Browsing Category
ଓଡିଶା
ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ସରସ୍ୱତୀ ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ…
ଅନୁସନ୍ଧାନ ଭାରତ(ବ୍ୟୁର): ସକନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ସାଂସ୍କୃତିକ ମଣ୍ଡପରେ ସମ୍ବାଦ ପ୍ରତିନିଧି ତଥା ଆମ ଓଡ଼ିଶାର ସଂଯୋଜକ ସମୀର କୁମାର ପାଢୀଙ୍କ ସଂଯୋଜନାରେ ରକ୍ଷାବନ୍ଧନ ଅବସରରେ ସମ୍ବାଦ ଆମ ଓଡ଼ିଶା ଓଡ଼ିଶା ପକ୍ଷରୁ ରକ୍ଷାବନ୍ଧନ ନିଶାମୁକ୍ତି…
Read More...
Read More...
ତାଲାସିଂ ଗ୍ରାମ ଗସ୍ତ କଲେ ବିଧାୟକ: ସମସ୍ୟା ବୁଝିଲେ, ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦେଲେ…
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗୁମ୍ମା: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତର ତାଲାସିଂ ଗ୍ରାମକୁ ମଙ୍ଗଳବାର ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଗସ୍ତ କରି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ବୁଝିଛନ୍ତି । ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ତାଲାସିଂ…
Read More...
Read More...
ଗାଇବା ଉଚ୍ଚ ବିଦ୍ୟାଳୟରେ ଜୋନସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ….
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜୋନସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜୋନ ଅଧୀନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହର ସହିତ ଭାଗ…
Read More...
Read More...
ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ଦାୟିତ୍ଵ ନେଲେ ନାଏବ ସରପଞ୍ଚ ଦୀପକ….
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପଞ୍ଚାୟତ ରାଜନୀତି ରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି , ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ ଙ୍କ ପଦଚ୍ୟୁତ ପରେ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନାଏବ ସରପଞ୍ଚ ଦୀପକ ପ୍ରଧାନ । ସୂଚନାଯୋଗ୍ୟ ଯେ, ସରପଞ୍ଚ ଚନ୍ଦ୍ରିକା…
Read More...
Read More...
ଚନ୍ଦ୍ରଗିରି ଜୋନାଲ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ…
ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଗିରି ପରିସରରେ ୧୨ତମ ଚନ୍ଦ୍ରଗିରି ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ଓ କ୍ରୀଡ଼ା ପ୍ରତିଯୋଗିତା ୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ…
Read More...
Read More...
ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ “ଦମନ ” କାର୍ଯ୍ୟକ୍ରମ ପରିସମାପ୍ତି…..
ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ‘ଦମନ’ (DAMAN) ମେଲେରିଆ ମୁକ୍ତ ଗାଁ ଓ ମେଲେରିଆ ମୁକ୍ତ କନ୍ଧମାଳ କାର୍ଯ୍ୟକ୍ରମ ସଫଳତାର ସହ ପରିସମାପ୍ତ ହୋଇଛି । ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ…
Read More...
Read More...
ସାପ୍ତାହିକ ହାଟର ଶୁଭାରମ୍ଭ କଲେ ବିଧାୟକ ରୂପେଶ ପାଣିଗ୍ରାହୀ: ଦୂରଦୂରାନ୍ତରୁ ଆସିଲେ ବ୍ୟବସାୟୀ, ଜମିଲା…
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ଼ରେ ବହୁ ପ୍ରତୀକ୍ଷିତ ଐତିହାସିକ ସାପ୍ତାହିକ ହାଟର ଶୁଭାରମ୍ଭ ହୋଇଛି । ସରପଞ୍ଚ ସୁଲୋମି ଶବରଙ୍କ ନେତୃତ୍ୱରେ ଏକ ହାଟ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ରାଜାରାଓ ବଡ଼ନାୟକ ସମ୍ପାଦକ ସୁରେଶ…
Read More...
Read More...
କନ୍ଧମାଳର ଅସ୍ମିତା ଓ ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ଦାବୀକୁ ନେଇ ମିଳିତ ମଞ୍ଚର ବୈଠକ, ଏକାଠି ହେଲେ ସମସ୍ତ ରାଜନୀତିକ…
ବରିଷ୍ଠ ନେତାମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାର ଅସ୍ମିତା ଓ ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ଦାବୀକୁ ନେଇ ଜାତି, ଧର୍ମ, ବର୍ଣ୍ଣ ଓ ବିଭିନ୍ନ ରାଜନୀତିକ ଦଳ ମତ ନୀର୍ବିଶେଷରେ କୁଇ ସମାଜର କାର୍ଯ୍ୟକାରୀ ସଭାପତି…
Read More...
Read More...
ଲଗାଣ ବର୍ଷା ଯୋଗୁଁ କୋଟଗଡ ଅଂଚଳର ଜନସାଧାରଣ ହନ୍ତସନ୍ତ….
କୋଟଗଡ(ଦିପେନ୍ଦ୍ର ନାୟକ): ଲଗାଣ ବର୍ଷାରେ ବେହାଲ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ପନ୍ଦରଟି ପଂଚାୟତ l ଯାହା ପାଇଁ ଜନ ସାଧାରଣ ଘରୁ ବାହାରକୁ ଯାଇ କାମ କରି ଜୀବିକା ନିର୍ବାହ କରିବା ଏକ ପ୍ରକାର ଠପ୍ ହୋଇଛି l ଏହି ବର୍ଷାରେ ଅନେକ ଲୋକଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ଦେଖିବାକୁ…
Read More...
Read More...
ଚାଷୀଙ୍କ ବ୍ୟାପକ କ୍ଷତି, ଲଗାଣ ବର୍ଷାରେ ଭାସିଗଲା ଧାନ ଫସଲ….
ଗୁଣୁପୁର(ସୁନୀଲ୍ କୁମାର ସାବତ): ଗୁଣୁପୁରରେ ଲଗାଣ ବର୍ଷା ସମସ୍ତ ଅଞ୍ଚଳର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ପ୍ରବଳ ବର୍ଷା ଯୋଗୁଁ ଗୁଣୁପୁର ନିକଟସ୍ଥ ଲବା, ଘନାନ୍ତ୍ରୀ, ଟିଟିମିରି, ପୁଟାସିଂ, କେରେବା, ଭୀମପୁର, ଭୀମପୁରଗୁଡ଼ା, ଖଇରା, ଜଗନ୍ନାଥପୁର ସମେତ ବିଭିନ୍ନ ଅଞ୍ଚଳରେ ଧାନ ଫସଲ…
Read More...
Read More...