ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମପଡ଼ା ଗ୍ରାମ ଡପା ସାହିରେ ଏକ ଦୁଃଖ ଦାୟକ ଘଟଣା ଘଟିଛି I ଏହି ଗ୍ରାମର ଜଣେ ମହିଳାଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି I ମହିଳା ଜଣକ ବିଲରେ ଧାନ ତଳି ଲଗାଇବାକୁ ଯାଇ ଘରକୁ ଫେରି ଖାଇସାରି ପରେ ବାରିପଟେ କଂସା ବାସନ…
Read More...
Read More...