ନୂତନ ଥାନା ଅଧିକାରୀଙ୍କ ରାୟଗଡ଼ ଥାନାରେ ଯୋଗଦାନ…
ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ଅଶ୍ୱିନ କୁମାର ଭିତିରୀୟା ଜଗଦାନ କରିଛନ୍ତି । କିଛି ଦିନ ତଳେ ଜିଲ୍ଲା ପୁଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀମାନଙ୍କ ବଦଳୀ ଆଦେଶ ଜାରି କରାଯାଇଥିଲା । ସେହି ପ୍ରକାରେ ଅଶ୍ୱିନ କୁମାର ଭିତିରୀୟାଙ୍କୁ…
Read More...
Read More...