କନ୍ଧମାଳ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ପାଳିତ ହେଲା ବଡ଼ଦିନ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ଭାବରେ ପାଳିତ ହୋଇଛି ବଡ଼ ଦିନ I ବଡ଼ଦିନ ପର୍ଵ ଉପଲକ୍ଷେ ଘୁ.ଉଦୟଗିରି ବ୍ଲକର କନାବାଗେରି ଉତ୍ତର ଭାରତ ମଣ୍ଡଳୀ, ନୂଆସାହି ବାପଟିଷ୍ଟ ଚର୍ଚ୍ଚ, ମାଲିକା ପଡ଼ି ମାତୃ ମଣ୍ଡଳୀ ଠାରେ କୋଭିଡ ଗାଇଡ଼ ଲାଇନ ଅନୁସାରେ ଦିନରେ…
Read More...

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଘୁ.ଉଦୟଗିରି ପିଡବ୍ଲୁଡି ବଙ୍ଗଳା ଠାରେ…

ଅନୁସନ୍ଧାନ ଭାରତ(ବ୍ୟୁର): ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଘୁ.ଉଦୟଗିର ବିଜୁ ଜନତା ଦଳ ଏନଏସି ଓ ବ୍ଳକ ପକ୍ଷରୁ ସ୍ଥାନୀୟ ପିଡବ୍ଲୁଡି ଡାକ ବଙ୍ଗଳାରେ ଏନଏସି ସଭାପତି ଗୋପାଳ କୃଷ୍ଣ ମହାପାତ୍ର ଓ ବ୍ଳକ ସଭାପତି ଲିଙ୍ଗରାଜ କହଁରଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଆଉ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ , ଏପ୍ରିଲ ୨୨ସୁଦ୍ଧା ନିଯୁକ୍ତି…..

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ…
Read More...

ଖବର କାଗଜ ହକରମାନଙ୍କୁ ହକ୍‌ ଦେଲେ ମୁଖ୍ୟମନ୍ତ୍ରୀ : ୭୩୦୦ ପଞ୍ଜୀକୃତ ହକର ପାଇଲେ ୬୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର…

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ୍‌ ପ୍ରଦାନ କରିଛନ୍ତି। ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ…
Read More...

ବାଲିଗୁଡା ଏସ.ଡି.ପି.ଓ ଗୁଣ୍ଡାଲା ରାଗବେନ୍ଦ୍ରଙ୍କ ଦବଙ୍ଗଗିରୀ, କାର୍ଯ୍ୟରତ ସାମ୍ୱାଦିକଙ୍କୁ ଦୁର୍ବ୍ୟବହାର ସହ ମିଥ୍ୟା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏସ.ଡି.ପି.ଓ ଙ୍କ ଦୁର୍ବ୍ୟବହାର ସହ ଫୋନରେ ଗଞ୍ଜେଇ ମାମଲାରେ ଛନ୍ଦୀ ଦେବାକୁ ଧମକ ଦେଇ ଥିବା ଅଭିଯୋଗ ହୋଇଛି I ବାଲିଗୁଡାର ଦୈନିକ ଖବର କାଗଜ ଓଡିଶା ଭାସ୍କରରେ କାର୍ଯ୍ୟରତ ସାମ୍ବାଦିକ ସୁବ୍ରତ କୁମାର…
Read More...

ଘୁ.ଉଦୟଗିରିରେ ତୁଷାରପାତ:ରାତି ତାପମାତ୍ରା ୪ ଡିଗ୍ରୀ ତଳେ, ଦିନରେ ଅସମ୍ଭାଳ ଜାଡ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପ୍ରବଳ ଶୀତ ଯୋଗୁଁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡୁଛି I ବର୍ତମାନ ଘୁ.ଉଦୟଗିରି ଅଞ୍ଚଳରେ ପାରଦ ୪ ଡିଗ୍ରୀ ତଳେ ରହୁଛି I ସନ୍ଧ୍ୟାରୁ ସକାଳ ୧୦ ଘଂଟିକା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଧୁନୀ ଜାଳି ଲୋକେ ନିଆଁ ପୁଇଁ ଥିବା ଦେଖିବାକୁ…
Read More...

