କରୋନା ଯୋଦ୍ଧା ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ ଅନ୍ତର୍ଗତ ବୁଦୃକିଆ ଗ୍ରାମ ମହିଳା ସ୍ୱାସ୍ଥ୍ୟ କର୍ମୀ ସରୋଜିନୀ ଓଝା ଏକ ମାସ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ I ପ୍ରଥମେ ବଡ଼ ଗାଁ କୋଭିଡ୍‌ ସେଣ୍ଟର୍‌ରେ ଚିକିତ୍ସିତ ହେଉଥିଲେ I ସ୍ୱାସ୍ଥ୍ୟ ଅବସ୍ଥା…
Read More...

ଆଜିବି ବିକାଶର ବହୁ ଦୂରରେ କୋଟଗଡ଼ ଏବଂ ଦାରିଙ୍ଗବାଡ଼ି ବ୍ଲକର ଅନେକ ଅଞ୍ଚଳ……

ଅନୁସନ୍ଧାନ ଭାରତ(ବ୍ୟୁର): ଆଜିବି ବିକାଶର ବହୁ ଦୂରରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଓ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳ I ଯାହାକି ବିକାଶର ଏକ ନଗ୍ନ ରୂପ ଦାରିଙ୍ଗବାଡ଼ି ଓ କୋଟଗଡ଼ ବ୍ଲକରେ ଦେଖିବାକୁ ମିଳୁଛି I ଦୀର୍ଘ ଦିନ ହେବ ଏହି ଅଞ୍ଚଳକୁ ସଂଯୋଗ…
Read More...

କାର ବାଇକ୍ ଧକ୍କା, ଦୁଇ ଗୁରୁତର ଆହାତ…..

ଅନୁସନ୍ଧାନ ଭାରତ(ବ୍ୟୁର):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଂ ଗ୍ରାମ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର ସହ ମୋଟର ସାଇକଲ ଧକ୍କା ହୋଇଯାଇଛି I ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି I ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ବାବା ସରାଫ ଓ ଏକ…
Read More...

ଫସଳବିମା କଂପାନୀ ତରଫରୁ ମାସ୍କ୍ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକର ରଟିଙ୍ଗିଆ ଗ୍ରାମପଞ୍ଚାୟତ ଠାରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ବନ୍ଧେ ଜନସାଧାଣଙ୍କୁ ଅବଗତ କରାଯାଇଥିଲା I ଏଥିରେ ରଟିଙ୍ଗିଆ, ତୁମୁସୀଙ୍ଗିଆ, ଡଡାପଡା ଓ ଏହାର ଆଖପାଖ ଗ୍ରାମ ର…
Read More...

ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା କିଟ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କଂଗ୍ରେସ ନେତା ପ୍ରତାପ ପ୍ରଧାନଙ୍କ ତରଫରୁ ଘୁ.ଉଦୟଗିରି କଂଗ୍ରେସ କର୍ମକର୍ତ୍ତା ସାମ୍ବାଦିକଙ୍କୁ ସୁଖା ଖାଦ୍ୟ ସମେତ ସାନିଟାଇଜର, ସାବୁନ ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି I ସାମ୍ବାଦିକ ଗଗନ କୁମାର ପ୍ରଧାନ ଉକ୍ତ କାର୍ଯ୍ୟକ୍ରମକୁ…
Read More...

“ସୃଜନ” ଏବଂ ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ମାସ୍କ ବଣ୍ଟନ……..

ଅନୁସନ୍ଧାନ ଭାରତ(ବ୍ୟୁର): ଦିନକୁ ଦିନ କରୋନା ନିଜର କାୟା ବିସ୍ତାର କରି ଚାଲିଛି I କରୋନାର କରାଳ ରୂପରେ ସମଗ୍ର ପୃଥିବୀ ଆଜି ଅସ୍ତବ୍ୟସ୍ତ I ଏହି ମହାମାରିକୁ ପରାସ୍ତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି I କରୋନା ମହାମାରୀ ସଂକ୍ରମଣରୁ ଜନସାଧାରଣଙ୍କୁ…
Read More...

ଏବର୍ଷ ମଧ୍ୟ ଫିକାରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ଗମ୍ଭିରରୁ ତିନି ଠାକୁରଙ୍କୁ ପୂଜକ ରିତି ନୀତି ପରମ୍ପରା ଅନୁଯାୟୀ ପୁଜାପାଠ ପରେ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା I ସେଠାରେ ପୁନଶ୍ଚ ପାରମ୍ପରିକ ପୁଜା ପରେ ମୁଖ୍ୟ ପୂଜକ ବାବୁଲା ପଣ୍ଡାଙ୍କ ନେତୃତ୍ଵରେ…
Read More...

ଯୋଜନା ଉପରେ ଯୋଜନା : ହେଲେ ବେଲଘର ବାସୀଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ କି???

ଅନୁସନ୍ଧାନ ଭାରତ(ବ୍ୟୁର): ଅନଲାଇନ କଣ ଆମେ ଜାଣିନୁ ଏପରି ଭାବରେ ନିଜର ମନର ବ୍ୟଥାକୁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବେଲଘର ଗ୍ରାମ ପଞ୍ଚାୟତର ସମାଜସେବୀ ବାନାମ୍ବର ନାୟକ I ଯାହା ଦ୍ୱାରା କନ୍ଧମାଳ ଜିଲ୍ଲାର କୁଟିଆ କନ୍ଧ ଆଦିବାସୀ ଅଧ୍ୟୁଷିତ…
Read More...

ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଘୋଷଣା, ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍‌ଧ…

ଅନୁସନ୍ଧାନ ଭାରତ(ବ୍ୟୁର): ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି I ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ I ଏଥିରେ ୧୧ କୋଟି ଟଙ୍କା…
Read More...

ଅସହାୟ ଗରିବଙ୍କୁ ନିଜ ଖର୍ଚ୍ଚରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ କୋଟଗଡର ସିଆରପିଏଫ ଯବାନ….

ଅନୁସନ୍ଧାନ ଭାରତ(ବ୍ୟୁର): କୋଟଗଡ ଜି-୮ ବାଟାଲିୟନ ସିଆରପିଏଫ ତରଫରୁ ୧୦୦ଜଣ ଅସହାୟ ଲୋକଙ୍କୁ ଶୁଖିଲା ରାସନ ସାମଗ୍ରୀ ଚାଉଳ, ଆଳୁ, ପିଆଜ, ସରିଷ ତେଲ ଇତ୍ୟାଦି ବଣ୍ଟନ କରା ଯାଇଛି I ଯବାନଙ୍କ କହିବାନୁଯାଇ କୋବିଡ ସମୟରେ ବହୁ ଲୋକ ରୋଜଗାର ହରାଇ ବହୁ କଷ୍ଟରେ ଚଳୁଛନ୍ତି I ତେଣୁ ଯବାନମାନେ ନିଜ…
Read More...