ଭଙ୍ଗାରୁଜା ଘରେ ବିତୁଛି ମନ୍ଧ ଦିଗାଳ ଓ ପରିବାର ସଦସ୍ୟଙ୍କ ଜୀବନ, ପଡୁନାହିଁ ପ୍ରଶାସନର ଦୃଷ୍ଟି…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ବାଲନ୍ଧାପଡା ପଞ୍ଚାୟତ ଅନ୍ତର୍ଗତ  ବଉପଙ୍ଗା ଘିଉଗାଡି ଗ୍ରାମ l ଏହି ଗ୍ରାମରେ ମନ୍ଧ ଦିଗାଲ ନିଜ ମା ସ୍ତ୍ରୀ ପୁଅ ଝିଅମାନଙ୍କୁ ନେଇ ଦିର୍ଘ ବର୍ଷରୁ ଭଙ୍ଗା କାନ୍ଥ ଦଦରା କୁଡ଼ିଆରେ ରହିଆସୁଛନ୍ତି । ଗାଁ ଲୋକ ଓ ପରିବାର କହିବା…
Read More...

ଦୀର୍ଘ ଦୁଇ ମାସ ପରେ ନିଖୋଜ ଯୁବକଙ୍କ ଗଳିତ ଝୁଲନ୍ତା ମୃତ୍ୟୁ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ମୃତ ଯୁବକଙ୍କ…

ଚକାପାଦ(ବାଲକୃଷ୍ଣ କହଁର): ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମର ସୁଦର୍ଶନ କହଁର(ଲାଲୁ) ଗତ ତା 10/05/2025 ରିଖ ଠାରୁ ନିଖୋଜ ଥିଲେ l ଏନେଇ ସୁଦର୍ଶନ କହଁରଙ୍କ ସ୍ତ୍ରୀ ଝରଣା ବେହେରା ଟିକାବାଲି ଥାନାରେ ଅଭିଯୋଗ କରିଥିଲେ I ଟିକାବାଲି ପୁଲିସ ଏନେଇ ଏକ ନିଖୋଜ ମାମଲା ୧୫/୨୫ରେ ରୁଜୁ କରି ତଦନ୍ତ…
Read More...

ବିଞ୍ଜଗିରି ‘ବରପୁତ୍ର ଐତିହ୍ୟ ଗ୍ରାମ’ରେ ସାମିଲ…

ଭଞ୍ଜନଗର(ନିଲୁ ବିଷୋୟୀ): ଘୁମୁସର ମାଟିର ମହାନ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ଜନ୍ମମାଟି ବିଞ୍ଜଗିରିକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବରପୁତ୍ର ଐତିହ୍ୟ ଗ୍ରାମ’ ଯୋଜନାରେ ସାମିଲ କରିଥିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ…
Read More...

ସିସିଡି-ଏଫ୍ଏଫ ଭୀଡିପି ଗ୍ରୀଷ୍ମକାଳୀନ ଶିବିରରେ ଟ୍ରାଇବାଲ୍ ଟାଲେଣ୍ଟ ଚିହ୍ନଟ, ବିକାସିତ ମେଳାରେ ଜିଲ୍ଲାସ୍ତରୀୟ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଏଙ୍ଗାର୍ସିଙ୍ଗ ପଞ୍ଚାୟତର ସୀଙ୍ଗୁଭୂୟାଁ ସାହି ଗ୍ରାମରେ  ସିସିଡିଓ ଏଫଭିଡିପି ପ୍ରକଳ୍ପ ତତ୍ତ୍ୱାବଧାନରେ ଆୟୋଜିତ ସମର କ୍ୟାମ୍ପ ଓ ସାଂସ୍କୃତିକ ଶିବିର ମାଧ୍ୟମରେ ଅନେକ ଗ୍ରାମୀଣ ଶିଶୁ ଓ ଯୁବ ପ୍ରତିଭା ଉଦ୍‌ଭାସିତ ହୋଇଛନ୍ତି ।…
Read More...

ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦନେଇ ସଚେତନତା ସଭା ଅନୁଷ୍ଠିତ…

ପାରଳାଖେମୁଣ୍ଡି/ଆର.ଉଦୟଗିରି(ପ୍ରବୀଣ ଲିମା/ମିହିର ପ୍ରସାଦ ମାଳି): ଗଜପତି  ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକମାନଙ୍କୁ ବିପଦ ସଙ୍କୁଳ କାର୍ଯ୍ୟରେ ନିୟୋଜିତ ନିଷେଧ ସଚେତନତା ସଭା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ…
Read More...

ପିତଳ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ..

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଗ୍ରାମରେ  ସଂଘବଦ୍ଧ ଆକ୍ରମଣରେ 2 ଗୁରୁତର ଆହତ ।ପିତଳ ସରପଞ୍ଚ ରାମ ରାଘବ ପାତ୍ର ଓ ବିଜେପି ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଆକ୍ରମଣ ହୋଇଥିବା ବେଳେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଉଭୟ…
Read More...

କବିସମ୍ରାଟ ଓ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି…

ଭଞ୍ଜନଗର(ନିଲୁ ବିଷୋୟୀ): ସ୍ୱେଚ୍ଛାସେବୀ ଅନୁଷ୍ଠାନ ବାର୍ଡ ପକ୍ଷରୁ ରାଜ୍ୟ ବିଧାନସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତି ପ୍ରତି ସ୍ଥାପନ କରିବାକୁ ଏକ ଦାବି ପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଠାରେ ଅନୁଷ୍ଠିତ ଅଭିଯୋଗ…
Read More...

ନାଳରେ ପଡ଼ି ବୃଦ୍ଧାଙ୍କ ମୃତ୍ୟୁ, ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଗଦାପୁରରେ ଉତ୍ତେଜନା ରାସ୍ତା ରୋକ…

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା  ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ଗଦାପୁର ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା l ମଙ୍ଗଳବାର ଜଣେ ବୃଦ୍ଧା ନାଳରେ ପଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ମୃତକ ହେଲେ ଉକ୍ତ ଅଞ୍ଚଳର ଶାନ୍ତି ବଳିୟାର ସିଂ । ସ୍ଥାନୀୟ ଲୋକେ ତାଙ୍କୁ ନାଳରୁ ଉଦ୍ଧାର…
Read More...

ସାପ କାମୁଡ଼ାରେ ନାବାଳକ ମୃତ….

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ବ୍ଲକରେ ଦିନକୁ ଦିନ ଜଙ୍ଗଲ ହ୍ରାସ ଓ ପୋଡ଼ୁ ଚାଷ ଯୋଗୁଁ ଜଙ୍ଗଲି ଜୀବଜନ୍ତୁ ଓ ସରିସୃପ ଗାଁ ମୁଖା ହେଲେଣି । ଏଭଳି କେତେ ଯେ ଅଘଟଣ ସବୁଦିନ ଖବରକାଗଜ ପୃଷ୍ଠା ମଣ୍ଡନ କରିଥାଏ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି…
Read More...

ହିଞ୍ଜିଳି ପୁଲିସକୁ ଖୋଲା ଚ୍ୟାଲେଞ୍ଜ: ଥାନା ସମ୍ମୁଖରୁ ଚୋରୀ, ଦୃର୍ବୁତ୍ତ ଫେରାର…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁରେ ମାତିଛନ୍ତି ଲୁଟେରା l ଗତ ବିଳମ୍ବିତ ରାତିରେ  ହିଞ୍ଜିଳି ଥାନା ସମ୍ମୁଖରେ ଥିବା ଅନ୍ତର୍ଯ୍ୟାମୀ ପାତ୍ରଙ୍କ ଘରୁ ଲୁଟିଲେ ଲୁଟେରା । ଦୃର୍ବୁତ୍ତମାନେ ଘର ବାରିପଟ ଲୁହା ଜାଲି ଭାଙ୍ଗି ଘରେ ପଶିବା ସହିତ ଘର ଆଲମାରୀରୁ ସୁନା ଚୁଟି ଏକ ହଳ,…
Read More...