Browsing Category

ଓଡିଶା

ଦୀର୍ଘ ୨୯ ବର୍ଷ ପରେ ନିଜ ପରିବାର ଓ ଜନ୍ମମାଟିରେ ପହଁଚିଲେ ମାମିନା ରାଣା, ଜନ୍ମମାଟିରେ ପହଞ୍ଚିବା ପରେଭାବୋ ବିହ୍ୱୋଳ…

ଅନୁସନ୍ଧାନ ଭାରତ: ରାଇକିଆ ବ୍ଲକ ଅନ୍ତର୍ଗତ ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣା I ତାଙ୍କର ୫ ଟି ପୁଆ ଓ ଝିଅ I ଆର୍ଥିକ ଅନାଟନ ହେତୁ ୧୯୯୩ ମସିହାରେ ନିଜର ୩ ମାସର ଶିଶୁ କନ୍ୟାକୁ ଘୁ.ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମ ଠାରେ ଛାଡ଼ିଥିଲେ I କିଛି ଦିନ ପର୍ଯ୍ୟନ୍ତ ମାମିନାଙ୍କ ସମ୍ପର୍କରେ…
Read More...

ଦାରିଙ୍ଗବାଡ଼ି ସେକ୍ସନରେ ୭୩ତମ ବନ ମହୋତ୍ସବ

ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ଦାରିଙ୍ଗବାଡ଼ି ସେକ୍ସନରେ ୭୩ତମ ବନ ମହୋତ୍ସବ ପାଳନ କରାଯାଇଛି । ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ତତ୍ୱାବଧାନରେ ଦାରିଙ୍ଗବାଡ଼ି ବନପାଳ ପ୍ରସନ୍ନ କୁମାର ପାତ୍ର, ଦାରିଙ୍ଗବାଡ଼ି ବନରକ୍ଷୀ…
Read More...

ବାଲ୍ୟ ବିବାହ ରୋକିବାକୁ ସରପଞ୍ଚମାନଙ୍କ ଶପଥ ଗ୍ରହଣ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଆଜି ବାଲ୍ୟବିବାହ ରୋକିବା ପାଇଁ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ଓ ଏଡିକୋ ସହାୟତାରେ ଅଞ୍ଚଳର ଆଠଗୋଟି…
Read More...

ରାଜେନ୍ଦ୍ରଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ, ଦେହ ଖରାପ ହେତୁ ବାହାର୍ ରାଜ୍ୟରୁ ଘରକୁ ଫେରିବା ବେଳେ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ସ୍ଥାନୀୟ ମରିଆ ପଲ୍ଲୀ ସାହିର ରାଜେନ୍ଦ୍ର ଦନା ବିଶୋଇ ଶୁକ୍ରବାର ଠାରୁ ନିଖୋଜ ଥିବା ନେଇ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ସୁଚନା ଅନୁସାରେ ଶ୍ରୀ ଦନା ବିଶୋଇ ବାହାର ରାଜ୍ୟକୁ…
Read More...

ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ କନ୍ଧମାଳ ଗଣମାଧ୍ୟମ ସଂଘର ରାଜ୍ୟପାଳଙ୍କ ଉଦେଶ୍ୟରେ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଗଣମାଧ୍ୟମ ସଂଘ ତରଫରୁ ବଡ଼ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ଅନ୍ୟାୟ ଗିରଫଦାରୀର ପ୍ରତିବାଦ କରି ଥିଲେ I କନ୍ଧମାଳ ଗଣମାଧ୍ୟମ ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଶାନ୍ତି ଶୃଙ୍ଖଳା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ନାରାବାଜି…
Read More...

