ଖ୍ରୀଷ୍ଟିୟାନ ଜନ କଲ୍ୟାଣ ସମାଜ ଘୁ.ଉଦୟଗିରି ଶାଖା ପକ୍ଷରୁ ପ୍ରଥମ ଥର ପାଇଁ ରକ୍ତ ଦାନ ଶିବିର ଅନୁଷ୍ଠିତ, ୮୦ ୟୁନିଟ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ମୁର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲରେ ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ ଘୁ.ଉଦୟଗିରି ଶାଖା ପକ୍ଷରୁ ପ୍ରଥମ ଥର ପାଇଁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୮୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା…
Read More...

ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଠାରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଭାର ଅଧିକାରୀ, ପୁଲିସ୍ ଅଧିକାରୀ,…
Read More...

୧୦୧ ପରିବାରର ବ୍ୟକ୍ତିଙ୍କ ହେଲ୍ଥ୍ କାର୍ଡଇକେୱାଇଶି ସଫଳ ଭାବେ ଅଦ୍ୟତନ…

ରୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ତିନିଟି ଗ୍ରାମରେ ଚିହ୍ନଟ ହୋଇଥିବା ହେଲ୍ଥ୍ କାର୍ଡ ଲାଭାନ୍ବିତ ବ୍ୟକ୍ତିଙ୍କ ଇକେୱାଇଶି ପ୍ରକ୍ରିୟା ବିଗତ ୩ ମାସ ଧରି ଅଟକିଥିଲା । କାର୍ଡଗୁଡ଼ିକ ଏଏସଏଚଏ କାର୍ଯ୍ୟକର୍ତ୍ତାଙ୍କ ନିକଟରେ ବଣ୍ଟନ ପାଇଁ ସ୍ଥଗିତ ଥିଲେ ମଧ୍ୟ ସରକାର ନିୟୁକ୍ତ…
Read More...

ଶଙ୍କରାଖୋଲ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟରେ ସ୍ୱାଗତ ଉତ୍ସବ….

ଚକାପାଦ(ବାଳକୃଷ୍ଣ କହଁର): ଚକାପାଦ ବ୍ଲକ ଶଙ୍କରାଖୋଲରେ ଥିବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଛି l ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ ଅଧକ୍ଷତା କରିଵା  ସହ ସମସ୍ତ ଅଧ୍ୟାପକ ତଥା ଅଧ୍ୟାପିକାମାନେ ନିଜ…
Read More...

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗୀତାରେ ଗଜପତି ଜିଲ୍ଲା ପୁରସ୍କୃତ….

ପାରଳାଖେମୁଣ୍ଡି(ପ୍ରବୀଣ ଲିମା): ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଆୟୋଜିତ  ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗୀତାରେ ଗଜପତି ଜିଲ୍ଲା ଦ୍ଵିତୀୟ ସ୍ଥାନ ଅଧିକାର କରି  ଜିଲ୍ଲାକୁ ଗୌରବନ୍ଵିତ କରିଛିନ୍ତି ସ୍ଥାନୀୟ ଗାନ୍ଧୀ ସ୍ମୃତି ପ୍ରାଥମିକ ବିଦ୍ୟାଳୟ ପାରଳାଖେମୁଣ୍ଡିର ସପ୍ତମ…
Read More...

ଗଜପତି ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ….

ପାରଳାଖେମୁଣ୍ଡି(ପ୍ରବୀଣ ଲିମା): ଗଜପତି ଜିଲ୍ଲା ସଦରମହକୁମା ସ୍ଥିତ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ…
Read More...

ଋଷିକୁଲ୍ୟା ନଦୀରେ ବୁଡି ମହିଳା ମୃତ….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗ୍ରାମରେ ଋଷିକୁଲ୍ୟା ନଦୀରେ ବୁଡି ଜଣେ ମହିଳାଙ୍କ ମୃତ ହୋଇଛି । ମହିଳା ଜଣକ ହେଲେ ସେହି ଗ୍ରାମର ଗୁଲି ଦଳାଇ (୫୦) ଜଣାପଡିଛି । ମୃତ ମହିଳା ଜଣକ ଗତକାଲି ଋଷିକୁଲ୍ୟା ନଦୀକୁ ଗାଧୋଇବା ପାଇଁ ଯାଇ ଆଉ ଘରକୁ…
Read More...

ସୂନ୍ଦର ମାଧବ ଵେଦ କର୍ମକାଣ୍ଡ ବିଦ୍ୟାଳୟର ଶିକ୍ଷା ସଂସ୍କୃତି ଓ ସମୃଦ୍ଧି ୨୦୨୫-୨୦୩୦ ଶୁଭାରମ୍ଭ….

ହିଞଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନେତାଜୀ ପାର୍କ ନିକଟସ୍ଥ ସାଂସ୍କୃତିକ ଭବନ ପରିସରରେ  ହିଞ୍ଜିଳିକାଟୁ ସୂନ୍ଦର ମାଧବ ଵେଦ କର୍ମକାଣ୍ଡ ବିଦ୍ୟାଳୟର ଦ୍ଵିତୀୟ  ପରିଯୋଜନା ଶିକ୍ଷା ସଂସ୍କୃତି ଓ ସମୃଦ୍ଧି ୨୦୨୫-୨୦୩୦ର ଶୁଭାରମ୍ଭ ହୋଇଯାଇଛି । ମହର୍ଷି…
Read More...

ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ମହିଳାଙ୍କୁ ନ୍ୟାୟ ଦାବିରେ ରାଜ୍ୟର ୮ଟି ବିରୋଧୀ ଦଳ ତରଫରୁ ସ୍ମାରକପତ୍ର…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ଭେଟି ମହିଳାଙ୍କୁ ନ୍ୟାୟ ଦାବି କରି ରାଜ୍ୟର ୮ଟି ବିରୋଧୀ ଦଳ ତରଫରୁ ଆଜି ଅପରାହ୍ନରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ଓ ବ୍ୟବସ୍ଥାଗତ ବିଫଳତା ସମ୍ପର୍କରେ ନ୍ୟାୟ ଦାବି କରି…
Read More...

ପ୍ରଦେଶ କଂଗ୍ରେସ ତରଫରୁ ଶ୍ରଦ୍ଧାଞ୍ଜଳି ଦିବସ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ବାଲେଶ୍ବରର ଛାତ୍ରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିବସ ଅନୁଷ୍ଠିତ କରାଯାଇଛି । ଏହି ଅବସରରେ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି…
Read More...