Browsing Category
ଓଡିଶା
ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ….
ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସଦମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ…
Read More...
Read More...
ପ୍ରିୟଙ୍କା ମାଝୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ…
ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ପ୍ରିୟଙ୍କା ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରତ୍ସହୋନ ଯୋଜନାରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୁଶ୍ରୀ ପ୍ରିୟଙ୍କାଙ୍କ ବାପା ସମନ୍ନାଥ ମାଝୀ, ମୋହନା…
Read More...
Read More...
ଦାରିଙ୍ଗବାଡ଼ି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଚେତାବନୀ, ଦାବି ପୂରଣ ନ ହେଲେ ସମୂହ ଛୁଟିରେ ରହିବେ…
ଅନୁସନ୍ଧାନ ଭାରତ(ବ୍ୟୁର) : ବିଭିନ୍ନ ଦାବି ପୂରଣ ନେଇ ଦାରିଙ୍ଗବାଡି ବ୍ଳକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଶିକ୍ଷକମାନେ ପ୍ରଥମେ ଶିବ ମନ୍ଦିର ଛକ ନିକଟରେ ଏକତ୍ରିତ ହୋଇ ଏକ…
Read More...
Read More...
ବ୍ରାହ୍ମଣୀଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚିତ୍ର ସେନ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ…
Read More...
Read More...
ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଲା କଲିଙ୍ଗୀ-ତାଜୁଙ୍ଗି ଓ ସିର୍ବାବର୍ଗ-ସଲାଗୁଡ଼ି ପୋଲ, ଯାତାୟତ ଠପ୍……
ଅନୁସନ୍ଧାନ ଭାରତ(ବ୍ୟୁର): ଲଘୁଚାପ ଜନିତ ବର୍ଷାରେ ଵେହୋଲ୍ ହୋଇଛି ଦାରିଙ୍ଗବାଡି ବ୍ଲକ ଅଞ୍ଚଳ I ଲଘୁଚାପଜନିତ ବର୍ଷାର ପ୍ରଭାବରେ ଅନେକ କ୍ଷୟ କ୍ଷତି ହେଉଥିବା ବେଳେ ଉପାନ୍ତ ଅଞ୍ଚଳରେ ରାସ୍ତା ଘାଟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଛୋଟ ଛୋଟ ବ୍ରିଜ ଭାଙ୍ଗି ଯିବା ସହ ପାର୍ଶ୍ୱ…
Read More...
Read More...
ଟିକାବାଲି ବାସୀଙ୍କ ପାଇଁ ଲଘୁଚାପଜନିତ ବର୍ଷା ହୋଇଛି କାଳ: ସମ୍ପର୍ଣ୍ଣ ହୋଇ ପାରୁନାହିଁ ପ୍ରଧାନମନ୍ତ୍ରୀ ଆବାସ ଗୃହ, ଠପ…
ଅନୁସନ୍ଧାନ ଭାରତ(ବ୍ୟୁର): ବର୍ତ୍ତମାନ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ଅସ୍ତବ୍ୟସ୍ତ ସମଗ୍ର ରାଜ୍ୟ I କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସମେତ ସାରା ଜ଼ିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି l ପାଖାପାଖି ୨୦/୨୫ ଦିନ ହେବ ବର୍ଷା ଲାଗିରହିଛି l ବର୍ଷା ଯୋଗୁଁ ସମସ୍ତ ପ୍ରକାର କାରବାର ଓ…
Read More...
Read More...
ଏଏମସିଏସ ମହାବିଦ୍ୟାଳୟ ଠାରେ ଯୁବକଙ୍କ ପାଇଁ ବିତ୍ତୀୟ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅଧିନସ୍ଥ ଏଏମସିଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଦୁଇ ଦୁନିଆ ଯୁବକଙ୍କ ପାଇଁ ବିତ୍ତୀୟ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଭୁବନେଶ୍ୱରରୁ ଆସିଥିବା ଜ୍ଞାନ ସାଧନ ବ୍ୟକ୍ତି ଶ୍ରୀ…
Read More...
Read More...
ଲଗାଣ ବର୍ଷାରେ ବେହାଲ ବ୍ରାହ୍ମଣୀଗାଁ ବଜାର , ଜନ ଜୀବନ ଅସ୍ତବ୍ୟସ୍ତ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ରେ ଅନବରତ ବର୍ଷା ଲାଗି ରହିଥିବା ବେଳେ ପ୍ରାୟ ଏକ ସପ୍ତାହ ହେବ ଆକାଶ ମେଘାଚ୍ଛନ୍ନ ରହୁଛି I କେତେ ବେଳେ ଝିପି ଝିପି ବର୍ଷା ତ ଆଉକେତେ ବେଳେ ପ୍ରବଳ ମାତ୍ରାରେ ବର୍ଷା ହେଉଛି I ଆଜି ସକାଳ ଠାରୁ ଲାଗି ରହି ଥିବା…
Read More...
Read More...
ଗଜପତି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ‘ଶିଶୁଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଆଜି ଗଜପତି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ଶିଶୁଙ୍କ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଗଜପତି…
Read More...
Read More...
ଓଏଏସ ପରୀକ୍ଷାରେ ଦ୍ଵିତୀୟ ସ୍ଥାନ ହାସଲ କରି କୃତକାର୍ଯ୍ୟ ହେଲେ ଟିକାବାଲିର ଝିଅ ଶୁଚିସ୍ମିତା ପାଣିଗ୍ରାହୀ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲି ଆଖଣ୍ଡଳମଣି ସାହିର ବାସୀନ୍ଧା ପ୍ରଫୁଲ୍ଲ ପାଣିଗ୍ରାହୀ ଓ ସୁପ୍ରଭା ପାତ୍ରଙ୍କ ଝିଅ ସୁଚିସ୍ମିତା ପାଣିଗ୍ରାହୀ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଏହି ଖବର ପାଇବା ପରେ ସଂପୃକ୍ତ ଅଞ୍ଚଳରେ…
Read More...
Read More...