Browsing Category
ଓଡିଶା
୩ମାସ କହି ୩ବର୍ଷ ବିତିଲା ଠିକାଦାର ବାବୁଙ୍କ ପତ୍ତା ନାହିଁ, ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଲାଗି ଚେତାବନୀ….
ମୋହନା(ମିହିର ପ୍ରସାଦ ମାଳୀ): ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ଗମନା ଗମନର ମୌଳିକ ସୁବିଧା ଯୋଗାଇବା ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠିରୁ କୋଟି କୋଟି ଟଙ୍କା ଅନୁମୋଦନ କରି ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ରାସ୍ତା କାମ କରିବାକୁ ଅର୍ଥ ବ୍ୟୟ କରୁଥିଲେ ତତ୍ କାଳିନ…
Read More...
Read More...
କୁଲାଡ ରାଧା ଗିରିଧାରୀ ଆଶ୍ରମରେ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ….
ଭଞ୍ଜନଗର(ନିଲୁ ବିଶୋଇ): ଭଞ୍ଜନଗର ବ୍ଳକ୍ କୁଲାଡ ଠାରେ ଶ୍ରୀ ଶ୍ରୀ ରାଧା ଗିରିଧାରୀ ଆଶ୍ରମ ପକ୍ଷରୁ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ ହୋଇଛି । ଏଥି ପାଇଁ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆଶ୍ରମ ପକ୍ଷରୁ ୧୦୮ ଆଳତୀ, ମହାଭିଷେକ ବହୁ ଆଡମ୍ବର…
Read More...
Read More...
ମାତୃଭାଷାର ବିକାଶ ହେଲେ ରାଜ୍ୟର ବିକାଶ ସମ୍ଭବ, ବୈଷୟିକ ଜ୍ଞାନ କୌଶଳ ଗଣମାଧ୍ୟମକୁ ବହୁ ଆଗକୁ ନେଇଛି: କନ୍ଧମାଳ ସାଂସଦ
ଭଞ୍ଜନଗର(ନିଲୁ ବିଶୋଇ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଷ୍ଟୁଡିଓ ବୁଧବାର ଉଦଘାଟିତ ହୋଇଯାଇଛି । ଏଥିରେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ଉଦଘାଟକ ଏବଂ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…
Read More...
Read More...
ଆମେରିକା ମେଡ଼ିସିନ କମ୍ପାନୀକୁ ରପ୍ତାନୀ ହେଉଛି କୋଟଗଡ ଗେଣ୍ଡୁ ଫୁଲ…
କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର କୋଟଗଡ ପଂଚାୟତର କେତେକ ଚାଷୀଙ୍କ ଗେଣ୍ଡୁ ଫୁଲ ଚାଷ ଆରମ୍ଭ ଆରମ୍ଭ ହୋଇଥିବା ଦେଖା ଦେଇଛି l କୋଟଗଡ ଚାଷୀଙ୍କ ଦ୍ବାରା ଏହି ଉତ୍ପାଦକ ସମ୍ଭବ ହୋଇପାରିଛି l ବେଶ ଲାଭ ହେଉ ଥିବାରୁ କୋଟଗଡ ଚାଷୀମାନେ ଆଗ୍ରହର ସହିତ ଚାଷ ଆରମ୍ଭ…
Read More...
Read More...
ରାମଗିରି ପୁଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ….
ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପୁଲିସ ପକ୍ଷରୁ ଥାନା ଅଧିକାରୀ ଡି.ଗଜପତି ଦୋରାଙ୍କ ନେତୃତ୍ବରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏଥିରେ ସ୍ଥାନୀୟ ଜନପ୍ରତିନିଧି ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l…
Read More...
Read More...
ଭଞ୍ଜନଗର ବିଜେଡିକୁ ଶକ୍ତଧକ୍କା, ମହାମିଶ୍ରଣରେ ପଦ୍ମ ଧରିଲେ ବହୁ ନେତା ଓ କର୍ମୀ….
ଭଞ୍ଜନଗର(ନିଲୁ ବିଶୋଇ): ଭଞ୍ଜନଗର ଜଳସଂପଦ ବିଭାଗ ଡାକ ବଙ୍ଗଳାରେ ବୁଧବାର ଭଞ୍ଜନଗର ବିଜେପି ପକ୍ଷ ରୁ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମିଶ୍ରଣ ପର୍ବରେ ଗାଲେରୀ ସରପଞ୍ଚ ସୁମିତ୍ରା ଗୌଡ଼, ବାରୁଡ଼ା ସରପଞ୍ଚ ମମତା ନାୟକ, ବ୍ରାହ୍ମଣପଦର ସରପଞ୍ଚ ବନମାଳୀ ଗୌଡ଼, ହରିଗଡ ସରପଞ୍ଚ…
Read More...
Read More...
ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବାଗତଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା…
କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ସ୍ଥିତ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ବହୁ ଆଡମ୍ବର ସହ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ନେତ୍ରଭାନ ଭାନୁ ପାଇକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ…
Read More...
Read More...
କୋଟଗଡ ବ୍ଲକ ସୁବର୍ଣ୍ଣଗିରି ହାଇସ୍କୁଲ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ…
କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ସୁବର୍ଣ୍ଣଗିରି ପଂଚାୟତ ଠାରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଥିଲା l ଏହି ସାମର୍ଥ୍ୟ ଶିବିର ୧୦ ଗୋଟି ପଂଚାୟତର ଜନ ସାଧାରଣଙ୍କୁ ନେଇ ଏହି କ୍ୟାମ୍ପ କରାଯାଇଥିଲା l ଏଥିରେ ଅସ୍ଥି ଶଲ୍ୟ ବିଭାଗ (ଓଏଚ)୮୭,…
Read More...
Read More...
ଦୀର୍ଘଦିନ ବ୍ୟବଧ୍ୟାନରେ ପୁଣି ଥରେ ହାତୀ ଆତଙ୍କ…
ଘୁ.ଉଦୟଗିରି(ନୀଳମାଧଵ ପ୍ରଧାନ): ସ୍ଥାନୀୟ ଘୁ.ଉଦୟଗିରି ବ୍ଲକ ନନ୍ଦଗିରି, ସୁଜେଲି ଠାରେ ପୁଣି ଦୁଇଟି ହାତୀଙ୍କ ଉପଦ୍ରବ ଓ ଆତଙ୍କ ଦେଖିବାକୁ ମିଳିଛି । ଗ୍ରାମର ଭୀମସେନ ମଲିକ ଓ ସୁମନ୍ତ ପ୍ରଧାନଙ୍କ ଶସ୍ୟ କ୍ଷେତ୍ର, ଘର ଏବଂ ଗୁହାଳକୁ ସମ୍ପୂର୍ଣ ଭାବେ ନଷ୍ଟ କରିଛି ହାତୀ l ପୂର୍ବରୁ ହାତୀପଲ…
Read More...
Read More...
୮୦୦ ଶହ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିଲେ ବିଧାୟକ….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ କାଯ୍ୟାଳୟ ପରିସରରେ ଶୁକ୍ରବାର ନୂତନ ରାସନ କାର୍ଡ, ଅର୍ଯ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟଦେଶ ଏବଂ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କରାଯାଇଛି । ଆୟୋଜିତ କାଯ୍ୟକ୍ରମରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୮୦୦ ଶହ…
Read More...
Read More...