Browsing Category
ଓଡିଶା
ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିିକ୍ଷା ବୈଠକ ଅନୁଷ୍ଠିତ….
ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିିକ୍ଷା ବୈଠକ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା…
Read More...
Read More...
ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଅନୁଷ୍ଠିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଆଜି ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଶୁଭାରମ୍ବ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କ ଅଭିଭାଷଣ…
Read More...
Read More...
ଘୁ.ଉଦୟଗିରି ଠାରେ ୭୭ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ କାର୍ଯ୍ୟାଳୟର ପ୍ରେକ୍ଷାଳୟ ଗୃହରେ ଆଜି ସଂନ୍ଧ୍ୟା ୫ ଘଣ୍ଟିକା ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷୟତାରେ ୭୭ ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ…
Read More...
Read More...
ଗୁଣପୁର ପ୍ରେସ ୟୁନିଅନ ୟୁନିଅନର ଉପସଭାପତି ତଥା ସାମ୍ବାଦିକ ସ୍ୱର୍ଗତ ରବୀନ୍ଦ୍ର ମୋହିନୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି…
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଗୁଣପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ସାମ୍ବାଦିକ ତଥା ପ୍ରେସ ୟୁନିଅନ ଉପସଭାପତି ସ୍ୱର୍ଗତ ରବୀନ୍ଦ୍ର ନାଥ ମୋହିନୀଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ଏବଂ ଶୋକସଭା ପ୍ରେସ ୟୁନିଅନର ସଭାପତି ପ୍ରମୋଦ କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା ।…
Read More...
Read More...
ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୪ତମ ସ୍ଵନକ୍ଷତ୍ର ଦିବସ ପାଳିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୩୪ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ୧୯୯୦ ମସିହା କ୍ରାନ୍ତିକାରୀ ଦିବସ ଅଗଷ୍ଟ ୯ ତାରିଖରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନକୁ ମୁଖ୍ୟ ଅତିଥି ଭାବେ…
Read More...
Read More...
ମଣ୍ଡାକିଆ ଠାରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଶ୍ଵ ଜନଜାତି ଦିବସ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ରାଇକିଆ ବ୍ଲକର ମଣ୍ଡାକିଆ ଠାରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ସ୍ଥରୀୟ ବିଶ୍ଵ ଜନଜାତି ଦିବସ ପାଳିତ ହୋଇଛି I ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା କଂଗ୍ରେସ…
Read More...
Read More...
ଅବ୍ୟବସ୍ଥା ଘେରରେ ହାଉସିଂବୋର୍ଡ଼ କଲୋନୀ ସରକାରୀ ବିଦ୍ୟାଳୟ, ବିଇଓଙ୍କ ନଜର ନାହିଁ ??
ଅନୁସନ୍ଧାନ ଭାରତ(ବ୍ୟୁର): ଅବ୍ୟବସ୍ଥା ଘେରରେ ଗୁଣପୁର ହାଉସିଂବୋର୍ଡ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ । ପିଲାଙ୍କୁ ଦିଆଯାଉଛି ଅତି ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆଯାଉ ଥିବା ଅଭିଯୋଗ ହୋଇଛି । ପୋକ ସାଲୁବାଲୁ ପୋକରା ଚାଉଳର ଭାତ ଦିଆ ଯାଉ ଥିବା ଅବିଭାବଙ୍କ କହିଛନ୍ତି । ଆଉ ପାଠପଢା…
Read More...
Read More...
ହୋମ୍ ଗାର୍ଡଙ୍କ ମୃତ୍ୟୁ ଘଟଣା, କବର ଦେଇ ପୋତିବା ପରେ ପୁଣି ଖୋଳି ବାହାର କଲା ପୁଲିସ….
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ପୁରୁଣା ଗୁଣପୁର ନିକଟରେ ଏକ ମଣ୍ଡପ ଉପରେ ଅଭିନାସ ଲିମା ନାମକ ଜଣେ ହୋମ୍ ଗାର୍ଡଙ୍କ ମୃତ୍ୟୁ ଘଟିଥିଲା । ମୃତ ଅଭିନାସଙ୍କ ଘର ଗୁଣପୁର ବ୍ଲକର ପୁଟାସିଂ ଗ୍ରାମରେ ରହିଥିବା ବେଳେ ସେ ପୁଟାସିଂ ଥାନା ଅଧୀନରେ ହିଁ କାର୍ଯ୍ୟରତ ଥିଲେ । ମୃତ୍ୟୁ…
Read More...
Read More...
ବିଦ୍ୟୁତ ବିଲ୍ ଅଧିକା ଆସିବାରୁ ମିଟର ରିଡ଼ରଙ୍କୁ ନିର୍ମମ ହତ୍ୟା, କ୍ଷତିପୂରଣ ଦାବିରେ ବିଦ୍ୟୁତ କାଯ୍ୟାଳୟ ସମ୍ମୁଖରେ…
ଅନୁସନ୍ଧାନ ଭାରତ(ବ୍ୟୁର) : ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଗାଲେରୀ ଫାଣ୍ଡି ଅଧିନ କୁପାଟି ଗ୍ରାମରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଗାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ (ବାବି) ଟିପିଏସଓଡ଼ିଏଲରେ ଜଣେ ମିଟର ରିଡର ଭାବେ କାର୍ଯ୍ୟ କରୁଥିବାରୁ ସୋମବାର ସକାଳେ ସେ କୁପାଟି…
Read More...
Read More...
ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ…
ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଏହି…
Read More...
Read More...