ଏପଟେ କରନା ମହାମାରୀର ଭୟ ଅନ୍ୟ ପଟେ ଆଘୋଷିତ ବିଦ୍ୟୁତ କାଟର ଯନ୍ତ୍ରଣା…

ଅନୁସନ୍ଧାନ ଭାରତ(ବ୍ୟୁର): ଏପଟେ କରନା ମହାମାରୀର ଭୟ ଅନ୍ୟ ପଟେ ଆଘୋଷିତ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ କାଟ ହେଉ ଥିବାର ଯନ୍ତ୍ରଣା ସହି ହେଉନ ଥିବା ଘୁ.ଉଦୟଗିରି ବାସୀ ମତବ୍ୟକ୍ତ କରିଛନ୍ତି I ଲକଡାଉନ ପାଇଁ ଘର ଭିତରେ ରହିବା ସକାଶେ ସରକାରୀ ନିର୍ଦ୍ଧେଶ ଥିବା ବେଳେ ବାରମ୍ବାର ଘଡ଼ିକେଘଡ଼ି…
Read More...

ଷୋହଳ ଜିଲ୍ଲା ରେ ଆର୍ଟିପିସିଆର ପରୀକ୍ଷାଗାର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ…

ଅନୁସନ୍ଧାନ ଭାରତ(ବ୍ୟୁର): କୋଭିଡ଼ ଆକ୍ରାନ୍ତ ରୋଗୀର ଶୀଘ୍ର ପରୀକ୍ଷା କରିବା ସକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରି ଥାଏ I ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳଟି ଜିଲ୍ଲା ଯଥା ଭଦ୍ରକ, ବଉଦ, ଢେ଼ଙ୍କାନାଳ ଗଜପତି ,ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର କେନ୍ଦ୍ରାପଡା, ନବରଙ୍ଗପୁର…
Read More...

ବାଲିଗୁଡ଼ା ଏବଂ ତୁମୁଡ଼ିବନ୍ଧ ଅଞ୍ଚଳରେ ଘୁର୍ଣ୍ଣି ଝଡ଼ର ତାଣ୍ଡବ

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଏବଂ ତାହାର ଆଖ ପାଖ ଅଞ୍ଚଳରେ ଆଜି ପ୍ରବଳ ମାତ୍ରାରେ ବର୍ଷା ଏବଂ ପବନ ବୋହିବାର ଦେଖିବାକୁ ମିଳିଛି I ଲକଡାଉନ ଯୋଗୁଁ ସକାଳ ୬ଘଣ୍ଟା ଠାରୁ ୧୨ ଘଣ୍ଟା ପଯ୍ୟନ୍ତ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଦୋକାନ ବଜାର ଖୋଲା ରହିଥିଲା I…
Read More...

ଘୁ.ଉଦୟଗିରିରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଶ୍ରୀରାମ ପଦା ଅଞ୍ଚଳରେ କରୋନା ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୪ ନଂ ଓ୍ବାର୍ଡ ଶ୍ରୀରାମପଦାର ଜଣେ ଯୁବକ କରୋନାରେ…
Read More...

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଶ୍ଵର ବିଭିନ୍ନ ଟୀକା ଉତ୍ପାଦନ କମ୍ପାନୀରୁ ଟୀକା ସଗ୍ରହ ପାଇଁ ନିଆଯିବ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବିଭିନ୍ନ ସକଳ୍ପ ଗୃହୀତ ହୋଇଛି । କୋଭିଡ଼ ୧୯ ମହାମାରୀ ବିରୁଦ୍ଧରେ ଆମର ଲଢ଼େଇରେ ଆମର କୋଭିଡ଼ ଯୋଦ୍ଧା…
Read More...

ଶପଥ ନେଲେ ପଶ୍ଚିମବଙ୍ଗ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ…

ଅନୁସନ୍ଧା ଭାରତ(ବ୍ୟୁର): ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ କ୍ୟାବିନେଟ୍ ବିସ୍ତାର ହୋଇଛି I ରାଜ୍ୟପାଳ ଜଗଦୀପ ଧନକରଙ୍କ ଉପସ୍ଥିତିରେ ଆଜି ୪୩ ଜଣ ନୂତନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମମତା ବାନାର୍ଜୀଙ୍କ କ୍ୟାବିନେଟରେ ୨୪ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦବୀ ଦିଆଯାଇଥିବା ବେଳେ…
Read More...

ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ…

ଅନୁସନ୍ଧାନ ଭାରତ(ବ୍ୟୁର):ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି I ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର…
Read More...

ପରଲୋକରେ ରାଜ୍ୟସଭା ସାଂସଦ ତଥା ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର….

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟସଭା ସାଂସଦ ତଥା ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ଘଟିଛି I କରୋନା ସଂକ୍ରମିତ ହୋଇ ସେ ଭୁବନେଶ୍ବର ଏମ୍ସରେ  ଚିକିତ୍ସିତ ହେଉଥିଲେ I ରବିବାର ଅପରାହ୍ନରେ ୭୮ ବୟସରେ ତାଙ୍କର ଦେହାନ୍ତ ହୋଇ ଥିବା ଭୁବନେଶ୍ବର ଏମ୍ସ ନିର୍ଦେଶିକା…
Read More...

ବୁଲା ଗୃହ ପାଳିତ ପଶୁଙ୍କ ପାଇଁ ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଅନୁସନ୍ଧାନ ଭାରତ(ବ୍ୟୁର): କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ତାଲାବନ୍ଦ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ…
Read More...