Browsing Category
ଓଡିଶା
ଶାନ୍ତିଶୃଙ୍ଖଳାରେ ସରିଲା ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନର ମତଦାନ….
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଘୁ.ଉଦୟଗିରି ବ୍ଲକ ୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ତ୍ରିସ୍ତରୀୟ ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି I ଗଣତନ୍ତ୍ରର ଏହି ପବିତ୍ର ପର୍ବରେ କୌଣସି ପ୍ରକାର ବିଶୃଙ୍ଖଳା ହୋଇନଥିବା ଜଣାପଡିଛି I ଆଜିକାର ଏହି ଭୋଟ ଗ୍ରହଣ ପ୍ରକ୍ରିୟା ସକାଳ…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତ୍ୱର….
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସକାଳ ପ୍ରାୟ ୭ ଘଣ୍ଟିକା ସମୟରେ ଏକ ମାରୁତି ସ୍ବିଫ୍ଟ ଡିଜାଇର କାର (ନମ୍ବର OD 05N 0154) କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକର କଳିଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଇପଦା ଠାରେ ଏକ ଗଛକୁ ଧକା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଅଛି l ଉକ୍ତ କାର ଟି…
Read More...
Read More...
ନୂତନ ପଞ୍ଚାୟତ ଗଠନ ସହ ମୌଳିକ ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବାର ଚେତାବନୀ ଦେଲେ ସାଇନପଡ଼ା ପଞ୍ଚାୟତର ଛଅ…
ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ I ନୂତନ ପଂଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ନ ହେଲେ ଆଗାମୀ ତ୍ରୀସ୍ତରୀୟ ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ନନ୍ଦମାହା ସମେତ ଛଅ ୱାର୍ଡ଼ବାସୀ I ଗ୍ରାମବାସୀଙ୍କ…
Read More...
Read More...
ଟିଆଙ୍ଗିଆ ଠାରେ ଜୋନ୍-୫ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର ସଭା ଅନୁଷ୍ଠିତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କତିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଟିଆଙ୍ଗିଆର ପିଡ଼ିସୁବାଲି ଠାରେ ଜିଲ୍ଲା ପରିଷଦ ଜୋନ-୫ ପ୍ରାର୍ଥୀନୀ ହୀରାବତୀ ପ୍ରଧାନଙ୍କ ପାଇଁ ନିର୍ବାଚନ ପ୍ରଚାର ସଭା ଅନୁଷ୍ଠିତ ହୋଇଛି I ଏହି ପ୍ରଚାର ସଭାରେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି…
Read More...
Read More...
କିଛି ଦିନର ନୀରବତା ପରେ କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ…..
ଅନୁସନ୍ଧାନ ଭାରତ(ବ୍ୟୁର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ I ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଅଞ୍ଚଳରେ ମାଓ ପୋଷ୍ଟର ଜାରି ହୋଇଥିବା ବେଳେ ଗତକାଲି ଫିରିଙ୍ଗିଆ ଥାନା ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି…
Read More...
Read More...
ସ୍କୁଲ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା: ସ୍କୁଲ ଖୋଲିଲା, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି –…
ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ…
Read More...
Read More...
ଆଉ ନାହାଁନ୍ତି ଭାରତରତ୍ନ କୋକିଳକଣ୍ଠି ଲତା ମଙ୍ଗେସକର….
ଅନୁସନ୍ଧାନ ଭାରତ(ବ୍ୟୁର): ଆଉ ନାହାଁନ୍ତି ଭାରତରତ୍ନ କୋକିଳକଣ୍ଠି ଲତା ମଙ୍ଗେସକର I ଆଜି ସକାଳ ୮ଟା ୧୨ ମିନିଟ ସମୟରେ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଲତା ମଙ୍ଗେସକର I ସୂଚନାଯୋଗ୍ୟ, ସ୍ବାସ୍ଥ୍ୟାବସ୍ଥା ପୁଣି ଗୁରୁତର ହେବାରୁ…
Read More...
Read More...
କୋଭିଡ କଟକଣା ମଧ୍ୟରେ ଘୁ.ଉଦୟଗିରି ଠାରେ ୭୩ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ….
ଅନୁସନ୍ଧାନ ଭାରତ(ବ୍ୟୁର) : ଘୁ.ଉଦୟଗିରି ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଆୟୋଜିତ ୭୩ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ହବାକ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସକାଳ ୮.୩୦ ଘଣ୍ଟା ସମୟରେ କୋଭିଡ କଟକଣାରେ ପାଳିତ ହୋଇଯାଇଛି I ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଅତିରିକ୍ତ…
Read More...
Read More...
ପୁଣି କଂଗ୍ରେସ ଦଳକୁ ଫେରିଲେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ପୁର୍ବତ୍ତନ ବିଧାୟକ ଜାକବ ପ୍ରଧାନ……
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ପୁର୍ବତ୍ତନ ବିଧାୟକ ଜାକବ ପ୍ରଧାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସର ଉପସଭାପତି ଜାଜ୍ଞାସ୍ୱର ବାବୁ I ଏନେଇ ପ୍ରଦେଶ କମିଟିର ଲେଟର ପେଡରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ପୁର୍ବତ୍ତନ…
Read More...
Read More...
“ପାମ୍ ଫାଉଣ୍ଡେସନ୍” ଅନୁଷ୍ଠାନ ତରଫରୁ କରୋନା ଓ ଓମିକ୍ରନ୍ ସଚେତନତା ସହ ମାସ୍କ୍ ଓ କମ୍ବଳ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ୍ର ବିଭିନ୍ନ ଗ୍ରାମ ଗୁଡିକରେ "ପାମ୍ ଫାଉଣ୍ଡେସନ୍" ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଯାଉଛି I ଏହି ଅନୁଷ୍ଠାନ ପ୍ରତି ବର୍ଷ ଶୀତ ସମୟରେ ଗରୀବ, ନିରୀହ, ବିଧବା ଓ ବୃଦ୍ଧ, ବୃଦ୍ଧା…
Read More...
Read More...