ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧି ମୁହାଁମୁହିଁ, ଜନପ୍ରତିନିଧିଙ୍କ ପ୍ରଶ୍ନ ବାଣରେ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ପ୍ରଶାସକ ଓ ଜନପ୍ରତିନିଧି ମୁହାଁ ମୁହିଁ ହୋଇ ଥିବା ଦେଖା ଦେଇଛି I ମାତ୍ର କିଛି ଦିନ ପୂର୍ବେ ପାପଢ଼ାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜୟପୁର ବିଧାୟକଙ୍କ ମଧ୍ୟରେ ବିକାଶ କାମକୁ ନେଇ ମୁହାଁ ମୁହିଁ ପରିସ୍ଥିତି…
Read More...

ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟର (OUTR) ହେବ ନବକଳେବର: ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ(OUTR)ର ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି ବା CET ଭାବେ ପରିଚିତ ଥିଲା। ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ…
Read More...

ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ମିଟିଂ ଅନୁଷ୍ଠିତ: ବିଭିନ୍ନ ଉନ୍ନୟନ ମୂଳକ କାମ ଓ ଟେଣ୍ଡରରେ ହୋଇ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ କୋଉନ୍ସିଲ ସଭା ଅନୁଷ୍ଠିତ ହୋଇ ଯାଇଛି I ଏହି ବୈଠକରେ ଅଧକ୍ଷା ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ମୂଖ୍ୟ କିରାଣୀ ସତ୍ୟ…
Read More...

କିରୋସିନୀରେ ଚାଲୁଥିବା ଘରୋଇ ବସ ଉପରେ ଚଢ଼ାଉ କଲା ଖାଉଟି ଟିମି….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବସ ଷ୍ଟାଣ୍ଡରେ ଏକ ଘରୋଇ ଯାତ୍ରୀବାହୀ ବସ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି I ସୂଚନା ଅନୁଯାଇ ଜୁବୁଲି ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଖଜୁରିପଡାରୁ ବାଲିଗୁଡାକୁ ଆସୁଥିଲା I ଡିଜେଲ ଦର ବଢିଥିବାକୁ ନେଇ…
Read More...

ସହୀଦ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି…..

ଅନୁସନ୍ଧାନ ଭାରତ(ବ୍ୟୁର): ଯୁଦ୍ଧ ତଥା ଉଗ୍ର ବାଦ ର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହୀଦ ଓଡ଼ିଆ ଯବାନ ମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣକୁ ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟନାୟକ…
Read More...

ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ସମନ୍ୱିତ ସଭା ଗୃହ ଠାରେ ଆଜି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି I ଏହି ଆଲୋଚନା ଚକ୍ରରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର, ନଗର କଂଗ୍ରେସ…
Read More...

ଲୁଦୁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଲୁକନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ଼ ବ୍ଲକ ସୁବର୍ଣ୍ଣଗିରି ଠାରେ ରହି ଥିବା ଲୁଦୁ ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଅଣ୍ଟା ଭିଡ଼ି ଥିବା ଦେଖା ଦେଇଛି I କଂଗ୍ରେସ ଦଳର ନେତୃତ୍ୱରେ ବିଭିନ୍ନ ରାଜନୈତିକ ଦଳଙ୍କୁ ନେଇ ଲୁଦୁ ଠାରେ…
Read More...

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ ଟି ନୂଆ କୋର୍ଟ….

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠାପାଇଁ ସ୍ଥିର କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଠାରୁ ପ୍ରକାଶ । ଏ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅଦାଲତ…
Read More...

ବିଷ ବଳୟରେ ଘୁ.ଉଦୟଗିରି ପୌରାଞ୍ଚଳ, ସାଲୁଙ୍କି ନଦୀ ଗର୍ଭକୁ ନିଷ୍କାସିତ ହେଉଛି ସହରର ମଇଳା ଓ ଆବର୍ଜନା…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ I ଏହି ପରିଷଦ ୧୭/୧୨/୧୯୭୯ ମସିହାରେ ଗଠିତ ହୋଇ ଥିଲା I ଵିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହେବାର ୪୧ ବର୍ଷରୁ ଉର୍ଦ୍ଧ୍ବ ବିତି ଯାଇ ଥିଲେ ସୁଦ୍ଧା ଅଞ୍ଚଳରେ ଆଖି ଦୃଶିଆ ଭାବରେ ବିକାଶ ହୋଇ ନ ଥିବା ଅଂଚଳରେ…
Read More...

ବାଲିଗୁଡ଼ାରେ କାଳବୈସାକ୍ଷୀର ତାଣ୍ଡବ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ବାଲିଗୁଡା ଠାରେ କାଳବୈସାକ୍ଷୀର ତାଣ୍ଡବ ଦେଖିବାକୁ ମିଳିଛି I ଯାହାରି ଫଳରେ ବାଲିଗୁଡା ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ଦାଣ୍ଡପଦର ୪ ନମ୍ବର ୱାର୍ଡର ଝୁମୁକି ନାୟକଙ୍କ ଘର କାଳବୈସାକ୍ଷୀ ଉଡେନେଇ ନେଇଥିବା ଦେଖିବାକୁ ମିଳିଛି I ଘରେ କେବଳ ମା…
Read More...