ଘୁ.ଉଦୟଗିରି ଠାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ମିନି ଷ୍ଟାଡିୟମ୍ ଠାରେ ଘୁ.ଉଦୟଗିରି ବିଜୁ ଜନତା ଦଳ ତରଫରୁ ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି I ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ପ୍ରେମୀଙ୍କ…
Read More...

ଉତ୍ତର ଘୁମୁସର ବନଖଣ୍ଡ ରେ ପୁଣି ଦନ୍ତାର ମୃତ୍ୟୁ, ଛଅ ମାସରେ ପ୍ରାଣ ହରାଇଲେଣି ୪ ହାତୀ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି । ତାରସିଂ ବନାଞ୍ଚଳର ମାଣପୁର ବିଟ୍ ରେ ରହିଥିବା ବ୍ରାହ୍ମଣସାହି ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ପରିବା କ୍ଷେତରେ ଆଜି ସକାଳ ସମୟରେ ଏକ ଦନ୍ତାହାତୀର ମୃତ…
Read More...

କଳିଙ୍ଗ ମହାବିଦ୍ୟାଳୟରେ ଅଷ୍ଟମ ଦିବଶୀୟ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ଅଷ୍ଟ ଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ…
Read More...

ଖାଇବାକୁ ନ ପାଇ ହଷ୍ଟେଲ ଛାଡ଼ିଲେ ବୈପାରିଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ଛାତ୍ରାବାସର ଅନ୍ତେବାସୀ..

ଅନୁସନ୍ଧାନ ଭାରତ(ବ୍ୟୁର): ସରକାର ଶିକ୍ଷାର ଉନ୍ନତି ନିମନ୍ତେ ବହୁ ଅର୍ଥ ବ୍ୟୟ କରୁଛନ୍ତି। ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ ଯୋଜନା ମାଧ୍ୟମରେ ସରକାରଙ୍କ ପକ୍ଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଅନ୍ୟପକ୍ଷରେ ଖାଇବାକୁ ନପାଇ ସ୍କୁଲ ଓ ହଷ୍ଟେଲ ଛାତ୍ର ଛାଡ଼ି ଥିବା ଘଟଣା ପଦାକୁ…
Read More...

“ଝାରସୁଗୁଡ଼ାରେ ଭାରତ ଯୋଡ଼ ଯାତ୍ରା – ଓଡ଼ିଶାକୁ ବିପୁଳ ଜନସମର୍ଥନ, ଝାରସୁଗୁଡ଼ା ଜିଲ୍ଲାର ଯୁବକ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲାର ଭସ୍ମାଠାରୁ "ଭାରତ ଯୋଡ଼" ଯାତ୍ରା - ଓଡ଼ିଶାର ଯାତ୍ରା ଆରମ୍ଭ ହୋଇଥିଲା । ଯାତ୍ରୀମାନେ ଆଜି ଦିନସାରା ଝାରସୁଗୁଡ଼ା ସହର ପରିକ୍ରମା କରିଥିଲେ । ଅପରାହ୍ନରେ ଝାରସୁଗୁଡ଼ାର ବୃନ୍ଦା…
Read More...

ଦିବାଲୋକରେ ଯୁବତୀଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ, ବିଫଳ ହେବା ପରେ ଛୁ ମାରିଲେ ଲୁଟେରା….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅପରାହ୍ନ ପ୍ରାୟ 1 ଘଣ୍ଟା ସମୟରେ ସ୍ଥାନୀୟ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ଇଲେକ୍ଟ୍ରି ଅଫିସ ଛକ ନିକଟରୁ ଜଣେ ଯୁବତୀଙ୍କ ବେକରୁ ଚେନ ଲୁଟ ଉଦ୍ୟମ ହୋଇ ଥିବା ଘଟଣା ଘଟି ଥିବା ଅଭିଯୋଗ ହୋଇଛି I ଯୁବତୀ ଜଣକ ସ୍କୁଟି ଧରି ଠିଆ ହୋଇଥିବା…
Read More...

ବିରିଗାଁ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଚକାପାଦ ବ୍ଲକ ବପଲମେଣ୍ଡି (ବି) ଗ୍ରାମ ପଞ୍ଚାୟତର ବିରିଗାଁ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୂଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଦୁର୍ଗା ମାଧବ ସାହୁଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଆଞ୍ଚଳିକ ଡ଼ିଗ୍ରୀ କଲେଜରେ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ତରଫରୁ ୨୨ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ କ୍ରୀଡ଼ା ଉତ୍ସବର ମଶାଲ ଶୋଭାଯାତ୍ରାକୁ ପତାକା ଦେଖାଇ ମା…
Read More...

କୋଟିଆରେ ଗୋଷ୍ଠୀଗତ ପଟା ବଣ୍ଟନ ସହ ମେଗା ସ୍ଵାସ୍ଥ୍ୟ ଶିବିରର ଆୟୋଜନ…..

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ସରକାରଙ୍କ ଦ୍ଵାରା କୋଟିଆ ପଞ୍ଚାୟତର କୋଟିଆ ଏବଂ ନେରେଡ଼ିୱାଲାସା ଗ୍ରାମ ଠାରେ ପୃଥକ ପୃଥକ ଭାବେ କୋରାପୁଟ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଧେଶ କ୍ରମେ ପଟ୍ଟାଙ୍ଗି ତହସିଲ ଦ୍ଵାରା ବସ୍ତି ଜଙ୍ଗଲ ଅଧିକାରୀ ସିରୋନାମ ତଥା ଗୋଷ୍ଠୀ ଗତ ଜଙ୍ଗଲ ଜମି ପଟା ସହ…
Read More...

ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ଘୁ.ଉଦୟଗିରି ବ୍ଳକରୁ ୫୧ ଜଣ ଖେଳାଳିଙ୍କ ଫୁଲବାଣୀ ଯାତ୍ରା….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ପ୍ରେକ୍ଷାଳୟ ଗୃହରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ତଥା ବିଡିଓ ଆଶିଷ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କ ସହଯୋଗରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି I ବ୍ଲକର ୫୧ ଜଣ ପୁରୁଷ ଏବଂ ମହିଳା ବର୍ଗର ଖେଳାଳୀ…
Read More...