ବାର୍ନ୍ଦାପଡ଼ା ଆନନ୍ଦେସ୍ୱର ମନ୍ଦିର ପରିସରରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା  ହୋମଗାର୍ଡ ସଂଘର ଆଲୋଚନା କ୍ରମେ କାର୍ତ୍ତିକ ପୂର୍ଣ୍ଣିମା  ଉପଲକ୍ଷେ ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ବାର୍ନ୍ଦାପଡ଼ା ଆନନ୍ଦେସ୍ବର ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା…
Read More...

ରାୟଗଡ ଜିଲ୍ଲା ଗୁଣପୁର ଟାଉନ ହଲ ଠାରେ ଦୁର୍ନୀତି ନିବାରଣ ସଚେତତା ସପ୍ତାହ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜିକାର ସମାଜରେ ବଢି ଚାଲିଥିବା ଦୁର୍ନୀତି ରୋକିବା ଦିଗରେ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗର ଚଢ଼ାଉ ଏବଂ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ହୋଇ ପାରୁନି । ଏହାକୁ ରୋକିବାରେ ଜନ ସଚେତତାର ଆବଶ୍ୟକତା ଅବସମ୍ଭାବି ହୋଇ ପଡ଼ିଛି । ଜନସଚେତନତା ନିମନ୍ତେ ରାଜ୍ୟ ସରକାରଙ୍କ…
Read More...

ପଦ୍ମପୁର ଉପନିର୍ବାଚନ ନିମନ୍ତେ କମିଟି ଗଠନ କଲା କଂଗ୍ରେସ…….

ଅନୁସନ୍ଧାନ ଭାରତ(ବ୍ୟୁର): ଆଗାମୀ ପଦ୍ମପୁର ଉପନିର୍ବାଚନ ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ମନ୍ତ୍ରୀ ଶ୍ରୀ କିଶୋର ଚନ୍ଦ୍ର ପଟେଲ ଅଧ୍ୟକ୍ଷ ରହିଥିଲା ବେଳେ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ଆବାହକ…
Read More...

ଦୁର୍ଗମ ଅଂଚଳ ଶ୍ରୀରାମପୁରରେ ସିଆରପିଏଫର ଜନ ସମ୍ପର୍କ ଶିବିର ଆୟୋଜିତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁର ସିଆରପିଏଫ ୮ମ ବାଟାଲିଅନ ପକ୍ଷରୁ ଆଜି ଏକ ଜନ ସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଜରିଆରେ ଦୁର୍ଗମ ଅଂଚଳରେ ସାଧାରଣ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ପାଇଁ କରାଯାଉଥିବା ଜଣାଇଛନ୍ତି…
Read More...

ଓଡ଼ିଶା ବଡ଼ଚଣା ପେଟ୍ରୋଲ ଟାଙ୍କି ଠାରୁ ଆରମ୍ଭ ହେଲା ଚତୁର୍ଥ ଦିନର ଭାରତ ଯୋଡ଼ ଯାତ୍ରା, ଲୋକଙ୍କ ସହିତ ନବୀନ ଓ ମୋଦି…

ଅନୁସନ୍ଧାନ ଭାରତ(ବ୍ୟୁର):ଆଜି ପ୍ରଭାତରୁ ଚତୁର୍ଥ ଦିନର “ଭାରତ ଯୋଡ ଯାତ୍ରା-ଓଡ଼ିଶା” ବଡ଼ଚଣା ପେଟ୍ରୋଲ ଟାଙ୍କି ଠାରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା । ଯାଜପୁର ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ, ଚାଷୀ, ଶ୍ରମିକ, ବେକାର ଯୁବକ, ଛାତ୍ର ଓ…
Read More...

ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ଗୁଣପୁରର ୨୭ତମ ଵାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ଠାରେ ୨୭ତମ ଵାର୍ଷିକ କ୍ରୀଡ଼ା ସମାରୋହ ଯଥାରୀତି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହର ଉଦ୍ଘାଟନ ଉତ୍ସବରେ ସ୍ଥାନୀୟ ବନ।ଞ୍ଚଳ ଅଧିକାରୀ ଶ୍ରୀ ନୀଳମାଧବ ପାଢୀ ମୁଖ୍ୟ ଅତିଥି ଭାବେ…
Read More...

ବିବାଦ ଘେରରେ ଘୁ.ଉଦୟଗିରି ବ୍ଲକ ଅଧକ୍ଷା ଶୁଷମା ପ୍ରଧାନ, ଅଧକ୍ଷା ପିସି ଉପରେ ଗୁରୁତ୍ୱ ଦେଉଛନ୍ତି ଓ ପିସି ନେଉଛନ୍ତି…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବ୍ଲକରେ ଗତ କିଛି ଦିନ ହେଲା ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶୁଷମା ପ୍ରଧାନ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିଛି I ଏହି ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସପକ୍ଷରେ…
Read More...

ହିଞ୍ଜିଳିକାଟୁରେ କାର୍ତ୍ତିକେଶ୍ୱରଙ୍କ ପୂଜା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁରେ କାର୍ତ୍ତିକେଶ୍ୱର  ପୂଜା ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିଞ୍ଜିଳିକାଟୁ ପୈାରାଚଂଳ କେଉଟ ସାହି ଠାରେ  କାର୍ତ୍ତିକେଶ୍ୱର ପୂଜା  ନୀତିକାନ୍ତି  ସହ  ପାଳନ କରାଯାଇଛି । ଏହି କାର୍ତ୍ତିକେଶ୍ୱର ପୂଜା ଉତ୍ସବ  ପ୍ରତିବର୍ଷ…
Read More...

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ପ୍ରଥମ ସାମର୍ଥ୍ୟ ଦକ୍ଷତା ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଯେତିକି ଗୁରୁତ୍ୱ ଦେଉଛନ୍ତି ସେହିଭଳି କଳା ଏବଂ କଳାକାରଙ୍କୁ ମଧ୍ୟ ପ୍ରୋତ୍ସାହନ ଦେଇ ଆସୁଛନ୍ତି l ସେହିଭଳି କଳାକାରଙ୍କ ସାମର୍ଥ୍ୟ ଓ ଦକ୍ଷତାକୁ ମଧ୍ୟ ଗୁରୁତ୍ୱ ଦେଇଆସିଛନ୍ତି l ଏଥିନେଇ ରାଜ୍ୟସରକାରଙ୍କ ନିର୍ଦେଶ କ୍ରମେ ଆଜି…
Read More...

ରାସ୍ତା ଉପରେ ଗଛ ପଡ଼ି ଭାଙ୍ଗିଲା ବାଇକ…….

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସହରର ବସଷ୍ଟାଣ୍ଡ ଠାରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଯିବା ରାସ୍ତାରେ ଏଲଆଇସି ଅଫିସ ଛକ ଠାରେ ଗୁରୁବାର ଅପରାହ୍ନ ସମୟରେ ଏକ ବିରାଟ କାକପୋଇ ଗଛ ପଡ଼ି ଗୋଟିଏ ବାଇକ ଭାଙ୍ଗି ଚୁରମାର ହେବା ସହ ମୁଖ୍ୟରାସ୍ତା ଅବରୋଧ ହୋଇଥିଲା । ସୂଚନା ମୁତାବକ ଉକ୍ତ ଗଛଟି…
Read More...