୋ ଭୋଲ୍ଟେଜ୍ ସମସ୍ୟା, ଜାଣି ଶୁଣି ବିଦ୍ୟୁତ୍ ବିଭାଗ ଚୁପ୍…

ଦାରିଙ୍ଗବାଡି( ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳ ଝିଞ୍ଜିରିଗୁଡ଼ା ପଞ୍ଚାୟତର କିରାମାହା ଠାରୁ ଗଡମା ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବିଦ୍ୟୁତ୍ ସରବରାହ ଲୋ ଭୋଲ୍ଟେଜ ସମସ୍ୟା ଲାଗି ରହିଛି l ଏ ନେଇ ପୂର୍ବତ୍ତନ ଜିଲ୍ଲା ପରିଷଦ ସଦସ୍ୟ ଆରନ ନାୟକ ବାରମ୍ଵାର…
Read More...

ମିଶନ୍ କ୍ରାଇମ୍ କ୍ଲିନ୍ ଭଞ୍ଜନଗର: ୫ ପିସ୍ତଲ ଜବତ, ବନ୍ଧା ହେଲେ ୯ ଅପରାଧୀ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ପୁଲିସ ପକ୍ଷରୁ ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ମିଶନ୍ କ୍ରାଇମ୍ କ୍ଲିନ୍ ଭଞ୍ଜନଗର ଆରମ୍ଭ ହେବା ପରେ ଅପରାଧୀ ମାନଙ୍କ ମଧ୍ୟରେ ଛନକା ପଶିଛି । ଏଥି ସହ ବେଆଇନ ବନ୍ଧୁକ ରଖିଥିବା ଅପରାଧୀଙ୍କୁ ଦମନ କରିବା ପାଇଁ ଗଂଜାମ ଜିଲ୍ଲା ପୁଲିସ…
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ଼( ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଆଜି ସକାଳ ନଅଟା ଠାରୁ ଗୋଟିଏ ପର୍ଯ୍ୟନ୍ତ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି  । ଏହି ଅଭିଯୋଗ ଶୁଣାଣିରେ…
Read More...

ଛଡ଼ାକିଆ ମଣ୍ଡଳୀ ପକ୍ଷରୁ ଧୁମଧାମରେ ରୌପ୍ୟ ଜୟନ୍ତୀ ପାଳିତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳ ସିକରମାହା ଧର୍ମାଞ୍ଚଳର ଛଡ଼ାକିଆ ମଣ୍ଡଳୀ ପକ୍ଷରୁ ନିତ୍ୟ ସହାୟ କାରିଣୀ ମା ' ମେରିଙ୍କ ପର୍ବର ରୌପ୍ୟ ଜୟନ୍ତୀ ଧୁମ୍ ଧାମରେ ପାଳନ କରାଯିବା ସହ ନୂତନ ଗୁମ୍ଫା ପ୍ରତିଷ୍ଠା ଓ ମା ' ମେରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ…
Read More...

ଜିଲ୍ଲାସ୍ତରୀୟ ଲେବଲ ଭି ଏକ୍ସ କ୍ୟାଡ଼ର ଶିକ୍ଷକ ସଙ୍ଗଠନ ପୁନର୍ଗଠିତ..

ଗଜପତି(ପ୍ରବୀଣ କୁମାର୍ ଲିମା): ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଲେବଲ ଭି ଏକ୍ସ କ୍ୟାଡ଼ର ଶିକ୍ଷକ ସଙ୍ଗଠନର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏକ୍ସ କ୍ୟାଡ଼ର ସଂଗଠନର ଏସଓପି ଓ ଗଜପତି ଜିଲ୍ଲାରେ ଏହାର କାର୍ଯ୍ୟକାରିତା…
Read More...

ବାଇବାଲି ଅଞ୍ଚଳରେ ହାତୀପଲ ଉପଦ୍ରବ: ଭାଙ୍ଗିଲେ ସ୍କୁଲ, ବ୍ୟାପକ କ୍ଷୟକ୍ଷତି..

