ଗଞ୍ଜେଇ ଚାଲାଣକାରୀଙ୍କ ପାଇଁ ସେଫ ଜୋନ ହୋଇଛି ଗୁଣପୁର ସହର; ୭୬ କେଜି ଗଞ୍ଜେଇ ଜବତ, ୨ ଅଟକ…

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ରେଳ ଷ୍ଟେସନ ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଏଥ‌ିରେ ସମ୍ପୃକ୍ତ ଥ‌ିବା ୨ ଜଣ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖ୍ ପଚରାଉଚରା କରୁଛି । ପ୍ରାୟ ୭୬ କେଜି ଗଞ୍ଜେଇ ଜବତ ହୋଇଥ‌ିବା ବେଳେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ…
Read More...

ସିଞ୍ଜାକୁଟି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ….

ଦାରିଙ୍ଗବାଡ଼ି( ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସରାମୁଳି ପଞ୍ଚାୟତ ଅନ୍ତର୍ଗତ ସିଞ୍ଜାକୁଟି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ଗୁରବାର ଦିନ କନ୍ଧମାଳ ଜିଲ୍ଲା ଡଃ ଆଶିଷ ଈଶ୍ୱର ପାଟିଲଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଲିଖିତ ଦାବିପତ୍ର ପ୍ରଦାନ…
Read More...

ବଜ୍ରପାତରେ ଦୁଇ ଆହତ, ଫାଟିଲା ଘରର ଛାତ…

ଭଞ୍ଜନଗର(ନିଲୁ ବିଷୋୟୀ) : ଭଞ୍ଜନଗର ଥାନା ଅଧୀନ ତୁଳସୀପଲ୍ଲୀ ଗ୍ରାମରେ ଗୁରୁବାର ଅପରାହ୍ନ ସମୟରେ ବଜ୍ରପାତ ଘଟି ଗୋଟିଏ ପରିବାରର ୨ ଜଣ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତମାନେ ହେଲେ ବାଳକୃଷ୍ଣ ନାଇକ(୫୨) ଏବଂ ତାଙ୍କ ବୋହୂ ବାସନ୍ତୀ ନାଇକ । ଗୁରୁବାର ଅପରାହ୍ନ ସମୟରେ ପ୍ରବଳ…
Read More...

ଦଶପଲ୍ଲା ଥାନାରେ ରକ୍ତଦାନ ଶିବିର ଓ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ଉଦଘାଟିତ…

ନୟାଗଡ଼(ରତ୍ନାକର ହୋତା): ରକ୍ତଦାନ ମହାପୁଣ୍ୟ ଓ ରକ୍ତଦାନ ଜୀବନ ଦାନ । ଆଜିର ଦିନରେ ସମଗ୍ର ଓଡ଼ିଶାରେ ରକ୍ତ ହୀନତା ଜନିତ ରୋଗୀ, ମାତୃତ୍ଵ ଲାଭ କରୁଥିବା ମହିଳା, ଜୀବନର ଅପରାହ୍ନରେ ଉପନୀତ ବ୍ୟକ୍ତି, ସିକଲିନ୍ ପୀଡିତ ରୋଗୀ, ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ରୋଗୀ ଓ ଅପ୍ରତ୍ୟାଶିତ ଦୁର୍ଘଟଣାର…
Read More...

ଉଦେଶୃଙ୍ଗ ଗ୍ରାମରେ ଶିବଲିଙ୍ଗ ଆଭିର୍ଭାବ…

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): କଳାହାଣ୍ଡିଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗ ଗ୍ରାମରେ ଆଜି ସକାଳ ସମୟରେ ଜଣେ ମହିଳା ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କ୍ଷେତକୁ ଯିବା ସମୟରେ ଏକ ଶିବଲିଙ୍ଗ ଦୃଶ୍ୟମାନ ହୋଥିବାର ଲକ୍ଷ୍ୟ କରିଥିଲେ l ପରେ ଭୟଭୀତ ହୋଇ ଗାଁକୁ ଫେରିଆସି ଲୋକମାନଙ୍କୁ…
Read More...

ନୂଆପଡାର ନୂତନ ଜିଲ୍ଲାପାଳ ହେଲେ ମଧୁସୂଦନ

ନୂଆପଡା: (ବିରବଲ ପ୍ରଧାନ)  ଓଡିଶା ରେ ଭାରତୀୟ ଜନତା ପାର୍ଟି ର ନେତୃତ୍ବରେ ମୋହନ ସରକାର ଆସିବା ପରେ ଆଇଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଥିବା ବେଳେ ନୂଆପଡା ଜିଲ୍ଲାପାଳ ହେମାକାନ୍ତ ସାୟଙ୍କୁ ମୟୁରଭଞ୍ଜ ର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ନୂଆପଡା ଜିଲ୍ଲା ନୂତନ…
Read More...

ଆଠଗଡ଼ ବିଡିଓ ଗିରଫ

ଭୁବନେଶ୍ୱର: ଆଠଗଡ଼ ବିଡିଓ ପ୍ରଦୀପ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗତକାଲି ଭିଜିଲାନ୍ସ ପ୍ରଦୀପଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଥିଲା । ଭୁବନେଶ୍ୱରରେ ୨ଟି କୋଠା ଓ  ଗୋଟଏ ଫ୍ଲାଟ ଠାବ କରାଯାଇଥିଲା ।…
Read More...

ଆଇସ୍କ୍ରିମ ଫ୍ୟାକ୍ଟ୍ରି ଉପରେ ଚଢ଼ଉ

ବେଆଇନ ଆଇସ୍କ୍ରିମ ଫ୍ୟାକ୍ଟ୍ରି ପାରାଦୀପରେ ଚାଲିଥିଲା। ଖାଦ୍ୟ ନିରାପତ୍ତା ଅଧିକାରୀ  ଭିତରଗଡ଼ ବସ୍ତିରେ ଚାଲିଥିବା ଆଇସ୍କ୍ରିମ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଛନ୍ତି। ବିନା ଲାଇସେନ୍ସ ଓ ବିନା ଆବଶ୍ୟକ କାଗଜପତ୍ରରେ ଦୀର୍ଘ ଦିନରୁ ସେଠାରେ ଫ୍ୟାକ୍ଟ୍ରି ଚାଲିଥିଲା। ପ୍ରସ୍ତୁତ ହେଉଥିଲା…
Read More...

ରାଜ୍ୟରେ ଖୋଲିବନି ନୂଆ ମଦଦୋକାନ

ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ଗୁରୁବାର ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ବଡ଼ ଘୋଷଣା କରିଛନ୍ତି ।   ସେ କହିଛନ୍ତି ଯେ ରାଜ୍ୟରେ ଆଉ ନୂଆ ମଦ ଦୋକାନ ନଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଚୋରା ମଦ ବିକ୍ରି ବନ୍ଦ କରାଯିବାକୁ ପଦକ୍ଷେପ…
Read More...

କେଭିଙ୍କ ନାମରେ ମାମଲା

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କ ନାମରେ ନିର୍ବାଚନୀ ମାମଲା ରୁଜୁ ହୋଇଛି । କେ ଭି ନିର୍ବାଚନ ବେଳେ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ପରାଜିତ ପ୍ରାର୍ଥୀ ସରୋଜ ମେହେର ଅଭିଯୋଗ କରିଛନ୍ତି । ସ୍ଥାବର ଅସ୍ଥାବର ସମ୍ପତ୍ତି ଓ ଅପରାଧିକ ତଥ୍ୟ କେ ଭି ସିଂହଦେଓ ଲୁଚାଇଥିବା ଶ୍ରୀ…
Read More...