Browsing Category
ଓଡିଶା
ଥମୁନି ମାଣ୍ଡିପଙ୍କା ଆମ୍ବ ଟାକୁଆ ଟ୍ରାଜେଡ଼ି, ନେଲାଣି ୩ ଜଣଙ୍କ ଜୀବନ, ଏପଟେ ଚିକିତ୍ସାର ଅବହେଳା ହେତୁ ମୃତ୍ୟୁ…
ଦାରିଙ୍ଗବାଡ଼ି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ମାଣ୍ଡିପଙ୍କା ଗ୍ରାମରେ ଥମୁନି ଆମ୍ବ ଟାକୁଆ ଟ୍ରାଜେଡ଼ି l ପୁଣି ଏସିବିରେ ଚିକିତ୍ସିତ ହେଉଥିବା ଜିତା ମାଝୀଙ୍କ ଗତକାଲି ମୃତ୍ୟୁ ହୋଇଛି । ୧୮ ଦିନ ପରେ ପୁଣି ଗ୍ରାମରେ ଶୋକର ଛାୟା…
Read More...
Read More...
ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ କଲବଲ କରୁଛି ଜାଡ଼: ସନ୍ଧ୍ୟା ହେଲେ ପଡୁଛି ଟାଟି କବାଟ, ଘୁ.ଉଦୟଗିରିରେ 6.6…
ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ଦିନକୁ ଦିନ ଶୀତ ବଢିବାରେ ଲାଗିଛି । ପାରଦ ଖସି ୬.୬ରେ ପହଞ୍ଚିଥିବା କହିଛି କ୍ରୁଷି ଗବେଷଣା କେନ୍ଦ୍ର। ରବିବାର ଦିନ ୭.୭ ଡିଗ୍ରୀ ଥିବା ବେଳେ ସୋମବାର ଦିନ ୭.୨ ଡିଗ୍ରୀ ରହିଥିଲା । ସେହି ପରି ଫୁଲବାଣୀରେ 10 ଡିଗ୍ରୀ ଥିବା…
Read More...
Read More...
ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସମୀର ଦେଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ…
ଅନୁସନ୍ଧାନ ଭାରତ(ବ୍ୟୁର): ପୂର୍ବତନ ମନ୍ତ୍ରୀ, ବରିଷ୍ଠ ନେତା ତଥା କଟକ ପୂର୍ବତନ ବିଧାୟକ ଶ୍ରୀ ସମୀର ଦେଙ୍କ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ଦେଙ୍କ ପାର୍ଥୀବ ଶରୀରକୁ ଶେଷ ସମ୍ମାନ ଜଣାଇ…
Read More...
Read More...
ବାଲିଗୁଡ଼ାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ….
ବାଲିଗୁଡା (ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ ଜିଲ୍ଲାପାଳଙ୍କ କନଫରେନ୍ସ ହୋଲ ଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଉପସ୍ଥିତିରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ…
Read More...
Read More...
ଭଞ୍ଜନଗରରେ ୧୧୭ଟି ଅଭିଯୋଗ ଶୁଣାଣି ଅନୁଷ୍ଠିତ…..
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଶୁଣାଣି ଶିବିର ସୋମବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ…
Read More...
Read More...
ସନତୁଣ୍ଡି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ….
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସନତୁଣ୍ଡି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଆରକ୍ଷୀ…
Read More...
Read More...
ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାମ ସ୍ଥାନିତ କଲେ କୁନି ପ୍ରତିଭା ସିଦ୍ଧେଶ୍ବରୀ…
ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): ବୟସ ମାତ୍ର 4 କିନ୍ତୁ ବିଚକ୍ଷଣ ସ୍ମରଣ ଶକ୍ତି l ଏହି କମ ବୟସରେ ଦେଶ ବିଦେଶର ସାଧାରଣ ଜ୍ଞାନ ମନେ ରଖିବା ସହିତ ଜିଲ୍ଲା ଗୁଡିକର ନାମ, ରାଜ୍ୟ ରାଜଧାନୀ, ମନ୍ତ୍ର ଶ୍ଳୋକ, ଜାତୀୟ ସଙ୍ଗୀତ ନିର୍ଭୁଲ ଭାବରେ କହି ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାମ ସ୍ଥାନିତ…
Read More...
Read More...
ମୁଦୁଲିପଲ୍ଲୀ ନାମଯଜ୍ଞରେ ଯୋଗଦେଲେ ବିଧାୟକ….
ଭଞ୍ଜନଗର(ନିଲୁ ବିଷୋୟୀ): ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଶୁକ୍ରବାର ଦିନ ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ଗ୍ରାମର ଗ୍ରାମଦେବତୀ ମା'ଉଖୁଡେଇଙ୍କ ପୀଠରେ ଅଷ୍ଟ ପ୍ରହର ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…
Read More...
Read More...
ଛାଡ଼ ଖାଇ ପାଇଁ ଆମିଷ ଦୋକାନରେ ଭିଡ଼….
ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଆ ପାରମ୍ପାରା ରୀତିନୀତି ଅନୁଯାୟୀ କାର୍ତ୍ତିକ ମାସ ଏକ ଧର୍ମର ମାସ l ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନେ ଲିପ୍ତ ରହି ପୁଜା ପଦ୍ଧତି ପାଳନ କରିଥାନ୍ତି ଏଵଂ ନଦିଆ କୀର୍ତ୍ତନ ଧରି ସଙ୍କୀର୍ତ୍ତନ ମଣ୍ଡଳୀ ସକାଳ ଓ ସନ୍ଧ୍ୟା ନଗର ପରିକ୍ରମା…
Read More...
Read More...
ଜାଡ଼ରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି: ଓଡିଶାର ଶୀତଳତମ ଅଂଚଳ, ତାପମାତ୍ରା 9 ଡିଗ୍ରୀ ସେଲସିୟସ…
ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଘୁ.ଉଦୟଗିରି ଅଞ୍ଚଳରେ ଆଜି ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି l ପାରଦ ୧୦ଡିଗ୍ରୀ ତଳକୁ ଖସି ଆସିଛି ।ଆଜି ଘୁ.ଉଦୟଗିରି ସହରର ତାପମାତ୍ରା ୯ ଡିଗ୍ରୀ ରେକର୍ଡ…
Read More...
Read More...