ବାଲିଗୁଡ଼ା ବିଜେପି ନଗର ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ…

ଅନୁସନ୍ଧାନ ଭାରତ(ବ୍ୟୁର): ବିଜେପି ନଗର ଯୁବମୁର୍ଚ୍ଛା ସଭାପତି ସୁବାଶିଷ ମିଶ୍ରଙ୍କ ନେତୃତ୍ୱରେ ବାଲିଗୁଡ଼ା ବ୍ଲକ ବିଜେପି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି I କଳାହାଣ୍ଡି ଜିଲ୍ଲା ସନସାଇନ ବିଦ୍ୟାଳୟଳର ମମିତା ମେହରଙ୍କ ହତ୍ୟା ଏବଂ ଏଥିରେ ଓଡିଶାର ଗୃହ ରାଜ୍ୟ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୂକ୍ତିର ଅଭିଯୋଗ ହେବା ନେଇ ବିଜେପି ପକ୍ଷରୁ ପ୍ରକାଶ କରାଯାଇଛି I ତେଣୁ ଗିରଫ ସହ ମମିତାଙ୍କୁ ନ୍ୟାୟ ଦାବିରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ତଥା ବାଲିଗୁଡ଼ା ଯୁବ ମୁର୍ଚ୍ଛା ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ ଏବଂ ସାଧାରଣ ସମ୍ପା ଦକ ରାମାନନ୍ଦ ଗଡ଼ାଇଙ୍କ ସହ ବହୁ ବିଜେପି କର୍ମୀ ଯୋଗ ଦେଇ ଥିଲେ I