Browsing Category
ଓଡିଶା
ଲୋହରାଖଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ଦାସିଆ ଅଜାଙ୍କ ପାଠାଗାରକୁ ପୁସ୍ତକ ପ୍ରଦାନ……
ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଭଂଜନଗର ଠାରେ ଥିବା ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ୩୦୦୦ରୁ ଉର୍ଦ୍ଧ୍ୱ ଉପାଦେୟ ପୁସ୍ତକ, ପତ୍ରପତ୍ରିକା ସମେତ ଦୁଇ ଗୋଟି ଆଲମିରା, ଚେୟାର ଓଡ଼ିଶା ପାଠାଗାର ତଥା ସଂଗ୍ରାହଳୟ ଆନ୍ଦୋଳନର ଜନକ ଦାସରଥି ପଟ୍ଟନାୟକ (ଦାସିଆ…
Read More...
Read More...
ଭଞ୍ଜନଗର ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ………
ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ ସମିଳନୀ ଗୃହ ଠାରେ ସୋମବାର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏଥିରେ ଯୋଗ ଦେଇ ଅଭିଯୋଗ ଶୁଣାଣି କରିଥିଲେ…
Read More...
Read More...
ୱ।ନଷ୍ଟପ ସେଣ୍ଟର (ସଖୀ)ର ତୃତୀୟ ଜନ୍ମବାର୍ଷିକୀ ଉତ୍ସବ ପାଳିତ……
ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ମୁଖ୍ୟ ସହର ଭବାନୀପାଟଣା ସ୍ଥିତ ୱ।ନଷ୍ଟପ ସେଣ୍ଟର (ସଖୀ) କଳାହାଣ୍ଡି ଶାଖାର ତୃତୀୟ ଜନ୍ମବାର୍ଷିକୀ ଉତ୍ସବ ଆଜି କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସ୍ଵଧାର ଗୃହର ପରିଚାଳିକା ଶ୍ରୀମତୀ ଜୟଶ୍ରୀ ଦାସ…
Read More...
Read More...
ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନର ୧୪ ତମ ଫାଉଣ୍ଡେସନ ଦିବସ ପାଳିତ……
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମରେ ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନରେ ଆଜି ୧୪ ତମ ଫାଉଣ୍ଡେସନ ଦିବସ ପାଳନ ହେ।ଇଛି । ଏହି ଅବସରେ ବାଲିଗୁଡା ଗଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶଶାଙ୍କ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସହ…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଚୁକ୍ତିଭିତ୍ତିକ କର୍ମଚାରୀ……
ଅନୁସନ୍ଧାନ ଭାରତ(ବ୍ୟୁର): ଗତକାଲି ରାଜ୍ୟ ସରକାର ଯେଉଁ ଚୁକ୍ତିଭିତ୍ତିକ ପ୍ରଥା ଉଛେଦ ନେଇ ଐତିହାସିକ ଘୋଷଣା କରିଛନ୍ତି ସାରା ରାଜ୍ୟରୁ ପ୍ରଶଂସା ର ସୁଅ ଛୁଟିଛି । ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହି କ୍ରମରେ ରାୟଗଡ଼ ଜିଲ୍ଲା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ…
Read More...
Read More...
ଲାଞ୍ଜିଗଡ଼ ବ୍ଲକ ବିଜୁ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ, ୧୦୫ ୟୁନିଟ ରକ୍ତ…
ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ୭୬ ତମ ଜନ୍ମଦିବସକୁ ସ୍ମରଣିୟ କରିବା ପାଇଁ ସମସ୍ତ ବିଧାନସଭା ଓ ବ୍ଲକ ସ୍ତରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ହେବାକୁ ଥିବା ବେଳେ…
Read More...
Read More...
ସର୍ବ ଭାରତୀୟ ନାଭାଲ ନୌ ସୈନିକ କ୍ୟାମ୍ପରେ କେଏସୟୁବି କଲେଜ ଛାତ୍ରଙ୍କ କମାଲ…….
ଅନୁସନ୍ଧାନ ଭାରତ(ବ୍ୟୁର): ସର୍ବ ଭାରତୀୟ ନାଭାଲ ନୌ ସୈନିକ କ୍ୟାମ୍ପ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ଗତ ୨ତାରିଖ ଠାରୁ ଆରମ୍ଭ ହୋଇ ୧୨ତାରିଖରେ ଶେଷ ହୋଇଥିଲା । ଓଡ଼ିଶାର ବିଭିନ୍ନ ସ୍ଥାନରୁ ୩୬ଜଣ କ୍ୟାଡେଟ ଏହି ଶିବିରରେ ଯୋଗ ଦେଇଥିଲେ । ଜାତୀୟ ସ୍ତରରେ…
Read More...
Read More...
ସମାଜ ସେବୀ ଓ ଜାତୀୟ ସ୍ବେଛାସେବୀ ତଥା କାର୍ଲ।ମୁଣ୍ଡା ବିଡ଼ିଓଙ୍କ ମହାନତା, ବାପା ମା ଛେଉଣ୍ଡ ତିନି ଶିଶୁଙ୍କୁ…
ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଓଡ଼ିଆମୁଣ୍ଡା ଗାଁର କରୁଣା ବାଗ ତାଙ୍କ ପତ୍ନୀ ମଲ୍ଲୀ ବାଗ, ବଡ଼ ଝିଅ ନୟନୀ ବାଗ( ୨୨ ), ପୁଅ ପପୁ ବାଗ( ୧୫ ), ଝିଅ ଅଙ୍କିତା ବାଗ( ୧୨ )ଙ୍କୁ ନେଇ ତାଙ୍କ ପରିବାର ବେଶ ଖୁସିରେ ରହୁଥିଲେ । କୁଲି ମଜୁରୀକରୀ ପରିବାର ପୋଷଣ…
Read More...
Read More...
ପିଇବା ପାଣିର ଅପଚୟ, କୁମ୍ଭକର୍ଣ୍ଣ ନିଦ୍ରାରେ ଜନ ସ୍ୱାସ୍ଥ୍ୟ ବିଭାଗ…..
ଅନୁସନ୍ଧାନ ଭାରତ(ବ୍ୟୁର): ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ରେ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସାହି କୁ ପିଇବା ପାଣି ଯୋଗାଣ ହୋଇଆସୁଅଛି l ଜଳ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଇପ ଲାଇନ ନିର୍ଦ୍ଧିଷ୍ଠ ସ୍ଥାନରେ ଫାଟି ବାହାର ପାଣି ମିଶୁଥିବାର…
Read More...
Read More...
ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ମିଶନ ଶକ୍ତି ମାମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ମିଶନ ଶକ୍ତି ଆମ ଦକ୍ଷତା ବୃଦ୍ଧି…
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସଂଧ୍ୟାରେ ନବୀନ ନିବାସଠାରେ ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଫେଡେରେଶନର ମିଶନ ଶକ୍ତି ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଭୁବନେଶ୍ବରକୁ ସେମାନେ ପ୍ରଶିକ୍ଷଣ ପାଇଁ ଆସିଥିବା ଅବସରରେ ଆଜି…
Read More...
Read More...