Browsing Category

ଓଡିଶା

ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ହାଡ଼ ଭଙ୍ଗା ଜାଡ଼ ସହ ତୁଷାରପାତ: ଆଜି ସର୍ବନିମ୍ନ ତାପମାତ୍ରା ୨.୫ ଡିଗ୍ରୀ…

ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି ଜାଡରେ କଲବଲ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି । ପ୍ରବଳ ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ସୋମବାର ପାରଦ ୬.୮ ବେଳେ ମଙ୍ଗଳବାର ୩ ଡିଗ୍ରିକୁ ଖସିଥିବା ବେଳେ ଆଜି କ୍ରମାଗତ ଭାବେ ନିମ୍ନଗାମୀ ହୋଇ ୨.୫ ଡିଗ୍ରୀକୁ…
Read More...

ଗୁମ୍ମା ବ୍ଲକର ବିଭିନ୍ନ ସଂସ୍କୃତି ଭବନ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପାରଳା ବିଧାୟକ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ଭୁବନୀ ପଞ୍ଚାୟତ ଅନ୍ତର୍ଗତ ସାଣ୍ଡାଙ୍ଗ ଗ୍ରାମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ଥ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏକ ସଂସ୍କୃତି ଭବନ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...

ଜାଡ଼ରେ କଲବଲ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି: ଆଜି ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ରେକର୍ଡ,…

ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି ଜାଡରେ କଲବଲ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି । ପ୍ରବଳ ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଗତକାଲି ପାରଦ ୬.୮ ବେଳେ ଆଜି ହଠାତ ୩ ଡିଗ୍ରିକୁ ଖସିଥିବା ରେକର୍ଡ କରାଯାଇଛି । ପାରଦ ଖସିବା ସହ ଶୀତର ପ୍ରକୋପ…
Read More...

କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଜାନକୀ ବାବୁଙ୍କ ଜନ୍ମ ଶତବାର୍ଷିକ ଉତ୍ସବ ହେବ :- ନିରଞ୍ଜନ ପଟ୍ଟନାୟକ

ଅନୁସନ୍ଧାନ ଭାରତ(ବ୍ୟୁର): ଆଧୁନିକ ଓଡ଼ିଶାର ନିର୍ମାତା ମହାନ ଜନନାୟକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ ସ୍ଵର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ସମାରୋହର ଉଦ୍‌ଘାଟନ ଉତ୍ସବ ଆସନ୍ତା ଜାନୁୟାରୀ ମାସ ୩ ତାରିଖ ଦିବା ୧୧ ଘଟିକା ସମୟରେ ଭୁବନେଶ୍ଵର…
Read More...

ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେଲା ବଡ଼ଦିନ ପର୍ବ ପାଳିତ…

ଦାରିଙ୍ଗବାଡି(ଅଶୋକ ସିଂ): ସମଗ୍ର ବିଶ୍ୱରେ ଖ୍ରୀଷ୍ଟ ସାମ୍ପ୍ରଦାୟର ଲୋକେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନକୁ ବଡ଼ ଦିନ ପର୍ବ ଭାବେ ପାଳନ କରୁଛନ୍ତି । ବର୍ଷରେ ଥରେ ପରିବାରରେ ଖୁସି ଓ ଆନନ୍ଦ ଆଣିବା ପାଇଁ ଦୂର ଦୁରାନ୍ତରେ ରହୁ ଥିବା ବ୍ୟକ୍ତିମାନେ ନିଜ ପରିବାରରେ ସାମିଲ ହେବା ପାଇଁ…
Read More...

ଗାଇବା ଗ୍ରାମରେ ବଡ଼ଦିନ ବହୁତ ଆଡମ୍ବର ସହ ପାଳିତ…..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ଗ୍ରାମରେ ପବିତ୍ର ବଡ଼ଦିନ ବହୁତ ଧୁମ୍ ଧାମ୍ ଆଡମ୍ବର ସହ ନାଚ ଗୀତରେ ପାଳିତ ହୋଇଛି l ପାଳକ ପବିତ୍ର ବେବର୍ତ୍ତା ଏବଂ ଚାଳକ କବିରାଜ ବର୍ଦ୍ଧନଙ୍କ ନେତୃତ୍ୱରେ ଚର୍ଚ୍ଚ ଘରକୁ ବହୁତ ସୌନ୍ଦର୍ଯ୍ୟ ଭାବେ ସଜବାଜ କରି…
Read More...

ଓପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରି କନ୍ଧମାଳ ଜିଲ୍ଲାର ଗୌରବ ରଖିଛନ୍ତି ମାନସ ରଞ୍ଜନ ବେହେରଦଳେଇ…

ଦାରିଙ୍ଗବାଡି(ଆଶୋକ ସିଂ): ଓପିଏସସି ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷାରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅର୍ନ୍ତଗତ ମେରାମାହା ଗ୍ରାମର ମାନସ ରଞ୍ଜନ ବେହରଦଳାଇ ୧୬ ତମ ସ୍ଥାନ ରଖି  ଉତ୍ତୀର୍ଣ୍ଣ ହୋଇ ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏହି ସଫଳତା ପାଇଁ ସେ…
Read More...

ଦାରିଙ୍ଗବାଡି ଶୀତ ମହୋତ୍ସବର ଲୋଗ ଉନ୍ମୋଚିତ…

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆଉ କିଛି ଦିନ ପରେ ୨୦୨୬ ବର୍ଷର ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି l ଏଥିପାଇଁ ସବୁରି ମନରେ ଆଗ୍ରହ ଓ ଉତ୍କଣ୍ଠା ଦେଖାଦେଇଛି l ଏହି ମହୋତ୍ସବ ପାଇଁ ଗାଁରୁ ସହର…
Read More...

ନିଜ ସୀମାନ୍ତ ଅଞ୍ଚଳରେ ଥିବା ରାସ୍ତା ସମସ୍ୟାକୁ ଅନୁଧ୍ୟାନ କଲେ ପାରଳା ବିଧାୟକ…..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୋଟିଏ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ l ଏଠି ଜନସାଧାରଣ ବିଶେଷତ୍ୱ ପାହାଡ଼ ପର୍ବତରେ ବସବାସ କରିଥାନ୍ତି l ଗଜପତି ଜିଲ୍ଲାର ଭୌଗଳିକ ସ୍ଥିତିରେ ସୁଧାର ଆଣିବାକୁ ଆଗେଇ ଆସିଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଯୁବ…
Read More...

ପୂର୍ଣ୍ଣାଙ୍ଗ ଭାବେ ମୁନିସିପାଲଟି ହେଲା ଭଞ୍ଜନଗର…..

ଭଞ୍ଜନଗର(ନିଲୁ ବିଷୋୟୀ): ବହୁ ପ୍ରତିକ୍ଷାର ଅନ୍ତ ଘଟିବା ପରେ ସୋମବାର ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷତ ପୂର୍ଣ୍ଣାଙ୍ଗ ଭାବେ ମୁନିସିପାଲଟିରେ ପରିଣତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ସ୍ବାୟତ୍ତ ଶାସନ ଦିବସ ଅବସରରେ ଘୋ‌ଷଣା କରିଥିବା ବେଳେ ଆଜି ଗୃହ ଓ ନଗର ଉନ୍ନୟନ…
Read More...