ଗୁମ୍ମା ବ୍ଲକ ମିଞ୍ଜିରି ଗ୍ରାମରେ ଭୁସ୍କଳନ…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ଗ୍ରାମ ପଞ୍ଚାୟତ ମିଞ୍ଜିରି ଗ୍ରାମରେ ଗତ ରାତି 3 ଘଣ୍ଟା ସମୟରେ ଭୁସ୍କଳନ ହୋଇଥିବା ଜଣାପଡିଛି । ସମସ୍ତ ଜନ ସାଧାରଣ ତଥା ଗୃହ ପାଳିତ ପଶୁ ପକ୍ଷୀ ସମ୍ପୂର୍ଣ ନିରାପଦରେ ଥିବା ସୂଚନା । ଶତାଧିକ କାଜୁ ଗଛ ଓ…
Read More...

ରାମଗିରିଠାରେ ଭାରତବନ୍ଦର ପ୍ରଭାବ ଯୋଗୁଁ ଯାତାୟାତ ଠପ…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଅଞ୍ଚଳରେ ଭାରତବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟଙ୍କ ଅନୁସୂଚୀତ ବର୍ଗଙ୍କ ମଧ୍ୟରେ ଆନ୍ତରୀଣ ସଂରକ୍ଷଣ ନିଷ୍ପତ୍ତିକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ଆଦିବାସୀ ମୋର୍ଚ୍ଚା ଏବଂ ବିଭିନ୍ନ ଆଞ୍ଚଳିକ…
Read More...

ଏସଟି ଓ ଏସସି ସୁରକ୍ଷା ମହାସଂଘ ପକ୍ଷରୁ ଭାରତ ବନ୍ଧ…

ଭବାନୀପାଟଣା(ତୁଳମଣି ନାଗ): ଉଚ୍ଚତମ ନ୍ୟାୟାଳୟ ଦ୍ବାରା ଏସ.ଟି ଓ ଏସ.ସି ମାନଙ୍କର ଉପବର୍ଗୀକରଣ ଏବଂ କିମିଲେୟାର ସମ୍ବନ୍ଧୀୟ ଦେଇଥିବା ରାୟ ବିରୋଧରେ ST/SC ସୁରକ୍ଷା ମହାସଂଘ ପକ୍ଷରୁ ଭାରତ ବନ୍ଧ ଡାକରା ଦେଇଥିବା ବେଳେ କଳାହାଣ୍ଡି ଶାଖା ପକ୍ଷରୁ ମଧ୍ୟ ଜିଲ୍ଲାର କେସିଙ୍ଗା , କର୍ଲାମୁଣ୍ଡା,…
Read More...

କୃଆଁରିଆ ବ୍ରୀଜ୍ ରାସ୍ତା ମରାମତି, ଟ୍ରାଫିକ ଜାମ୍ ….

ନୟାଗଡ଼(ରତ୍ନାକର ହୋତା): ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ଦୂର୍ଗା ବଜାର ସନ୍ନିକଟ କୁଆଁରିଆ ବ୍ରିଜ ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥା ନେଇ ଗଣମାଧ୍ୟମରେ ତୁହାକୁ ତୁହା ଖବର ପ୍ରକାଶ ପାଇବା ପରେ ସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ କାର୍ଯ୍ୟ ମନ୍ଥର ଗତିରେ ଚାଲି ଥିବାରୁ ବ୍ୟସ୍ତ…
Read More...

ଭାରତ ମହାବନ୍ଦ୍ ପ୍ରଭାବରେ ସାରା ବୌଦ୍ଧ ଜିଲ୍ଲା ବନ୍ଦ୍…

ବୌଦ୍ଧ(ଅବବୁ ବକର ସିଦ୍ଦିକ): ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅଗଷ୍ଟ ୨୧ ତାରିଖରେ ଭାରତ ମହାବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ସଫଳ କରିବା ପାଇଁ ଆଜି ସକାଲୁ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡା ଗାନ୍ଧୀ ଛକଠାରେ ଜାତୀୟ ରାଜପଥ 57 ଉପରେ ଅନୁସୂଚିତ ଜାତି ଓ ଜନଜାତି…
Read More...

ଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ….

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁମ୍ମା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପିତମଣି ରଇତ ଅଧ୍ୟକ୍ଷତା କରିଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ…
Read More...

ଗୋଲାମୁଣ୍ଡା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ….

ଭବାନୀପାଟଣା/ଗୋଲାମୁଣ୍ଡ(ତୁଳମଣି ନାଗ/ ଅଶ୍ୱିନୀ ମଲିକ): ଗୋଲାମୁଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପ ଜିଲ୍ଲାପାଳ ଧର୍ମଗଡ ଧିମନ ଚକମା, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,…
Read More...

ମାଲକାନଗିରି ସଦରର ବିଭିନ୍ନ ସମସ୍ୟାକୁ ନେଇ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସାମାଜିକ କର୍ମୀ ମାନଙ୍କ ମଧ୍ୟରେ…

ମାଲକାନଗିରି(ବିକାଶ କୁମାର ଦଣ୍ଡସେନା): ଅନେକ ଦିନ ହେଲାଣି ମାଲକାନଗିରି ସଦର ମହକୁମାର ମୁଖ୍ଯ ରାସ୍ତା ଗୁଡ଼ିକ ଉପରେ ଗାଈ ଗୋରୁଙ୍କ ଡ଼େରା, ଡ୍ରେନ ଉପରେ ଅବୈଧ ଉଠା ଦୋକାନ ଏବଂ ସ୍ଥାନୀୟ ବସ ଷ୍ଟାଣ୍ଡ ଭିତରକୁ ଯିବା ରାସ୍ତା ମରାମତି ସମସ୍ୟାକୁ ନେଇ ଆଜି ମିରର ଅଫ୍ ମାଲକାନଗିରିର ସମାଜ ସେବୀ…
Read More...

୯୮ଟି ଅଭିଯୋଗ ଶୁଣିଲେ ଭଞ୍ଜନଗର ଉପଜିଲ୍ଲାପାଳ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଶୁଣାଣି ଶିବିର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକ…
Read More...

ଖରିଆର ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ନୂଆପଡା(ବିରବଲ ପ୍ରଧାନ): ଖରିଆର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ଆସିଥିବା ଅଭିଯୋଗ ସବୁର ସମାଧାନ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ପ୍ରଥମ ଥର ପାଇଁ…
Read More...