ଘୁ.ଉଦୟଗିରି ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବ୍ୟବସାୟୀ ସଂଘ ସଭା ଗୃହ ଠାରେ ପ୍ରେସକ୍ଲବ ସଭାପତି ସମୀର କୁମାର ପାଢୀଙ୍କ ସଭାପତିତ୍ବରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି I ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ I ସମସ୍ତ ଖବରର…
Read More...

ଘୁ.ଉଦୟଗିରିରେ ରାଜ୍ୟର ସର୍ବାଧିକ ଶୀତ ଅନୁଭୂତ ବ୍ଲକ, ପ୍ରବଳ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଶୀତଋତୁର ଅନୁଭୂତି କହିଲେ କନ୍ଧମାଳ ଶୀତ କୁହିଁ ବୁଝାଏ l ସାରା ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହେବା ପରେ ଘୁ.ଉଦୟଗିରି ରାଜ୍ୟରେ ସର୍ବାଧିକ ଶୀତ ଅନୁଭୂତ ହୋଇଥିବା ଆଞ୍ଚଳିକ ପାଣିପାଗ ଦ୍ୱାରା ସୂଚନା ମିଳିଛି  l ବର୍ତ୍ତମାନ ଘୁ.ଉଦୟଗିରି ଠାରେ ୯.୬ ଡିଗ୍ରୀ ଶୀତ…
Read More...

ଦ୍ୱାଦଶ ଦିନରେ ଭାରତ ଯୋଡ଼ ଯାତ୍ରା ଯଶିପୁର ଠାରୁ ଆରମ୍ଭ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସକାଳେ ଯଶିପୁର ଠାରୁ “ଭାରତ ଯୋଡ଼ ଓଡ଼ିଶା”ର ଦ୍ୱାଦଶ ଦିନର ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରାକୁ ମୟୁରଭଞ୍ଜ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ ପରିଚାଳନା କରିଥିଲେ । ଭାରତ ଯୋଡ଼ ଯାତ୍ରୀମାନେ…
Read More...

ପିସିସି ପକ୍ଷରୁ ନେହେରୁ ଜୟନ୍ତୀ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ପବିତ୍ର ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ  କଂଗ୍ରେସ ନେତୃବୃନ୍ଦ ସକାଳେ ମାଷ୍ଟରକ୍ୟାଂଟିନ ଛକ…
Read More...

ସକାଳର ୨ୟ ସ୍ୱନକ୍ଷତ୍ର ଉପଲକ୍ଷେ ଗଜପତି ଜିଲ୍ଲା ସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ, ପ୍ରଥମ ସ୍ଥାନ ହାସଲ କଲେ…

ଅନୁସନ୍ଧାନ ଭାରତ(ବ୍ୟୁର): ‘ସକାଳ’ ଦୈନିକ ଓଡିଆ ଖବର କାଗଜର ୨ୟ ସ୍ୱନକ୍ଷତ୍ର ଅବସରରେ ୨ୟ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ୨୦୨୨ ଉପଲକ୍ଷେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମଧ୍ୟ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ବିଭାଗରେ…
Read More...

୬ଟିକିଆ ହାତୀପଲ ଘଉଡାଇବାରେ ବନ ବିଭାଗ ବିଫଳ, ହାତୀ ସହ ସେଲ୍ଫି ଓ ଭିଡିଓ ନେଉଛନ୍ତି ଲୋକେ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ୬ଟିକିଆ ହାତୀ ପଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦିର୍ଘ ଦିନ ହେବ ଲିମାବେଡା ଓ ଗୁଡା ଅଞ୍ଚଳରେ ଏହି ହାତୀ ପଲ୍ଲ ଘୁରି ବୁଲୁଛନ୍ତି । ଯାହାକି ଉଭୟ ବନ ବିଭାଗ ଏବଂ ଚାଷିକୂଳଙ୍କ ସମସ୍ୟା ନୟାନ୍ତ ହୋଇ ପଡୁଥିବା…
Read More...

ଧରାକୋଟ ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଧରାକୋଟ ଗ୍ରାମପଞ୍ଚାୟତରେ ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରା ଦିନ ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ହୋଇଛି l ଉକ୍ତ ପଦଯାତ୍ରାରେ ନାରିନେତ୍ରୀ ଶ୍ରୀମତୀ ପୁନମ କହଁର, ଜିଲ୍ଲା ପରିଷଦ ନନ୍ଦିନୀ ମଲ୍ଲିକ,…
Read More...

ବିଶ୍ୱ ମଧୁମେହ ଦିବସ ସହିତ ଶିଶୁ ଦିବସ ପାଳିତ, ସଚେତନ ସହ ଯୋଗ ପ୍ରାଣାୟାମ ଦ୍ବାରା ମଧୁମେହ ରୋଗ ହେବ ଦୁର….

ଅନୁସନ୍ଧାନ ଭାରତ(ବ୍ୟୁର): ଜୀବନକୁ ପିତା କଲାଣି ମଧୁମେହ ରୋଗ । ଦିନକୁ ଦିନ କାୟା ବିସ୍ତାର କରିବା ସହିତ ଯୁବ ପିଢିକୁ କବଳିତ କରି ଥିବାର ଦେଖା ଦେଇଛି । ଅବହେଳା ଏବଂ ଭ୍ରମଧାରଣା ଜଟିଳ ପରିସ୍ଥିତି ସ୍ରୁଷ୍ଟି କରିଛି । ସଠିକ୍ ସମୟରେ ପରୀକ୍ଷା ନକରିବା ଯୋଗୁଁ ଜୀବନ ନେଲାଣି ଏହି ନୀରବ ଘାତକ…
Read More...

ବରିଷ୍ଠ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ମାଲିକା ପଡ଼ି ପଞ୍ଚାୟତ ବାଡେନାଜୁ ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ପ୍ରଧାନ (୭୪)ଙ୍କ ଗତ ୧୨ ତାରିଖ ଦିନ ନିଜ ବାସଭବନରେ ଥିବା ସମୟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ସ୍ବର୍ଗତ ପ୍ରଧାନ ଶିକ୍ଷକ…
Read More...

ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ଦଶମ ଦିନର ଯାତ୍ରା ମୟୁରଭଞ୍ଜର ଗଡ଼ଦେଉଳିଆ ଠାରୁ ଆରମ୍ଭ କଲା, ମୟୁରଭଞ୍ଜ ଜିଲ୍ଲା ପ୍ରତି ନବୀନ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା- ଓଡ଼ିଶାର ଦଶମ ଦିନର ଯାତ୍ରା ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଗଡ଼ଦେଉଳିଆ ଠାରୁ ଆରମ୍ଭ ହୋଇଥିଲା । ଏକ ବିଶାଳ ଶୋଭାଯାତ୍ରା ବୈସିଙ୍ଗା ଠାରେ ପଂହଚିଥିଲା । ଜିଲ୍ଲା…
Read More...