ଜାଡରେ ଥରୁଛି ଘୁ.ଉଦୟଗିରି : କାଲୁଆ ପଡୁଛି ଦେହ, ନିଆଁର ସାହାରାରେ ଅଞ୍ଚଳବାସୀ…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଶୀତର ଲହରୀ ଜାରୀ ରହିଛି I ଏହାର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି I ଶୀତର ଲହରୀ ଆରମ୍ଭ ହେବା ମାତ୍ରକେ ଘୁ.ଉଦୟଗିରି ଠାରେ ଜିଲ୍ଲାର ସର୍ବାଧିକ ଜାଡ ଅନୁଭୂତ ହେଉଛି I ସନ୍ଧ୍ୟା ହେଲେ…
Read More...

କନ୍ଧମାଳ ଜିଲ୍ଲାରେ କଂଗ୍ରେସର ମିଶ୍ରଣ ପର୍ବ, ଯୋଗ ଦେଲେ ଓଏଫଏସ , ଓଏଏସଙ୍କ ସହ ଶତାଧିକ ବିଜେପି ଓ ବିଜେଡି…

କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ଓ ମିଶ୍ରଣ ପର୍ବ ଫୁଲବାଣୀ କରୋନେସନ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଛି I ଏହି ମିଶ୍ରଣ ପର୍ବରେ ଓଡିଶା ପ୍ରଭାରି ଡଃ ଚେଲ୍ଲା କୁମାର, ଓଡିଶା ସହାପ୍ରଭାରୀ ରୁଦ୍ର ରାଜୁ, ବିଧାୟକ ତାରାପ୍ରଶାଦ…
Read More...

କଳିଙ୍ଗା ଘାଟିରେ ମର୍ମନ୍ତୁଦ ବସ ଦୁର୍ଘଟଣା ୨୦ରୁ ଉର୍ଦ୍ଧ୍ଵ ଆହତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କଳିଙ୍ଗା ଘାଟିରେ ଆଜି ସଂନ୍ଧ୍ୟା ୬.୩୦ମି ସମୟରେ ଏକ ପଶ୍ଚିମବଙ୍ଗର ମେଦିନପୁର ଅଂଚଳର ପ୍ରାୟ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀବବସ ନମ୍ବର -WB-29A -2999ରେ ଦାରିଙ୍ଗବାଡି ବୁଲିବାକୁ ଆସି ପୁରୀ ଯାଉଥିଲେ I ହେଲେ ଆଜି ଦାରିଙ୍ଗବାଡିରୁ…
Read More...

ଲେଉଟିଲା ଶୀତ: ଘୁ.ଉଦୟଗିରିରେ ପ୍ରବଳ ଜାଡ, ସକାଳ ୧୦ଟା ପର୍ଯ୍ୟନ୍ତ ଅନୁଭୂତ ହେଉଛି ଘନ କୁହୁଡ଼ି.

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଶୀତର ଲହରୀ ଫେରି ଆସିଛି I ଏହାର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସମେତ ବିଭିନ୍ନ ଅଞ୍ଚଳରେ ଶୀତ ଅନୁଭୂତ ହେଉଛି I ଶୀତର ଲହରୀ ଆରମ୍ଭ ହେବା ମାତ୍ରକେ ଘୁ.ଉଦୟଗିରି ଠାରେ ପ୍ରବଳ ଜାଡ ଅନୁଭୂତ ହେଉଛି I ସନ୍ଧ୍ୟା ହେଲେ ଥଣ୍ଡାର ପ୍ରଭାବ ଯୋଗୁଁ…
Read More...