ମିନାକ୍ଷୀ ବାହିନୀପତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ନିଯୁକ୍ତ…

ଅନୁସନ୍ଧାନ ଭାରତ(ବ୍ୟୁର): ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଆଜି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କେସି ଭେଣୁ…
Read More...

ବ୍ରାହ୍ମଣୀଗାଁ ଥାନା ପରିସରରେ ” ମା ପାଇଁ ଗଛ ଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ରବିବାର ଦିନ ସ୍ଥାନୀୟ ଥାନା ପରିସରରେ "ମା ପାଇଁ ଗଛ ଟିଏ "  କାର୍ଯ୍ୟକ୍ରମ…
Read More...

ଘୁ.ଉଦୟଗିରି ବିଧାୟକଙ୍କ ସହ ସାକ୍ଷାତ କରି ଅଂଚଳର ସମସ୍ୟା ସମ୍ପର୍କରେ ଆଲୋଚନା କଲେ କଂଗ୍ରେସ କର୍ମୀ ଓ ନେତା, ସମସ୍ୟାର…

ଅନୁସନ୍ଧାନ ଭାରତ(ବ୍ୟୁର): ପୂର୍ବତ୍ତନ ଘୁ.ଉଦୟଗିରି ନଗର କଂଗ୍ରେସ ସଭାପତି/ ପୂର୍ବତ୍ତନ ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଘୁ.ଉଦୟଗିରି ବ୍ଲକ ଓ ବିଜ୍ଞାପିତ ଅଂଚଳ ପରିଷଦର କଂଗ୍ରେସ କର୍ମୀ ଆଜି ଘୁ.ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର…
Read More...

ତୁମୁଡିବନ୍ଧ ବିତ୍ୟୁତ ଅଧିକାରୀ ଏବଂ କର୍ମଚାରୀଙ୍କ ଅବହେଳାଜ ଯୋଗୁଁ ବିଦ୍ୟୁତ ସେବାରୁ ବଞ୍ଚିତ ଗୁମୁଡୁମାହା…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ବହୁଚର୍ଚ୍ଚିତ ଗୁମୁଡୁମାହା ଗ୍ରାମବାସୀମାନେ ବିଦ୍ୟୁତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ବହୁତ ଦିନ ଧରି ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ଅଭିଯୋଗ ହୋଇଛି । ଗୁମୁଡୁମାହା ଗ୍ରାମରେ ଗତ 2016 ମସିହାଠାରୁ…
Read More...

ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ ଡ.ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଶତ ବାର୍ଷିକୀ ଉପଲକ୍ଷେ ବକୃତା ପ୍ରତିଯୋଗିତା…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ  ଋଷିମାଲ ସ୍ନାତକ ମହାବିଦ୍ୟାଳୟରେ ଭାରତ ବର୍ଷର ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରବୀଣ ରାଜନେତା ଡ଼.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶତବାର୍ଷିକୀ ଉପଲକ୍ଷେ  ବୁଧବାର ଦିନ ମହାବିଦ୍ୟାଳୟ…
Read More...

ଆଫ୍ରିକାରେ ଓଡ଼ିଆ ଯୁବକଙ୍କୁ ଅପହରଣ ଅଭିଯୋଗ….

ହିଞ୍ଜିଳି(ସଂସ୍କାର ପଟ୍ଟନାୟକ): ଆଫ୍ରିକାରେ ଓଡ଼ିଆ ଯୁବକଙ୍କୁ ଅପହରଣ ଅଭିଯୋଗ I ହିଞ୍ଜିଳି ଥାନାରେ ମାମଲା I ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ସମରଝୋଳ ଛକରେ ଥିବା ପାନାଡ଼ ଭେଙ୍କଟ ରମଣ ଗତ ନଭେମ୍ବର ତଥା ୨ ବର୍ଷ ପୂର୍ବେ ପ୍ରଥମେ ମୁମ୍ବାଇରେ ଏକ ଘରୋଇ କମ୍ପାନୀ ବ୍ଲୁ ଷ୍ଟାରରେ ଚାକିରୀ…
Read More...

ଲଗାଣ ବର୍ଷାରେ ବେହୋଲ ବ୍ରାହ୍ମଣୀ ଗାଁ ବଜାର, ରାସ୍ତା ଉପରେ କୃତ୍ରିମ ନଦୀ….

ଦାରିଙ୍ଗବାଡି(ଆଶୋକ ସିଂ): ଜନସାଧାରଣଙ୍କ ଗମନା ଗମନର ସୁବିଧା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି l କିନ୍ତୁ ଠିକାଦାରମାନଙ୍କ ଲାଭଖୋର ଓ ଖାମଖିଆଲି ନୀତି ଯୋଗୁଁ ଜନ ସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏପରି ଏକ ଦୃଶ୍ୟ…
Read More...

ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା “ପ୍ରେସ କ୍ଲବ” କାର୍ଯ୍ୟାଳୟ ଗୃହର ଭିତ୍ତି…

ଅନୁସନ୍ଧାନ ଭାରତ(ବ୍ୟୁର): ବହୁ ପ୍ରତିକ୍ଷୀତ ତଥା ଘୁ.ଉଦୟଗିରି "ପ୍ରେସକ୍ଲବ" ପାଇଁ ଏକ ଐତିହାସିକ ଅଟେ ଆଜିର ଦିନ I ସ୍ଥାନୀୟ ଅଞ୍ଚଳର ସାମ୍ବାଦିକମାନଙ୍କ ପାଇଁ ଏକ ନୂତନ ଅଧ୍ୟାୟ ପ୍ରେସକ୍ଲବ୍ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ I ଏହି କାର୍ଯ୍ୟକ୍ରମରେ ଘୁ.ଉଦୟଗିରି…
Read More...

ଗଛ ଲଗାଅ ଜୀବନ ବଞ୍ଚାଅ କାର୍ଯ୍ୟକ୍ରମ ଅନୁଷ୍ଠିତ……

ରା ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ସହିତ  ଛେଳିଗଡ଼ ସେକ୍ଟର ଫରେଷ୍ଟର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର…
Read More...

ବାଲିଗୁଡା ବିପଦର ବନ୍ଧୁ ସଙ୍ଘଟନ ପକ୍ଷରୁ ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସ୍ଥିତି ଆଜି ବିପଦର ବନ୍ଧୁ ସଙ୍ଘଟନ ପକ୍ଷରୁ ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଏସ ଡି ପି ଓ ରାମେନ୍ଦ୍ର ପ୍ରସାଦ ଓ ବିଶ୍ୱରାଜ ପଣ୍ଡା ଏବଂ ବାଲିଗୁଡା…
Read More...