ଦାରିଙ୍ଗବାଡି ପଞ୍ଚାୟତ ସମିତିର ନବମ ଅଧିବେଶନ ଅନୁଷ୍ଠିତ….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ସମିତିର ନବମ ଅଧିବେଶନ ସୋମବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ବିଡିଓ ପ୍ରୀତିରଞ୍ଜନ ରଥ ବୈଠକ…
Read More...

ସିସିଡ଼ି ଅନୁଷ୍ଠାନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ…

ରାୟଗଡ଼ା(ଟିକି ଲିମା): ଗଜପତି - ଦେଶାଇ ଅନୁଷ୍ଠାନ ସହାୟତାରେ ସିସିଡି ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜିରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗାଲଗଣ୍ଡା ଗ୍ରାମରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ମହୋଦୟ, ସ୍ୱାସ୍ଥ୍ୟ ଶିବିରକୁ ପ୍ରଦୀପ ପ୍ରଜ୍ବଳନ…
Read More...

ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ର ବାଧକ ସାଜିଛି ଯାତ୍ରୀ ବିଶ୍ରାମ ଗାର, ତ୍ରିନାଥ ମଣ୍ଡପ ଓ ବେଦଖଲ ଦୋକାନ ଗୃହ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାର ଦେଇ ପ୍ରାୟ ୩.୫ କିମି ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସରିବାକୁ ବସିଲାଣି l ନୂତନ ଭାବେ ସଜେଇ ହେଉଛି ବ୍ରାହ୍ମଣୀଗାଁ ବଜାର l ସ୍ୱାଧୀନତାର ଦିର୍ଘ ୭୭ବର୍ଷ ପରେ ଏହି ରାସ୍ତାର…
Read More...

ବାଇକ୍କୁ ଧକା ଦେଲା ଟିପର ବାଇକ୍…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼  ଥାନାଛକ ନିକଟରେ ଟିପର ଧକ୍କାରେ ବାଇକ୍ ଆରୋହୀ ଆହାତ ହୋଇଥିବା ଜଣପଡିଛି l ଖଜୁରୀପଦା ଠାରୁ ପାରଳାଖେମୁଣ୍ଡି ଅଭିମୁଖେ  ଦୃତଗତିରେ ଟିପରଟି ଯାଉଥିବାବେଳେ  ବାଇକ ଆରୋହୀଙ୍କୁ ଧକା ଦେବା ଫଳରେ ଘଟଣାସ୍ଥଳରେ ପଡ଼ିଯାଇଥିଲେ ବାଇକ୍  ଆରୋହି ରାୟଗଡ଼…
Read More...

ଚାଷୀର ମେରୁଦଣ୍ଡ ଭାଙ୍ଗିଲା ଅଦିନିଆ ଝଡ଼: ବ୍ରାହ୍ମଣୀଗାଁ ରେ ଦେଖା ଦେଇଛି ଲଘୁଚାପ ଜନିତ ବର୍ଷାର ପ୍ରଭାବ, ଗଜା…

ଦାରିଙ୍ଗବାଡି( ଆଶୋକ ସିଂ): ଅଦିନିଆ ବର୍ଷାରେ ଉଜୁଡ଼ି ଗଲା ଧାନ ଫସଲ  l ମୁଣ୍ଡରେ ହାତ ଦେଇ କାନ୍ଦୁଛି ଚାଷୀ । ହଁ ଆଜ୍ଞା ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ତଥା ଆଖ ପାଖ ଗ୍ରାମରୁ । ଲଗାଣ ବର୍ଷା ଯୋଗୁଁ ବିଲରୁ ଧାନ ସଂଗ୍ରହ…
Read More...

ରାସନ କାର୍ଡ ଇ-କେୱ୍ୟାସି ପାଇଁ ଲମ୍ବା ଧାଡ଼ି, ବାଧକ ସାଜୁଛି ଇଣ୍ଟର୍ନେଟ୍…

ଦାରିଙ୍ଗବାଡି(ଆଶୋକ ସିଂ): ରାସନ କାର୍ଡ ଇ-କେୱ୍ୟାସି କରିବା ପାଇଁ ଶେଷ ତାରିଖ ଡ଼ିସେମ୍ବର ୩୦ ତାରିଖ ଥିବା ଖବର ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ପରେ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ: ଓ ବିଭିନ୍ନ  ଚାଉଳ କେନ୍ଦ୍ର ମାନଙ୍କରେ ଭିଡ଼ ଭିଡ଼ ପରିଲକ୍ଷିତ ହେଉଛି । ଦାଦନ…
Read More...

ମହେନ୍ଦ୍ର ତନୟା ଆଶ୍ରମ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୪ ଅନୁଷ୍ଠିତ…

ରା.ଉଦୟଗିରି(ଆକାଶ ଦାସ):  ଗଜପତିଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ସ୍ଥିତ ଜଣାଶୁଣା ଗ୍ରାମବିକାଶ ବିଦ୍ୟାଳୟ ତଥା ମହେନ୍ଦ୍ର ତନୟା ଆଶ୍ରମ ଉଚ୍ଚ ବିଦ୍ୟାଳୟ ଠାରେ ୩୨ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟରେ ତିନି ଦିନ ହେବାକୁ ଥିବାବେଳେ,…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ଘୁ.ଉଦୟଗିରି କଂଗ୍ରେସର ଶୋକସଭା….

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ମନମୋହନ ସିଂଙ୍କ ବିୟୋଗରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ପୂର୍ବତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ଶୋକ ସଭାରେ ବରିଷ୍ଠ…
Read More...

ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ବ୍ଲକ୍ ମହାସିଙ୍ଗ ଠାରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ବ୍ଲକ ମହାସିଙ୍ଗ ଠାରେ ଆଜି ବାଲିଗୁଡ଼ା ବ୍ଲକ୍ ବିଜେଡି ସଭାପତି ଟୁନା ଦାସଙ୍କ ନେତୃତ୍ବରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ହଜାରରୁ ଉର୍ଦ୍ଧ ବିଜୁ ପ୍ରେମୀଙ୍କୁ ନେ଼ଇ ଏକ ବିଶାଳ ସମାବେଶ ସଭା ଆୟୋଜନ…
Read More...

ଭଞ୍ଜନଗରରେ ବିଜେଡ଼ିକୁ ଶକ୍ତଧକ୍କା, ପଦ୍ମ ଧରିଲେ ବ୍ଳକ ଅଧ୍ୟକ୍ଷ ଓ ତିନି ସମିତି ସଭ୍ୟ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ରାଜନୀତିରେ ଗୁରୁବାର ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ଅପରାହ୍ନରେ ବିଜୁ ଜନତା ଦଳ ପକ୍ଷରୁ ବାଉଁଶଲୁଣ୍ଡି ଠାରେ ଦଳର ୨୮ତମ ପ୍ରତିଷ୍ଠା ଉତ୍ସବ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ପାଳନ ହେଉଥିବା ବେଳେ ବିଜେଡିକୁ ବାଏ…
Read More...