ପୌରପରିଷଦ ତରଫରୁ ହିଞ୍ଜିଳିକାଟୁରେ ଖୋଲିଲା ଜଳଛତ୍ର…..

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ପରିସରରେ ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ପାନୀୟ ଜଳସେବା ଯୋଗାଣ ଖୋଲାଯାଇ ପଣା ବଣ୍ଟନ ବ୍ୟବସ୍ଥା କରାଯାଇଛି । ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରାଙ୍କ…
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଯୁବକ ଗୁରୁତର….

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୂଜାଗଡ ଗ୍ରାମରେ ଦଣ୍ତଯାତ୍ରା ଉଦଯାପିତ ଅବସରରେ ସାଂସ୍କୃତିକ କାଯ୍ୟକ୍ରମରେ ଅଘଟଣ ଘଟି ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଜଣ ହେଲେ ମୂଜାଗଡ ଗ୍ରାମର ଦୟା ଜେନାଙ୍କ ପୁଅ ମୁକେଶ…
Read More...

ଭଞ୍ଜନଗର ଠାରେ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଅଧିନସ୍ଥ ଭଞ୍ଜନଗର ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ଆଜିଠାରୁ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଉଛି ।ଏହା ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ଅଗ୍ନିଶମ ସେବା ଦିବସ ପାଳନ ଅବସରରେ ସର୍ବଭାରତୀୟ ସ୍ତରରେ ସହୀଦ ହୋଇଥିବା କାର୍ଯ୍ୟରତ…
Read More...

ବାରୁଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ସାତ ବଖରା ଭସ୍ମୀଭୂତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅଧୀନ ବାରୁଡ଼ା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ଟି ପରିବାରର ପ୍ରାୟ ୭ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଏଭଳି…
Read More...

ପିସିସି ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ.….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ.ଭୀମରାଓ ଆମ୍ବେଦକରଙ୍କର ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ…
Read More...

ବିଶ୍ବନାଥପୁରରେ ବିଶ୍ବରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା…

ଅନୁସନ୍ଧାନ ଭାରତ(ବ୍ୟୁର): ବିଭିନ୍ନ ପ୍ରତିକୁଳ ପରିସ୍ଥିତିରେ ରହି ଶିକ୍ଷା ଗ୍ରହଣ ଓ ଜ୍ଞାନ ଅର୍ଜନ କରିବା ସହିତ ବିଶ୍ବର ସର୍ବ ବ୍ରୁହତ ଗ୍ରନ୍ଥ ସମ୍ବିଧାନ ଲେଖି ଭାରତର ଦଳିତ, ନିଷ୍ପେସିତ, ବଞ୍ଚିତ ତଥା ମହିଳାଙ୍କ ସମେତ ଦେଶର ସବୁ ବର୍ଗ ଓ ଶ୍ରେଣୀଙ୍କୁ ସାମାଜିକ ସମାନତା ଓ ନ୍ୟାୟ ପ୍ରଦାନ…
Read More...

ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନମ୍ବର -୪ ଶ୍ରୀରାମପଦା ଅଙ୍ଗନୱାଡ଼ି କେନ୍ଦ୍ର ପଛ ପଟୁ ବିବାହିତା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନମ୍ବର -୪ ଶ୍ରୀରାମପଦା ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପଛ ପଟୁ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଘୁ.ଉଦୟଗିରି ପୁଲିସ ଜବତ କରିଛି I ମୃତ ଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ…
Read More...

ଗୁଡ୍ ଫ୍ରାଇଡେ ଉପଲକ୍ଷେ ଖ୍ରୀଷ୍ଟୀୟ ସମାଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲା ପୋଡ଼ାଗଡ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଗୁଡ଼ ଫ୍ରାଇଡେ ତଥା ଶୁଭ ଶୁକ୍ରବାର ସକାଶେ ଏକ ରକ୍ତ ଦାନ ଶିବର ଅନୁଷ୍ଟିତ ହୋଇ ଯାଇଛି । ଉକ୍ତ ରକ୍ତ ଦାନ ଶିବିର ପରଜା ସୁକୁ ଓ ପୋଡାଗଡ ଖ୍ରୀଷ୍ଟୀୟ ଗ୍ରାମ ପଞ୍ଚାୟତର ସମସ୍ତ…
Read More...

ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ସାହପୁର ପଞ୍ଚାୟତର ହନ୍ତସ ଗ୍ରାମ ନିକଟସ୍ଥ ପାହାଡ଼ରୁ ପଥରବ୍ଲାଷ୍ଟିଂ ବନ୍ଦ ଦାବି କଲେ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଅଧିନସ୍ଥ ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ସାହପୁର ପଞ୍ଚାୟତର ହନ୍ତସ ଗ୍ରାମ ନିକଟସ୍ଥ ଖୋଳ ପାହାଡ଼ରୁ ବିପଦଜନକ ଭାବେ ପଥର ଫୁଟାଇବା ବନ୍ଦ କରିବା ପାଇଁ ହିଞ୍ଜିଳିର ପୂର୍ବତନ ବିଧାୟକ ଉଦୟନାଥ ନାୟକ ଦାବି କରିଛନ୍ତି । ଉକ୍ତ ଗ୍ରାମବାସୀଙ୍କ ଦାବିକୁ…
Read More...

ଟିକାବାଲି ପୁଲିସ ଦ୍ୱାରା ଗାଡି ଯାଞ୍ଚ କଡାକଡି…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ସ୍ଥିତ ଛାତିଝର, ଟିପାରିଗାଁ ଛକ ଏବଂ ବାହାଡା ସାହି ଛକ ଅଞ୍ଚଳରେ ଆଜି ଟିକାବାଲି ପୁଲିସ ଦ୍ୱାରା ରାସ୍ତା ରେ ଯାତାୟାତ କରୁଥିବା ପ୍ରତ୍ୟେକ ଗାଡ଼ିକୁ ତନ ତନକରି ଯାଞ୍ଚ କରା ଯାଉଥିବା ଦେଖିବାକୁ ମିଳିଛି I ସୂଚନା ଥାଉକି ଆଜି ଦିନ ୧୧…
Read More...