ଜୟପାଟଣା( ଜଗତରାମ ଶବର): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖିଗୁଡା ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏଟିଏମ୍ ସ୍କ୍ରିନ୍ ଗ୍ଲାସ ଭାଙ୍ଗି ଯାଇଥିବାରୁ ଦୀର୍ଘ ଦିନରୁ ଅଚଳ ହୋଇ ପଡ଼ି ରହିଛି l ଫଳରେ ଟଙ୍କା ଉଠାଣ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଉପଭୋକ୍ତାଙ୍କୁ ଦୂଷ୍ଟିରେ ରଖିଶିଘ୍ର ଏଟିଏମର ମରାମତି କରିବାକୁ ଦାବି ହୋଇଛି l