ଲୋକ ନାଟକ ହିଁ ଜାତୀୟ ସଂସ୍କୃତିର ମୂଳାଧାର : ବରିଷ୍ଠ କଳାକାର ସଂଘ

ଅନୁସନ୍ଧାନ ଭାରତ(ବ୍ୟୁର): କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ତୃତୀୟ ବାର୍ଷିକୋତ୍ସବ ପାଳନ ପରିପ୍ରେକ୍ଷୀରେ ଆୟୋଜିତ କଳାକାର ଶୋଭାଯାତ୍ରାର ଶୁଭାରମ୍ଭ କରି ସମାଜସେବୀ ସି.ଏଚ୍. ସନ୍ତୋଷ କୁମାର ସୁବୁଦ୍ଧି ଲୋକ କଳା ହିଁ ଆମ ଜାତୀୟ ସଂସ୍କୃତିକୁ…
Read More...

ଅଜଣା ଗାଡ଼ିର ଧକ୍କାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ

ଅନୁସନ୍ଧାନ ଭାରତ(ବ୍ୟୁର): ଗତ ମାସ ୩୦ତାରିଖରେ ଫୁଲବାଣୀ ସହର ବାସିନ୍ଦା ଶ୍ରୀ ମୋହନ ଚୌଧୁରୀ ଗୋଟିଏ ଅଜଣା ଗାଡ଼ିର ଧକ୍କାରେ ମୃତ୍ୟୁ ବରଣ କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ସ୍ବର୍ଗତ ମୋହନଙ୍କ ପତ୍ନୀ ଶ୍ରୀମତୀ ରିଙ୍କି ଚୌଧୁରୀଙ୍କୁ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ପାଟିଲ ଆଶିଷ ଈଶ୍ୱରଙ୍କ…
Read More...

ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବର ର ମୁଖ୍ୟ ସମ୍ପାଦକ ଗିରଫ ଘଟଣା : କନ୍ଧମାଲ୍ ଜିଲାର ବିଭିନ୍ନ ବ୍ଲୋକରେ ଦାବୀ ପତ୍ର…

ଅନୁସନ୍ଧାନ ଭାରତ(ବ୍ୟୁର): ସତ୍ୟ ନିର୍ଭିକ ନିରପେକ୍ଷ ଖବର ପ୍ରସାରଣ କରୁଥିବା ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ମୁଖ୍ୟ ସମ୍ପାଦକଙ୍କୁ ରାଜ୍ୟ ସରକାର ଇଓଡବ୍ଲୁ ଲଗାଇ ଆକ୍ରୋଶ ମୂଳକ ଭାବେ କଣ୍ଠରୋଧ କରିବା ପାଇଁ ଗିରଫ କରାଯିବା ଘଟଣାକୁ ବାଲିଗୁଡା ସାମ୍ବାଦିକଙ୍କ ପକ୍ଷରୁ ତୀବ୍ର ବିରୋଧ…
Read More...

ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ଗିରଫଦାରୀ ପ୍ରତିବାଦରେ ଘୁ.ଉଦୟଗିରି ପ୍ରେସ କ୍ଳବ ପକ୍ଷରୁ ଦାବୀ ପତ୍ର…

ଅନୁସନ୍ଧାନ ଭାରତ(ବ୍ୟୁର): ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ ଘୁ.ଉଦୟଗିରି ପ୍ରେସ କ୍ଳବ ପକ୍ଷରୁ ସ୍ଥାନୀୟ ତହସିଲଦାରଦାର ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯିବା ସହ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି I ଆଜି ସକାଳ ୧୧ ଘଣ୍ଟିକ…
Read More...

ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଧେନ୍ଧୁ ଦାସଙ୍କ ଗିରଫ ପ୍ରତିବାଦରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମହାମହିମ…

ଅନୁସନ୍ଧାନ ଭାରତ(ବ୍ୟୁର): ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଧେନ୍ଧୁ ଦାସ ଙ୍କୁ ଆକ୍ରୋଶ ମୂଳକ ଭାବେ ଗିରଫଦାରୀ ପ୍ରତିବାଦରେ ଆଜି ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।…
Read More...