ରାୟଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହେନ୍ଦ୍ର ବନାଞ୍ଚଳ ତରଫରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଆଜି ମହେନ୍ଦ୍ର ବନାଞ୍ଚଳ ତରଫରୁ ପ୍ରତ୍ୟେକ ପଂଚାୟତ ପାଇଁ 500 ଚାରା ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇ ଅଛି l ପୃଥିବୀର  ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଭାରତର ଯଶଶ୍ୱୀ ପ୍ରଧାନମନ୍ତ୍ରୀଙ୍କ 75 ବର୍ଷ ପୂର୍ତ୍ତି ଅବସରରେ…
Read More...

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ…..

ପାରଳାଖେମୁଣ୍ଡି( ପ୍ରବୀଣ ଲିମା):  ଗଜପତି ଜିଲ୍ଲାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଆୟୋଗ ସଦସ୍ୟ  ଶ୍ରୀଯୁକ୍ତ ପ୍ରିୟବ୍ରତ ସାମନ୍ତରାୟ, ଶ୍ରୀ ଅକ୍ଷୟ କୁମାର ବେହେରା ଓ ଶ୍ରୀ ଦୟାନିଧି ଦାଶଙ୍କ ତିନିଦିନିଆ ଗସ୍ତରେ ଆସି ଗୁମ୍ମା, ମୋହନା ଓ ଗୋସାଣୀ ବ୍ଲକର ବିଭିନ୍ନ ସ୍ଥାନରକୁ ପରିଦର୍ଶନ କରି…
Read More...

ସଂଜୀବ ଦାସ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଜୀରାଙ୍ଗର ଶିକ୍ଷକ ସଂଜୀବ କୁମାର ଦାସ  ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ତୃତୀୟ ଭାଷା ନିମନ୍ତେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଯୋଗ୍ୟ ଵିଵେଚିତ ହୋଇଛନ୍ତି ।…
Read More...

ଗଜପତି ଏସପିଙ୍କ କାର୍ଯ୍ୟାଳୟ ଠାରେ ହଜି ଯାଇଥିବା ମୋବାଇଲ ହସ୍ତାନ୍ତର, ଗଜପତି ଏସପିଙ୍କ ସାମ୍ବାଦିକ ସମ୍ମିଳନୀ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ରାଣିପେଣ୍ଠା ସ୍ଥିତ ଗଜପତି ଏସପିଙ୍କ କାର୍ଯ୍ୟାଳୟ ଠାରେ ହଜି ଯାଇଥିବା ମୋବାଇଲ ଗୁଡ଼ିକୁ ଆଜି ଗଜପତି ପୁଲିସ ପକ୍ଷରୁ ହସ୍ତାନ୍ତର କରାଯାଇଛି । ଏହି ଅବସରରେ ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କ…
Read More...

ସାର ଦୋକାନରେ କୃଷି ଅଧିକାରୀଙ୍କ ଯାଞ୍ଚ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକର ବିଭିନ୍ନ ସମବାୟ ସମିତିରେ ୟୁରିଆ ସାର ନାହିଁ । ଯାହାଫଳରେ ସମିତିରୁ ସରକାରୀ ଦରରେ ଚାଷୀ ସାର ନପାଇ ବଜାରରୁ ବାଧ୍ୟ ହୋଇ କିଣୁଛନ୍ତି । ସେହିଭଳି ଡିଏପି, ପଟାସ, ଫସଫରସ, ଗ୍ରୋମର ସମେତ ବିଭିନ୍ନ ଅଣୁସାର ଭଳି ବିଭିନ୍ନ ସାର ସରକାରୀ ଦରଠୁ ଅଧିକ ଦରରେ…
Read More...

ସିସିଡିର ଶିକ୍ଷା ପ୍ରଚେଷ୍ଟାରେ ନୂଆ ପଦକ୍ଷେପ, ଗାଇଡ୍ ବୁକ୍ ଓ ଟେଷ୍ଟ ପେପର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ(ଟିକି ଲିମା): ଗ୍ରାମୀଣ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣୋନ୍ନତି ଏବଂ ପରୀକ୍ଷା ପ୍ରସ୍ତୁତିରେ ସହାୟତା ପ୍ରଦାନ କରିବାକୁ ସିସିଡି  ତରଫରୁ ଏଫ୍ ଏଫ୍ ଭି ଡି ପି ପ୍ରକଳ୍ପ ଅଧୀନରେ ସିଙ୍ଗୁଭୁୟାନ ସାହିରେ ଗାଇଡ୍ ବୁକ୍ ଓ ଟେଷ୍ଟ ପେପର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।…
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ….

ପାରଳାଖେମଣ୍ଡି( ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ପକ୍ଷରୁ ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି  । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀମତୀ…
Read More...

ଦାସିଂବାଡିରେ ନେଟୱର୍କ ସମସ୍ୟା ସ୍ଥାୟୀ ସମାଧାନ ଦାବୀରେ ରାଜ ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା ଓ ପୁରୁଷ , ୬ଘଣ୍ଟା…

ଦାରିଙ୍ଗବାଡି ( ଆଶୋକ ସିଂ): କନ୍ଧମାଳ  ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାସିଂବାଡି ପଞ୍ଚାୟତରେ ଦୀର୍ଘଦିନ ହେଲା ବିଏସଏନଏଲର ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହୋଇଛି । ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କୁ ଜଣାଇ ଥିଲେ ସୁଦ୍ଧା ଏହାର ସ୍ଥାୟୀ…
Read More...

ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଛାତ୍ରୀଙ୍କ କୃତିତ୍ୱ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଶିକ୍ଷା ବିକାଶ ସମିତି ଓଡିଶା ପକ୍ଷରୁ ଫୁଲବାଣୀ ସରସ୍ଵତୀ ଶିଶୁ ମନ୍ଦିରରେ ଆୟୋଜିତ ଦକ୍ଷିଣ ପୂର୍ବ ସଂଭାଗ ବିଜ୍ଞାନ ମେଳାରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଧରାକୋଟ ବ୍ଲକର…
Read More...

ଗଞ୍ଜେଇ ଜବତ, ଦୁଇ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ବେଆଇନ ଭାବେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଭଞ୍ଜନଗର ପୁଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଶନିବାର ଏସ୍ଆଇ ଜ୍ୟୋସ୍ନା ମୟୀ ସାହୁ ସଦଳ ବଳେ ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଡହ ଡ୍ୟାମ୍ ନିକଟରେ ଦୁଇ ସନ୍ଦିଗ୍ଧ…
Read More...