ରାମଗିରିରେ ମାଁ କୁରେଇଶୁଣୀଙ୍କ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ….

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଠାରେ ଅବସ୍ଥିତ ପ୍ରସିଦ୍ଧ ମାଁ କୁରେଇଶୁଣୀଙ୍କର ବାଲିଯାତ୍ରା ଆରମ୍ଭ ହୋଇଯାଇଛି l ଏହି ଯାତ୍ରା ବାରଦିନ ଧରି ହେବାକୁ ଥିବା ବେଳେ ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଅଶ୍ବୀନ କୃଷ୍ଣପକ୍ଷ ତୃତୀୟାରୁ ତଥା ଗତ…
Read More...

ଜୟବାହାଲ ଉଚ୍ଚ ବିଦ୍ୟାଳୟ ରେ ଶିଶୁମହୋତ୍ସବ ସୁରଭି ଅନୁଷ୍ଠିତ….

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ  ରୋକାଲ ଗ୍ରାମ ପଂଚାୟତ ସ୍ଥିତ ଜୟବାହାଲ ଉଚ୍ଚ ବିଦ୍ୟାଳୟ ଠାରେ ସୁରଭି ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉଦଘାଟନି ଉତ୍ସବରେ ଠାକୁର ବାଗ ସରପଞ୍ଚ ରୋକାଲ ଗ୍ରାମପଞ୍ଚାୟତ ମୁଖ୍ୟ ଅତିଥି ରୂପେ ଅଳଙ୍କୃତ ହୋଇ ଏହି…
Read More...

ଶଙ୍ଖ ଭବନରେ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ….

ବରିଷ୍ଠ ନେତୃବୃନ୍ଦଙ୍କ ସହ ନବୀନ ପଟ୍ଟନାୟକଙ୍କ ବିଚାର ବିମର୍ଶ l ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ଆରମ୍ଭ, ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୬ ରେ ସରିବ । ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା l ଗୋପବନ୍ଧୁଙ୍କ ଜୟନ୍ତୀରୁ ଦୁଇ ମାସ ବ୍ୟାପୀ ଚାଲିବ ସଭ୍ୟ…
Read More...

କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାର ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…..

ସଂଗଠନକୁ ମଜବୂତ କରିବା ପାଇଁ ପରାମର୍ଶ ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରନ୍ତୁ: ନବୀନ ପଟ୍ଟନାୟକ ଅନୁସନ୍ଧାନ ଭାରତ(ବ୍ୟୁର): ଗତକାଲି ଅର୍ଥାତ ଗୁରବାର ଦିନ ଶଙ୍ଖ ଭବନ ଠାରେ  ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ସାଂଗଠନିକ ପଦାଧିକାରୀ  ଓ ନେତୃ ବୃନ୍ଦଙ୍କ  ବୈଠକ…
Read More...

ମୁର୍ଛ୍ଛା ରୋଗରେ ଆକ୍ରାନ୍ତ ଦୁଇ ହୋଷ୍ଟେଲ ଛାତ୍ରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…

ରା.ଉଦୟଗିର(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକର ଖଣି ସ୍ଥିତ ଆଶ୍ରମ ଉଚ୍ଚ ବିଦ୍ୟାଳୟ ହଷ୍ଟେଲର  ଦୁଇ ଜଣ ଛାତ୍ରୀ ମୁର୍ଛ୍ଛା ବେମାରରେ ଆକ୍ରାନ୍ତ ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରେ ଜଣେ ପ୍ରଥମ ଓ ଅନ୍ୟଜଣେ ନବମ ଶ୍ରେଣୀ ଛାତ୍ରୀ l ସେମାନଙ୍କୁ ପ୍ରଥମେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…
Read More...

ବିଶ୍ବଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ, ଅକ୍ଟୋବର ୨୩ରେ ଶୁଭଖୁଣ୍ଟି ସ୍ଥାପନ…..

ଭଞ୍ଜନଗର(ନିଲୁ ବିଷୋୟୀ): ବିଶ୍ବର ମଙ୍ଗଳ ଏବଂ ଜଳବାୟୁ ସନ୍ତୁଳନ ରକ୍ଷା କରିବା ଉଦ୍ଦେଶ୍ୟରେ ଭଞ୍ଜଗରରେ ବିଶ୍ବଶାନ୍ତି ମହାଯଜ୍ଞ ହେବ । ମହାଆଡମ୍ବର ସହକାରେ ଆସନ୍ତା ନଭେମ୍ବର ୨୨ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଭଞ୍ଜନଗରରେ ଏକ ବିଶାଳ ବିଶ୍ୱଶାନ୍ତି ମହାଯଜ୍ଞ ସ୍ଥାନୀୟ ନିୟନ୍ତ୍ରିତ ବଜାର…
Read More...

ଜାତି ଜନଗଣନା, ସାମ୍ବିଧାନିକ ସଂରକ୍ଷଣ ନେଇ ଦୃଢ଼ ଦାବି କଲେ କଂଗ୍ରେସ ନେତା ଶ୍ରୀକାନ୍ତ ଓ କାଡାମ….

ST-SCଙ୍କୁ ଡାକ୍ତରୀ ଓ ବୈଷୟିକ ଶିକ୍ଷାରେ ସଂଖ୍ୟାନୁପାତରେ ସଂରକ୍ଷଣ ଦାବି କଲେ ଅନନ୍ତ ସେଠି ଶିକ୍ଷାରେ ଆଦୌ ସଂରକ୍ଷଣ ପାଉ ନାହାନ୍ତି ପଛୁଆବର୍ଗ ଜନସଂଖ୍ୟାର ଅଧା ପଛୁଆବର୍ଗ, ହେଲେ ଚାକିରୀରେ ସଂରକ୍ଷଣ ମାତ୍ର ୧୧ % ଅନୁସନ୍ଧାନ ଭାରତ(ବ୍ୟୁର): ଜାତି ଜନଗଣନା ପ୍ରସଙ୍ଗରେ…
Read More...

ବିଦେଶୀ ମଦ ସହ କାର୍ ଜବତ, ଜଣେ ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ) : ଚିକିଟି ମଦମୃତ୍ୟୁ ପରେ ସାରା ରାଜ୍ୟରେ ଚୋରା ମଦ କାରବାର ନେଇ ଧରପଗଡ଼ ଚାଲିଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ଜୋରଦାର ହୋଇଛି । ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ସକାଳେ ଜଗନ୍ନାଥପ୍ରସାଦ ଥାନା…
Read More...

ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ସ୍ୱଚ୍ଛତା ଅଭିଯାନ….

ଦାରିଙ୍ଗବାଡି(ଆଶୋକ ସିଂ)ତା: ୨୭/୦୯ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ  ସ୍ୱଚ୍ଛ ଭାରତ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ଆହ୍ବାନ କ୍ରମେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବନବିଭାଗ କାର୍ଯ୍ୟାଳୟର ବାହାର ଓ…
Read More...

ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଭୂମିକା ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ…..

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଭୂମିକା ଆନୁକୂଲ୍ୟରେ ନାଟ୍ୟ ସଙ୍ଘ ଦିବସ ପାଳିତ ହୋଇ ଯାଇଛି । ଭୂମିକା ସଭାପତି ମଧୁସୂଦନ ସେଣ୍ଢଙ୍କ ସଭାପତିତ୍ୱରେ  ଅନୁଷ୍ଠିତ  ଭୂମିକା ଢେଙ୍କାନାଳର କଳାପରିଷଦ ସହ ଜିଲ୍ଲାର ବହୁ ନାଟ୍ୟକାର, ନାଟ୍ୟ…
Read More...