ବ୍ରାହ୍ମଣୀଗାଁ ବଡ଼ଶଙ୍ଖ ଛକ ଠାରେ ବସ ଓ ବାଇକ ମୁହା ମୁହିଁ ଧକ୍କା ଘଟଣା, ଦୀର୍ଘ ୮ ଘଣ୍ଟାର ଆନ୍ଦୋଳନ ପରେ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବଡ଼ଶଙ୍ଖ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ ଓ ବାଇକ୍ ମୂହାମୁହିଁ ଧକ୍କାରେ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣେ ମୃତ ଆଉ ଜଣେ ଗୁରୁତର ଆହତ ହୋଇ ଥିବା ଜଣା ପଡ଼ିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି…
Read More...
Read More...