ମୃତ୍ୟୁ ମୁଖରେ ଶିଶୁକନ୍ୟା, ଜୀବନଦାନ ଦେଲେ ଆଶାକର୍ମୀ ଓ ଗ୍ରାମବାସୀ…

କୋକସରା(ତ୍ରିଲୋକ୍ୟ ବେଶ୍ରା): ଅଲୋଡ଼ା ହୋଇଛି ଶିଶୁକନ୍ୟା l ଜନ୍ମର କିଛି ସମୟ ପରେ ଅଳିଆ ଗଦାରେ ଫିଙ୍ଗିଦେଲେ ଜନ୍ମକଲା ମା ଓ ପରିବାର । ଏଭଳି ନିର୍ଦୟ, କଠୋର ହୃଦୟ ମମତା ବିହୀନ ମା, ବାପା ଓ ପରିବାର କିଏ ଆଉ କେଉଁ ପରିସ୍ଥିତିରେ ଏଭଳି ଅମାନସିକତା କାଣ୍ଡ କରିଛି ତାକୁ ନେଇ ଉଠିଛି ଅନେକ…
Read More...

କେନ୍ଦୁମୁଣ୍ଡା ବାପୁଜୀ ଯୁବକ ସଂଘ ପକ୍ଷରୁ ଗାନ୍ଧିଜୀ ଜୟନ୍ତି ପାଳନ….

ନୂଆପଡା(ପରମେଶ୍ୱର ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ବାପୁଜୀ ଯୁବକ ସଂଘ ପକ୍ଷରୁ ବୁଧବାର ସକାଳ ସମୟ ୦୭.୩୦ ମିନିଟରେ କେନ୍ଦୁମୁଣ୍ଡା ସ୍ଥିତ ମାଉସୀ ମନ୍ଦିର ପ୍ରାଙ୍ଗଣରେ ଗାନ୍ଧୀ ଜୟନ୍ତି ପାଳନ ଅବସରରେ ମହାତ୍ମା ଗାନ୍ଧୀ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ…
Read More...

ଟେମରା ଠାରେ ଦଶ ଅବତାର ଦୁର୍ଗା ପୂଜା କଲସ ଯାତ୍ରା ଅନୁଷ୍ଠିତ….

କୋକସରା(ତ୍ରିଲୋକ୍ୟ ବେଶ୍ରା):ପାର୍ବଣ ଋତୁ ଧରା ପୃଷ୍ଠକୁ ଆସିଛି । ତା ସହିତ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି । କୋକସରା ବ୍ଲକ ଟେମରା ଗ୍ରାମରେ ଚଳିତ ବର୍ଷ ଦଶବତାର ଦୁର୍ଗା ପୂଜା ମହାସମାରୋହରେ ଆୟୋଜନ ହେଉଥିବା ବେଳେ ବୁଧବାର ଅପରାହ୍ନରେ ପୂର୍ବ ନିର୍ଦ୍ଧାରିତ…
Read More...

ସଟ ସର୍କିଟରେ ଜଳିଗଲା ବାଇକ…

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ଥାନା ଅନ୍ତର୍ଗତ ମୋଟେର ଚାର ବାହାଲ ଜାତୀୟ ରାଜପଥ ୨୬ ନିକଟରେ ଥିବା ବଜାଜ ଶୋ ରୁମକୁ ବାଇକ ସର୍ଭିସିଂ କରିବାକୁ ନେଇ ଆସିଥିଲେ । ହେଲେ କୌଣସି କାରଣ ବଶତଃ ହଠାତ ସଟ ସର୍କିଟ ହୋଇ ବାଇକ ହୁତୁହୁତୁ ହୋଇ ଜଳିଗଲା । ନିଆଁ ଲିଭାଇବାକୁ ଶୋ ରୁମର…
Read More...

ବିଧାୟକଙ୍କ ଦ୍ଵାରା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ଅଞ୍ଚଳରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ପବିତ୍ର ଜୟନ୍ତୀ ଅବସରରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହ ପୁର ପଲ୍ଲୀରେ ବେସ ଉତ୍ସାହର ସହ ପାଳନ ହୋଇଯାଇଛି । ପ୍ରଭାତରୁ ରାମ ଧୁନ ସହ ଛାତ୍ରଛାତ୍ରୀମାନେ ନଗର ପରିକ୍ରମା କରିଥିଲେ । ଆଜିର ପୁଣ୍ୟ…
Read More...

ନୂଆପଡା ଜିଲ୍ଳା ରେ ମହାସମାରୋହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ…

ନୂଆପଡା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଳା ସଦର ମହକୁମାରେ ମହାସମାରୋହରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ସ୍ଥାନୀୟ ଗାନ୍ଧୀ ଉଦ୍ୟାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ସଭାରେ ଜିଲ୍ଲପାଳ ମଧୁସୂଦନ ଦାଶ…
Read More...

ଗୋଲାମୁଣ୍ଡା ସମିତି ସଦସ୍ୟ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): ଗୋଲାମୁଣ୍ଡା ବ୍ଲକର ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ତରଫରୁ ଗୋଲାମୁଣ୍ଡା ଠାରେ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଇଛି l ଭେଟଘାଟ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ସଭାପତିତ୍ୱ କରିଥିବା ବେଳେ ଗୋଲାମୁଣ୍ଡା ସମିତି ସଭ୍ୟା ବନିତା ନାଏକ,…
Read More...

ବଡକଳାକୋଟ ଗ୍ରାମ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମ ସଭା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡକଳାକୋଟ ଗ୍ରାମ ପଞ୍ଚାୟତ ଠାରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ…
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟି କରଣ ଓ ଉପକରଣ ବଣ୍ଟନ…

ନୁଆପଡ଼ା(ବିରବଲ ପ୍ରଧାନ): ସମଗ୍ର ଶିକ୍ଷା ନୁଆପଡ଼ା ଓ ବ୍ଳକ ଶିକ୍ଷାଧିକାରୀ କୋମନା ଅନୁକୁଲ୍ୟରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ବିଦ୍ୟାଙ୍ଗ ଚ୍ଛାତ୍ରଛାତ୍ରୀ ମାନଙ୍କ ଚିହ୍ନଟ ଓ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ଶ୍ରୀମତି ଅନିତା…
Read More...

ଗାନ୍ଧି ଜୟନ୍ତୀ ଉପଲକ୍ଷେ ରାମଗିରି ରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚରେ ମେଡିକାଲ କ୍ଳବ ବିଜୟୀ…..

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତ ସ୍ଥିତ ହାଇସ୍କୁଲ ପଡିଆରେ ପୁଲିସ କ୍ଲବ ଏବଂ ମେଡିକାଲ କ୍ଲବ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପୁଲିସ କ୍ଲବର କ୍ୟାପଟେନ ଜି. ଗଜପତି ଦୋରା ଏବଂ ମେଡିକାଲ…
Read More...