ଭଞ୍ଜନଗର(ନିଲୁ ବିଷୋୟୀ): ଗତ କିଛି ମାସରେ ନୀରବତା ପରେ ହାତୀପଲ ପୁଣି ମାତିଛନ୍ତି । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀପଲ ଜନବସତି ଆଡକୁ ଆସି ବ୍ୟପକ ଭଙ୍ଗାରୁଜା କରିଛନ୍ତି । ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ବନ ବିଭାଗ କର୍ମଚାରୀମାନେ ହାତୀପଲକୁ ଘଉଡାଇବା ସହ ସେମାନଙ୍କ…
Read More...

ପାଣି ପାଇଁ ରାଜରାସ୍ତାରେ ଦଶପୁର ବାସୀ: ମୌଳିକ ଅଧିକାର ପାଇଁ ରାସ୍ତା ଉପରେ ଶତାଧିକ ମହିଳା, ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ…

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଗାଆଁରେ ମୌଳିକ ଅଧିକାର ପାଇଁ ରାଜ ରାସ୍ତାକୁ ଓହ୍ଲେଇଲେ ଶତାଧିକ ମହିଳା ଓ ପୁରୁଷ । ପାନୀୟ ଜଳ ସଂକଟ ପାଇଁ ବୃନ୍ଦାବାହାଲରୁ ଜାରିଙ୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଅବୋରୋଧ କରି ଦଶପୁର ଠାରେ ରାସ୍ତାରେ…
Read More...

ଅପରେସନ ସିନ୍ଦୁରର ସଫଳତାକୁ ସମ୍ମାନ ଜଣେଇବାକୁ ମଙ୍ଗରାଜପୁରରେ ଶୋଭାଯାତ୍ରା ଅନୁଷ୍ଠିତ….

ରା ଉଦୟଗିରି( ଆକାଶ ଦାସ): ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତୀଶୋଧ ପରାୟଣ ହୋଇ ଭାରତ ରଚିଥିଲା ଅପରେସନ ସିନ୍ଦୁର ମିଶନ । ଏହି ମିଶନରେ ଆମ ଦେଶର ସରକାର ଓ ସେନାଙ୍କ ପରାକ୍ରମରେ ପାକିସ୍ଥାନରେ ରହିଥିବା ଅନେକ ଆତଙ୍କବାଦୀ ଓ ସେମାନଙ୍କ ଆଡାସ୍ଥଳୀକୁ ଧ୍ବଂସ କରିଦେଇଛନ୍ତି । ତାକୁ ସମର୍ଥନ…
Read More...

ଦାରିଙ୍ଗବାଡିରେ ତ୍ରିରଙ୍ଗା ଶୋଭାଯାତ୍ରା, ଅପରେସନ ସିନ୍ଦୁରର ସଫଳତା ଗର୍ବ କରୁଛନ୍ତି ଜନତା…

ଦାରିଙ୍ଗବାଡ଼ି(ଆଶୋକ ସିଂ): ପହଲଗାମରେ ନିରସ୍ତ୍ର ପର୍ଯ୍ୟଟକ ମାନଙ୍କୁ ଆତଙ୍କବାଦୀମାନେ  ହତ୍ୟା କରିଥିବା ପ୍ରତିବାଦରେ ଭାରତ ପକ୍ଷରୁ "ଅପରେସନ ସିନ୍ଦୂର " ଜରୀଆରେ ପାକିସ୍ଥାନୀ ଆତଙ୍କୀମାନଙ୍କୁ ତା’ରି ଭାଷାରେ ଜବାବ ଦେଇଥିଲା । ଏଥିରେ ପାକିସ୍ଥାନର ଆତଙ୍କୀ ଶିବିର ସହ ଏୟାରବେସ୍‌ ଓ ଅନେକ…
Read More...

ଅପରେସନ ‘ସିନ୍ଦୂର’ ସଫଳତାରେ ବାଲିଗୁଡ଼ା ଏନ୍ ଏସି ତରଫରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ…

ବାଲିଗୁଡ଼ା(ସିବନ୍ତ ଦିଗାଲ): ରାଷ୍ଟ୍ରହିତରେ ନିୟୋଜିତ ଭାରତୀୟ ସେନାବଳକୁ ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ସନ୍ଦେଶ ଦେବା ପରିପ୍ରେକ୍ଷିରେ ଏକ ସଚେତନତା ବାର୍ତ୍ତା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ ଏସି ତରଫରୁ ବସଷ୍ଟାଣ୍ଡ ଠାରୁ ବ୍ଲକ୍ ଅଫିସ୍…
Read More...