କଂଗ୍ରେସ ଦଳର ଟାଣୁଆ ନେତା ସ୍ୱର୍ଗତ ଲଲାଟେନ୍ଦୁ ମହାପାତ୍ର (ଲୁଲୁ)ଙ୍କ ୬୨ତମ ଜନ୍ମ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଲୁଲୁ ମହାପାତ୍ର ସ୍ମୃତିକମିଟି ତରଫରୁ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର ୬୨ତମ ଜନ୍ମ ଦିବସ କଂଗ୍ରେସ ଭବନ ସମ୍ମୁଖରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରା ବାଣୀବିହାର ଠାରୁ ବାହାରି ରୂପାଲି ଛକ, ସତ୍ୟନଗର, ରାମମନ୍ଦିର ଛକ,…
Read More...

ଶୈବ ପୀଠରେ ଭକ୍ତଙ୍କ ଭିଡ଼, ମନ୍ଦିର ପ୍ରତିଷ୍ଠା ପାଇଁ ବ୍ରାହ୍ମଣୀଗାଁ ଉତ୍ସବ ମୁଖର….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ବାବା ଶ୍ରୀ ମୁକ୍ତେଶ୍ଵର  ବ୍ରାହ୍ମଣୀଗାଁ, ନୀଳକଣ୍ଠେଶ୍ଵର ଗଦାପୁର, ଜଳେଶ୍ଵର ବାବା ଦାରିଙ୍ଗବାଡି, ସୋମନାଥ ବାବା ସିମନବାଡ଼ି, ଜଳେଶ୍ଵର ବାବା ସୋନୁପୁର,…
Read More...

ନୂତନ ଶିକ୍ଷାନୀତି ୨୦୨୫ ” ପ୍ରବୋଧନ ” ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଧେଶ କ୍ରମେ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ପ୍ରାଥମିକ  ଶିକ୍ଷାର "ପ୍ରବୋଧନ " ତାଲିମ ଅନୁଷ୍ଠିତ  ହୋଇଯାଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ…
Read More...

ଦାରିଙ୍ଗବାଡିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ…..

-ସାମୂହିକ ୯୩ , ବ୍ୟକ୍ତିଗତ ୭୩ଟି ଅଭିଯୋଗର ହେଲା  ଶୁଣାଣୀ ବ୍ରାହ୍ମଣୀଗାଁରେ ନେଟୱର୍କ ଓ ପାନୀୟ ଜଳ ଯୋଗାଣ ନିମନ୍ତେ ଅଭିଯୋଗର ଶୁଣାଣୀ ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ…
Read More...

କାଶୀନଗର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ….

ପାରଳାଖେମଣ୍ଡି(ପ୍ରବୀଣକୁମାରଲିମା): ଗଜପତି ଜିଲ୍ଲା କାଶୀନଗର ବ୍ଲକ ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ  ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି  । ଏହି ଅଭିଯୋଗ ଶୁଣାଣିରେ ଗଜପତି  ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ…
Read More...

କେବେ ହେବ ବୁରୁଡ଼ା ଗ୍ରାମ ଠାରୁ ପେଦାମାଡ଼ି ରାସ୍ତା…..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ  ବୁରୁଡ଼ା ଠାରୁ କାଶୀନଗରକୁ ସଂଯଗ କରୁଥିବା ଏହି ରାସ୍ତା ବର୍ଷ ବର୍ଷ ଧରି ମରଣ ଜନ୍ତା ପାଲଟିଛି  l ଏହି ରାସ୍ତା ଦେଇ କାଶୀନଗର କଲେଜକୁ ଯିବା ପାଇଁ ବହୁତ କମ ସମୟ ଲାଗିଥାଏ l ଏହି  ରାସ୍ତାର…
Read More...

ବ୍ରାହ୍ମଣୀଗାଁରେ ଧୁମଧାମରେ ପାଳନ ହେଲା ମା ମେରୀ ପର୍ବ…..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ କାଥଲିକ ଚର୍ଚ୍ଚ ପକ୍ଷରୁ ମା ' ମେରୀ ଙ୍କ ପର୍ବ ଧୁମ ଧାମ ରେ ପାଳନ କରାଯାଇଅଛି । ଏହି ଅବସରରେ ମା ମେରୀଙ୍କ ପୀଠରେ ମିଳିତ ଦିବ୍ୟ ଯଜ୍ଞର ଆୟୋଜନ କରାଯାଇ ଥିଲା l କଟକ ଭୁବନେଶ୍ଵର…
Read More...

ରା.ଉଦୟଗିରି ବ୍ଲକରେ ପଡିଲା ଭାରତ ବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ….

ରା.ଉଦୟଗିରି(ଆକାଶ ଦାସ): ଆରଏସ୍ଏସ୍ ଓ ବିଜେପିର ଡ଼ବଲ ଇଞ୍ଜିନ ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୁଦ୍ଧରେ ଧର୍ମଘଟ ତଥା ଭାରତ ବନ୍ଦକୁ ରା.ଉଦୟଗିରି ବ୍ଲକରେ ସମ୍ପୂର୍ଣ୍ଣ ରୂପେ  ସମର୍ଥନ  କରାଯାଇଛି  l  ରା. ଉଦୟଗିରି ବ୍ଲକ ସଦର ମହକୁମା ସମେତ ମହେନ୍ଦ୍ରଗଡ, ଛେଳିଗଡ଼ ଓ ରାମଗିରି…
Read More...

ଧରାକୋଟ ନେତାଜୀ କ୍ଲବ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ..

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଦେଶର 77 ତମ ସାଧାରଣ ତନ୍ତ୍ର ଦିବସ ଧରାକୋଟ ସ୍ଥିତ ନେତାଜୀ କ୍ଲବ ତରଫରୁ ବେଶ ଆଡମ୍ବର ସହିତ ପାଳିତ ହୋଇଯାଇଛି । କ୍ଲବର ସଭାପତି ସୁନିଲ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେରେ ଆୟୋଜିତ ଏହି ଉତ୍ସବରେ ଅବସରପ୍ରାପ୍ତ ବରିଷ୍ଠ…
Read More...

ଘୁ. ଉଦୟଗିରି ବ୍ଲକ ପ୍ରେକ୍ଷାଳୟରେ “ଘୁ.ଉଦୟଗିରି ଶୀତ ମହୋତ୍ସବ” ପ୍ରସ୍ତୁତି ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ତଥା ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି ଠାରେ ଚଳିତ ବର୍ଷ ଫେବୃଆରୀ ୩ରୁ୭ ତାରିଖ ୫ ଦିନ ଧରି ଅନୁଷ୍ଠିତ ହେବ ସଂସ୍କୃତି ପରମ୍ପରାର ମିଳନ ଘୁ.ଉଦୟଗିରି ଶୀତ ମହୋତ୍ସବ"ତୁଷାର" । ଏହି ମହୋତ୍ସବ ନିମନ୍ତେ ଆଜି…
Read More...