Browsing Category

ଓଡିଶା

୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା, କୃଷି କ୍ଷେତ୍ରର ସଫଳତା ପଛରେ ରହିଛି ଭୂମିହୀନ ଚାଷୀର ତ୍ୟାଗ ଓ…

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି I ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ I ଏଥିରେ ପ୍ରତ୍ଯେକ ଭୂମିହୀନ…
Read More...

ପାନୀୟ ଜଳ ସମସ୍ୟାରେ ସେଡ଼ପାଙ୍ଗା ଗ୍ରାମବାସୀ, ଯଥାସମ୍ଭବ ସମାଧାନ ହେବ ବୋଲି ପ୍ରତିଶୃତି ଦେଲେ ସ୍ଥାନୀୟ ସରପଞ୍ଚ..

ଅନୁସନ୍ଧାନ ଭାରତ(ବ୍ୟୁର): ଗ୍ରୀଷ୍ମ ହଉ କି ବର୍ଷା ଅବା ହଉ ଶୀତ ସବୁ ଋତୁରେ ପାଣି ସମସ୍ତଙ୍କୁ ଆବଶ୍ୟକ l ହେଲେ କୋଉଠି ନଳକୂଅ ଥାଇ ବି ଅଚଳ ତ ଆଉ କୋଉଠି ନାଳ ପାଣି ପିଉଛନ୍ତି ଲୋକ I ପୁଣି ଆଉ କୋଉଠି ପାଣି ଆଣିବାକୁ ଯିବାକୁ ପଡୁଛି ମାଇଲ ମାଇଲ ବାଟ l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି…
Read More...

ମୁଣ୍ଡିଗଡ଼ ଗ୍ରାମରେ ବିରଳ ପ୍ରଜାତିର ଛତୁ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲାର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ ଗ୍ରାମରେ ଆଜି ଏକ ବିରଳ ପ୍ରଜାତିର ଛତୁ ଫୁଟି ଥିବାର ଦେଖିବାକୁ ମିଳିଛି I ଯାହାକି ଦେଖିବାକୁ କରୋନା ଭୁତାଣୁ ସଦୃଶ୍ୟ I ଆଜି ଏହି ଛତୁ ଦେଖିବା ପରେ ସେହି ସ୍ଥାନରେ ଭିଡ଼ ହୋଇ ଥିଲା I ଅନେକ ଲୋକ ଛତୁ…
Read More...

ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ବ ଆରୋପ କରିଥିଲେ I…
Read More...

କରୋନା ଯୋଦ୍ଧା ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ ଅନ୍ତର୍ଗତ ବୁଦୃକିଆ ଗ୍ରାମ ମହିଳା ସ୍ୱାସ୍ଥ୍ୟ କର୍ମୀ ସରୋଜିନୀ ଓଝା ଏକ ମାସ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ I ପ୍ରଥମେ ବଡ଼ ଗାଁ କୋଭିଡ୍‌ ସେଣ୍ଟର୍‌ରେ ଚିକିତ୍ସିତ ହେଉଥିଲେ I ସ୍ୱାସ୍ଥ୍ୟ ଅବସ୍ଥା…
Read More...

ଆଜିବି ବିକାଶର ବହୁ ଦୂରରେ କୋଟଗଡ଼ ଏବଂ ଦାରିଙ୍ଗବାଡ଼ି ବ୍ଲକର ଅନେକ ଅଞ୍ଚଳ……

ଅନୁସନ୍ଧାନ ଭାରତ(ବ୍ୟୁର): ଆଜିବି ବିକାଶର ବହୁ ଦୂରରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଓ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳ I ଯାହାକି ବିକାଶର ଏକ ନଗ୍ନ ରୂପ ଦାରିଙ୍ଗବାଡ଼ି ଓ କୋଟଗଡ଼ ବ୍ଲକରେ ଦେଖିବାକୁ ମିଳୁଛି I ଦୀର୍ଘ ଦିନ ହେବ ଏହି ଅଞ୍ଚଳକୁ ସଂଯୋଗ…
Read More...

ଫସଳବିମା କଂପାନୀ ତରଫରୁ ମାସ୍କ୍ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକର ରଟିଙ୍ଗିଆ ଗ୍ରାମପଞ୍ଚାୟତ ଠାରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ବନ୍ଧେ ଜନସାଧାଣଙ୍କୁ ଅବଗତ କରାଯାଇଥିଲା I ଏଥିରେ ରଟିଙ୍ଗିଆ, ତୁମୁସୀଙ୍ଗିଆ, ଡଡାପଡା ଓ ଏହାର ଆଖପାଖ ଗ୍ରାମ ର…
Read More...

ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା କିଟ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କଂଗ୍ରେସ ନେତା ପ୍ରତାପ ପ୍ରଧାନଙ୍କ ତରଫରୁ ଘୁ.ଉଦୟଗିରି କଂଗ୍ରେସ କର୍ମକର୍ତ୍ତା ସାମ୍ବାଦିକଙ୍କୁ ସୁଖା ଖାଦ୍ୟ ସମେତ ସାନିଟାଇଜର, ସାବୁନ ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି I ସାମ୍ବାଦିକ ଗଗନ କୁମାର ପ୍ରଧାନ ଉକ୍ତ କାର୍ଯ୍ୟକ୍ରମକୁ…
Read More...

“ସୃଜନ” ଏବଂ ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ମାସ୍କ ବଣ୍ଟନ……..

ଅନୁସନ୍ଧାନ ଭାରତ(ବ୍ୟୁର): ଦିନକୁ ଦିନ କରୋନା ନିଜର କାୟା ବିସ୍ତାର କରି ଚାଲିଛି I କରୋନାର କରାଳ ରୂପରେ ସମଗ୍ର ପୃଥିବୀ ଆଜି ଅସ୍ତବ୍ୟସ୍ତ I ଏହି ମହାମାରିକୁ ପରାସ୍ତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି I କରୋନା ମହାମାରୀ ସଂକ୍ରମଣରୁ ଜନସାଧାରଣଙ୍କୁ…
Read More...

ଏବର୍ଷ ମଧ୍ୟ ଫିକାରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ଗମ୍ଭିରରୁ ତିନି ଠାକୁରଙ୍କୁ ପୂଜକ ରିତି ନୀତି ପରମ୍ପରା ଅନୁଯାୟୀ ପୁଜାପାଠ ପରେ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା I ସେଠାରେ ପୁନଶ୍ଚ ପାରମ୍ପରିକ ପୁଜା ପରେ ମୁଖ୍ୟ ପୂଜକ ବାବୁଲା ପଣ୍ଡାଙ୍କ ନେତୃତ୍ଵରେ…
Read More...