ଗାୟତ୍ରୀ ମହାବିଦ୍ୟାଳୟରେ ବାର୍ଷିକକ୍ରୀଡା ଉଦଘାଟିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସ୍ଥାନିୟ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଘାଟିତ ହୋଇଯାଇଅଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାସ, ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ। ଏହି ଉଦଘାଟନ କାର୍ଯ୍ୟକ୍ରମରେ…
Read More...

ମୀନାକ୍ଷୀ ବାହିନୀପତି ରାଜ୍ୟ ମହିଳା କଂଗ୍ରେସ ସଭାପତି ନିଯୁକ୍ତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡଗେ ଓଡିଶା ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଶ୍ରୀମତି ମିନାକ୍ଷୀ ଵାହୀନିପତିଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ବୋଲି ଏଆଇସିସି ସାଧାରଣ…
Read More...

ଭଞ୍ଜନଗର ବିଇଓ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର….

ଅନୁସନ୍ଧାନ ଭାରତ(ଵ୍ୟୁର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ଏସ. ଧନଞ୍ଜୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର -୨୦୨୩ ପାଇବେ। ସୋମବାର ଏହି ଖବର ଭଞ୍ଜନଗରରେ ପହଞ୍ଚିବା ପରେ ଶିକ୍ଷକ, କର୍ମଚାରୀମାନେ ଖୁସିବ୍ୟକ୍ତ କରିଛନ୍ତି। ବିଭିନ୍ନ ସଂଗଠନ ପକ୍ଷରୁ…
Read More...

ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପାଠ୍ୟଚକ୍ର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ନୂତନ ବର୍ଷର ଛାତ୍ରଛାତ୍ରୀ ସ୍ବାଗତ ସମ୍ବର୍ଦ୍ଧନା ଓ ପାଠ୍ୟଚକ୍ର ଅନୁଷ୍ଠିତ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ଏଥିରେ…
Read More...

ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ମେଗା କ୍ରୀଡା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବର ମେଗା କ୍ରିଡା ଉତ୍ସବ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ପୁରୁଣା ବସଷ୍ଟାଣ୍ଡ ଦକ୍ଷିଣ କାଳୀ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ମିନି ଷ୍ଟାଡିୟମ ରେ ପହଞ୍ଚିଥିଲା । ଷ୍ଟାଡିୟମରେ କ୍ରୀଡା ପରିଷଦ ର ପତକା…
Read More...

ସଙ୍କଟରେ ଜାତୀୟ ମାନ୍ୟତା ପ୍ରାପ୍ତ ଘୁମୁସରୀ ଗାଈ,୭ ତାରିଖରେ ଘୁମୁସରୀ ଗୋପଳ ସମୂହର ଗାଈଗୋରୁ ଧରି ରାଜ ରାସ୍ତାରେ…

ଅନୁସନ୍ଧାନ ଭାରତ(ବ୍ୟୁର): ସଙ୍କଟରେ ଜାତୀୟ ମାନ୍ୟତା ପ୍ରାପ୍ତ ଘୁମୁସରୀ ଗାଈ । ଚାରଣ ଭୂମୀ ଅଭାବ ସହ ଗୁହାଳ ଓ ଚାଷର ଘୋର ଅଭାବ ଭଳି ପ୍ରାୟ ୨୦ଟି ଅଭିଯୋଗର କୌଣସି କାର୍ଯ୍ୟକାରୀ ହେଉନଥିବାରୁ ପ୍ରତିବାଦରେ ଘୁମୁସରୀ ଗୋପଳ ସମିତି ପକ୍ଷରୁ ଆଗାମୀ ଦିନରେ ନିଜ ଗାଈଗୋରୁଙ୍କୁ ନେଇ ଧର୍ମଘଟ…
Read More...

ଗୁଣପୁରରେ ୭୫ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ…

ଅନୁସନ୍ଧାନ ଭାରତ(ଵ୍ୟୁର): ଗୁଣପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କଁହର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତି ବର୍ଣ୍ଣ ଧର୍ମ…
Read More...

ସ୍ଵାଭିମାନ ଯାତ୍ରା ପାଇଁ ବିଧାୟକଙ୍କ ବାଇକ ଶୋଭାଯାତ୍ରା….

ଅନୁସନ୍ଧାନ ଭାରତ(ବ୍ୟୁର):.କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି, ଦୁର୍ନୀତି, ଭ୍ରଷ୍ଟାଚାର ବୃଦ୍ଧି, ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି, ଦାଦନ ଶ୍ରମିକ ରୋକିବା, ବେକାରୀ ସମସ୍ୟାର ଦୂରୀକରଣ, ଚାକିରିର ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ ଉଭୟ ସରକାରଙ୍କୁ ଟାର୍ଗେଟ କରି…
Read More...

ନୂଆଁ ଓ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ….

ଅନୁସନ୍ଧାନ ଭାରତ (ବ୍ୟୂର): ଧରାକୋଟ ବ୍ଲକ ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଅଧିନରେ ଚାଲିଥିବା ନୂଆଁ ଓ   ଭାଷା ସାହିତ୍ୟ ସଂସ୍କୃତି ପ୍ରତିଯୋଗିତା ଓ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ର ଉଦଯାପନ ହୋଇଯାଇଛି। ଅଧ୍ୟକ୍ଷ…
Read More...

ଧରାକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ସାଧାରଣତନ୍ତ୍ର ଦିବସ ପାଳିତ…..

ଅନୁସନ୍ଧାନ ଭାରତ (ଵ୍ୟୁର: ଧରାକୋଟ ଅଞ୍ଚଳର ପୁରପଲ୍ଲୀ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଛି। ଧରାକୋଟ ରଥପଦା ଠାରେ ଆୟୋଜିତ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଯୋଗଦେଇ ଅଭିବାଦନ ଗ୍ରହଣ…
Read More...