ଷଷ୍ଠ ଦିନରେ ରାୟଗଡ ବ୍ଳକର ୨୧ଟି ପଞ୍ଚାୟତମିଶନ ଶକ୍ତିର ସହାୟିକା କର୍ମୀଙ୍କ ବ୍ଲକ ସମ୍ମୁଖରେ ଧାରଣା…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ଜିଲ୍ଲା ରାୟଗଡ଼ ବ୍ଲକରେ ମିଶନ ଶକ୍ତି ବିଭାଗର ଗୋଷ୍ଠି ସହାୟିକା କର୍ମୀଙ୍କର ପ୍ରୋତ୍ସାହନ ରାଶୀ ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପାରିଶ୍ରମିକ ଦାବିରେ ବ୍ଲକ ସମ୍ମୁଖରେ ଗଣ ଧାରଣା ବସିଥିବା ଦେଖୁବାକୁ ମିଳିଛି । ଧାରଣାର ଷଷ୍ଠ ଦିନରେ ବ୍ଳକର ୨୧ଟି ପଞ୍ଚାୟତରେ…
Read More...

ନିର୍ଦ୍ଧିଷ୍ଟ ପାରିଶ୍ରମିକ ଦାବୀରେ ପାଞ୍ଚ ଦିନ ଧରି ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତି ଗୋଷ୍ଠୀ…

ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟ ବ୍ୟାପି ମିଶନ ଶକ୍ତିବିଭାଗର ଗୋଷ୍ଠୀ ସହାୟିକା(css) କର୍ମୀଙ୍କ ପ୍ରୋହସ୍ଚାନ ପରିବର୍ତ୍ତେ ନିର୍ଦ୍ଧିଷ୍ଟ ପାରିଶ୍ରମିକ ଦାବୀରେ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଚାଲିଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା…
Read More...

ମୋହନା ବ୍ଲକ ସ୍ଥରୀୟ କ୍ରୀଡା ଉଦଯାପିତ…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ଥରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ବିନତି ନାୟକଙ୍କ ସଂଯୋଜନାରେ ଓ ଖେଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ କ୍ରୀଡା ଉତ୍ସବରେ…
Read More...

ମିଶନ ଶକ୍ତି ବିଭାଗର ଗୋଷ୍ଠୀ ସହାୟୀକା କର୍ମୀ(CSS)ଙ୍କ ଗଣ ଧାରଣା….

ରା.ଉଦୟଗିରି( ଆକାଶ ଦାସ): ସାରା ରାଜ୍ୟରେ ମିଶନଶକ୍ତି ମହିଳା ଗୋଷ୍ଠୀଙ୍କର ଆନ୍ଦୋଳନ ଓ ଗଣ ଧାରଣା ଧିରେଧିରେ ବଢିବାରେ ଲାଗିଛି । ସରକାର ବଦଳିବା ପରଠୁ ଏଇ ଆନ୍ଦୋଳନ ପ୍ରାୟତଃ ଲାଗି ରହିଛି ।  କିଛିଦିନର ବ୍ୟବଧାନ ପରେ ପୁଣିଥରେ ରାଜ ରାସ୍ତାକୁ ମହିଳାମାନଙ୍କ ଆସିଥିବା ଦେଖିବାକୁ ମିଳୁଛି ।…
Read More...

ତାଳମଣ୍ଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…..

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ତାଳମୁଣ୍ଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ  ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି  । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ  ଶ୍ରୀମତୀ ମଧୁମିତା, ଆରକ୍ଷୀ ଅଧିକ୍ଷକ ଶ୍ରୀ…
Read More...

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତି ତରଫରୁ ଶିଶୁ ଚାଲାଣ ବିରୋଧରେ ଗୋଷ୍ଠୀ ସଚେତନା କାର୍ଯ୍ୟକ୍ରମ…

ରା ଉଦୟଗିରି( ଆକାଶ ଦାସ ): ଜିଲ୍ଲା ଶିଶୁ ସୁରକ୍ଷା  ୟୁନିଟ ଗଜପତି ତରଫରୁ ରା ଉଦୟଗିରି ବ୍ଲକ ରାମଗିରି ପଞ୍ଚାୟତ ଠାରେ ଶିଶୁ ଚାଲାଣ  ବିରୋଧରେ ଗୋଷ୍ଠୀ ସଚେତନା କାର୍ଯ୍ୟକ୍ରମ ରାମଗିରି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରା ଉଦୟଗିର…
Read More...

ବ୍ଲକ ସ୍ତରୀୟ ସମୂହ କ୍ରୀଡା ପ୍ରତିଯୋଗିତା ୨୦୨୫-୨୬ ଉଦଘାଟିତ….

ରାୟଗଡ(ଟିକି ଲିମା): ଗଜପତି  ଜିଲ୍ଲା  ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣ ପୁର ନିଳମଣି ଉଚ୍ଚବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷା, ପୂର୍ଣାବାସି ନାୟକ, ସମ୍ମାନିତ ଅତିଥି ଭାବେ ରାୟଗଡ଼ ବ୍ଲକ…
Read More...

ମରଣକୁ ଆହ୍ୱାନ କରୁଛି ଆଟିଗାଁ ରାସ୍ତା, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ…..

ଜୁନାଗଡ଼(ଭବାନୀ ଗହିର): ଓଡ଼ିଶା ରାଜ୍ୟର କଳାହାଣ୍ଡି ଜିଲ୍ଲା ଏକ ଅନୁନ୍ନତ ପଛୁଆ ଜିଲ୍ଲା ହୋଇଥିବାରୁ ସ୍ଵତନ୍ତ୍ର ଗ୍ରାମୀଣ ଅଞ୍ଚଳର ବିକାଶ ପାଇଁ ରାସ୍ତା ଘାଟ ଉନ୍ନତି କରଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କାର ବ୍ୟୟ ବରାଦ ହେଉଛି । କିନ୍ତୁ ପରିତାପର ବିଷୟ…
Read More...

ରା ଉଦୟଗିରି ଠାରେ ସୁସ୍ଥ ନାରୀ, ଶସକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ….

ରା ଉଦୟଗିରି(ଆକାଶ ଦାସ): ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ  ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସେପ୍ଟେମ୍ବର ୧୭ ତାରିଖ, ଭାରତର ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ୭୫…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ମାଙ୍କ ନାମରେ ଗୋଟିଏ ଗଛ ଓ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ…

ରାୟଗଡ (ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦରମହକୁମା ଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେପ୍ଟେମ୍ବର ୧୭ ତାରିଖ ଜନ୍ମଦିନ ଅବସରରେ ମାଙ୍କ ନାମରେ ଗୋଟିଏ ଗଛ ଓ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ରାୟଗଡ଼ ବିଜେପି ମଣ୍ଡଳ ସଭାପତି ସୁଶାନ୍ତ…
Read More...