Browsing Category
ଓଡିଶା
ରାମନାଗୁଡା ବ୍ଲକ ସଦର ମହକୁମା ଠାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ….
ରାମନଗୁଡ଼ା(ସୁନିଲ୍ କୁମାର ସାବତ): ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାମନଗୁଡା ସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ରାୟଗଡା ଜିଲ୍ଲାପାଳ ପାରୁଲ ପାଟାୱରୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକାରୀ…
Read More...
Read More...
ଓଡ଼ିଶା ପ୍ରାସାସନିକ ସେବା ପରୀକ୍ଷାରେ ୫୩୦ ରାଙ୍କରେ ଉତ୍ତୀର୍ଣ୍ଣ ହେଲେ ରୁନିତା ପ୍ରଧାନ….
ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାର ଦୁର୍ଗମ ଦାରିଙ୍ଗବାଡ଼ି ବ୍ଳକ ସ୍ୟାଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ବ୍ରାହାସଲକା ଗ୍ରାମର ବିଶିକେଶନ ପ୍ରଧାନ ଓ ସନ୍ତୋଷିନୀ ପ୍ରଧାନଙ୍କ ଝିଅ ରୁନିତା ପ୍ରଧାନ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୩୦ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ଦାରିଙ୍ଗବାଡ଼ି…
Read More...
Read More...
ଭଞ୍ଜନଗରରେ ୧୯୫ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଶୁଣାଣି ଶିବିର ସୋମବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର…
Read More...
Read More...
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…..
ନୂଆଗଡ(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଆତରସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ, ଆରକ୍ଷୀ ଅଧିକ୍ଷକ…
Read More...
Read More...
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହେଲେ ଫୁଲବାଣୀରୁ ଚନ୍ଦନ ଓ ଚକାପାଦ ବ୍ଲକ ବସ୍ତିଙ୍ଗିଆରୁ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ହନୁମାନ ମନ୍ଦିର ସାହିର ଚନ୍ଦନ କୁମାର ସାହୁ ଓଡିଶା ପ୍ରାଶାସନିକ ପ୍ରଶାସନିକ ସେବରେ 30 ନମ୍ବର ରେଙ୍କରେ ସ୍ଥାନ ପାଇଛନ୍ତି l 2019 ରେ ବିଏସସିରେ ସ୍ନାତକ ସାରିବା ପରେ ଓଡ଼ିଶା ପ୍ରଶାସନିକ ସେବାରେ ଯିବା ପାଇଁ ଇଛା ପ୍ରକାଶ କରିଥିଲେ.l…
Read More...
Read More...
ଘୁ.ଉଦୟଗିରିରୁ ବସୁଧା ପ୍ରଧାନ ଓ ରାଇକିଆରୁ ଶେର୍ଲି ପ୍ରଧାନ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ…
ଅନୁସନ୍ଧାନ ଭାରତ(ବ୍ୟୁର): ଓଏଏସ ପରୀକ୍ଷାରେ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ପଞ୍ଚାୟତ ବାଡେନାଜୁ ଗ୍ରାମର ବସୁଧା ପ୍ରଧାନ, ପିତା ବଳରାମ ପ୍ରଧାନ,<span;> ମାତା- ସେବତୀ ପ୍ରଧାନ ଓଡିଶା ପ୍ରଶାସନିକ ସେବା ୨୦୨୨ ରେ ୬୪୧ ରେଙ୍କ ସହ କୃତକାର୍ଯ୍ୟ ହୋଇଛନ୍ତି । ସୁଶ୍ରୀ ବସୁଧା…
Read More...
Read More...
ଦୁର୍ଗମ ଗଡର ଗ୍ରାମର ଆଦିବାସୀ ପୁଅ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ…
ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ଏକ ଦୁର୍ଗମ ଆଦିବାସୀ ବହୁଳ ଜିଲ୍ଲା l ଏଠାରେ ଅନେକ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ପଛୁଆ l କିନ୍ତୁ ଆଜି ଏହି ଦୁର୍ଗମ ଅଞ୍ଚଳର ଜଣେ ଯୁବକ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇଛନ୍ତି l ଦୁର୍ଗମ ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଛେଲାଗଡ଼…
Read More...
Read More...
ମୋହନା ପ୍ରେସ୍ କ୍ଳବର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ…
ମୋହନା( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ସାମ୍ବାଦିକ ସଂଘର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି I ସଂଘ ସଭାପତି ପଞ୍ଚାନନ ଦାସଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ସୁମନ ପଟ୍ଟନାୟକଙ୍କ ସଂଯୋଜନାରେ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ସମସ୍ୟା ଭିତ୍ତିକ…
Read More...
Read More...
ଗୁମ୍ମା ବ୍ଲକ ପାଇଁ ଗୌରବ ଆଣିଲେ ଆଦିବାସୀ ଯୁବକ ସୋମନାଥ ଶବର…
ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଗୁମ୍ମା ବ୍ଲକ ପାଇଁ ଗୌରବ ଆଣିଲେ ଆଦିବାସୀ ଯୁବକ ସୋମନାଥ ଶବର । 2022 ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ 569 ସ୍ଥାନ ଅଧିକାର କରିଛନ୍ତି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତୁମୁଳ ଗ୍ରାମର ଦାସନ ଶବର ଓ…
Read More...
Read More...
ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଘୁ.ଉଦୟଗିରିର ଦୁଇ ଝିଅ ଏନ ପଲ୍ଲବୀ ଓ ବ୍ଲୁଚୁମ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶ୍ରୀରାମ ପଦାର ଏନ ପଲ୍ଲବୀ ଓ ଗ୍ରେସିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ବିଲାବାଡ଼ା ଗ୍ରାମର ବ୍ଲୁଚୁମ ପ୍ରଧାନ ଦୁଇଟି ଜଣ ଝିଅ ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସ୍ଥାନୀୟ…
Read More...
Read More...