Browsing Category

ଓଡିଶା

ଘୁ.ଉଦୟଗିରି ସହରରେ ଅସହ୍ୟ ତାତି ସାଙ୍ଗକୁ ମୁଣ୍ଡ ଫଟା ଖରା, ସହରରେ ଜଳ ଛତ୍ର ଖୋଲିବ ପାଇଁ ଦାବୀ…..

ଅନୁସନ୍ଧାନ ଭାରତ(ବ୍ୟୁର):ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଛି I ଯାହା ପାଇଁ ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ମୁଣ୍ଡ ଫଟା ଖରା ଅନୁଭୂତ ହେଉଛି I ହେଲେ ଏଥିରୁ ବାଦ ପଡ଼ି ନାହିଁ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର I ଚଳିତ ବର୍ଷ ଫେବୃୟାରୀ ମାସ ଶେଷରୁ ଆରମ୍ଭ ହୋଇଛି ମୁଣ୍ଡ ଫଟା…
Read More...

ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନବ ନିର୍ବାଚିତ ନୂତନ ଅଧ୍ୟକ୍ଷା ଓ କାଉନସିଲରମାନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ,…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ ନିର୍ବାଚିତ ନୂତନ ଅଧ୍ୟକ୍ଷା ଓ କାଉନସିଲରମାନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି I ପ୍ରଥମ ପରିଷଦର ଏହି ବୈଠକ ନିର୍ବାଚନ ଅଧିକାରୀ ତଥା ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଦ୍ୱାରା ଆୟୋଜିତ…
Read More...

ଆରଶ୍ମିନ ଜନତା ଉଚ୍ଚ ବିଦ୍ୟାଳୟରେ ଦିନିକିଆ ବିଜ୍ଞାନ ମେଳା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ଠାରେ ଥିବା ଆରାଶ୍ମିନ୍ ଜନତା ଉଚ୍ଚ ବିଦ୍ୟାଳୟ ଠାରେ ଦିନିକିଆ ବ୍ଲକ ସ୍ତରିଅ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଆଜିକାର ବିଜ୍ଞାନ ମେଳାରେ ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧୦୦ରୁ…
Read More...

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲିର ଆଖ ପାଖ ଅଞ୍ଚଳରେ ଥିବା ଜଙ୍ଗଲ ମାନଙ୍କରେ ନିଆଁ ଲାଗିଥିବା ହେତୁ ଟିକାବାଲି ବଜାର ସମେତ ଆଖପାଖ ଅଞ୍ଚଳ ପୁରା ଧୂଆଁ ଧୂଆଁ ହୋଇ ଦିନକୁ ଦିନ ଦୂଷିତ ହେଉ ଥିବା ଅଞ୍ଚଳରେ ମତ ପ୍ରକାଶ ପାଇଛି I ବର୍ତ୍ତମାନ ଟିକାବାଲି ଅଞ୍ଚଳରେ…
Read More...

ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରିୟ ବିଜ୍ଞାନ ମେଳା ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲିର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରିୟ ବିଜ୍ଞାନ, ଗଣିତ ଏବଂ ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ମେଳା ଅନୁଷ୍ଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ବ୍ଲକ ଶିକ୍ଷକ ସଂଘ ସଭାପତି ମଧୁସୂଦନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ…
Read More...

ଆମ ଗାଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଠ ଗୋଟି ପଞ୍ଚାୟତର ନବ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନେଇ ବୈଠକ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ଆମ ଗାଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅଞ୍ଚଳର ଆଠ ଗୋଟି ପଞ୍ଚାୟତର ନବ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଅଞ୍ଚଳର…
Read More...

ସପ୍ତମ ବେତନ କମିଶନର ଶେଷ ୨୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ…..

ଅନୁସନ୍ଧାନ ଭାରତ(ବ୍ୟୁର): ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ନେଇଛନ୍ତି I ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି I ଏହା ଦ୍ବାରା…
Read More...

ଘୁ.ଉଦୟଗିରି ଵିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନ: ଅଧକ୍ଷା ପଦ ହତେଇଲା ବିଜେଡି, କଂଗ୍ରେସରୁ ଏକ ମାତ୍ର କାଉନ୍ସିଲର ଭାବେ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ବହୁ ଦିନ ଅପେକ୍ଷର ଅନ୍ତ ଘଟିଛି I ସରିଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନର ଭୋଟ ଗଣତି I ଅପେକ୍ଷାର ଅନ୍ତଘଟିଲା ଓ ଫଳାଫଳ ପ୍ରକାଶ ପାଇଲା I ୧୯୮୪ ଭୋଟ ପାଇଁ ବିଜୟୀ ହେଲେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଭାନୁପ୍ରଭା ମିଶ୍ର I ୧୩ ଗୋଟି…
Read More...

ବାଲିଗୁଡା ପୋୖର ନିର୍ବାଚନରେ ବାଜିମାରିଲା ବିଜେଡି…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ବାଲିଗୁଡା ପୌର ନିର୍ବାଚନରେ ପରିସମାପ୍ତି ପରେ ଆଜି ବହୁ ସଂଖ୍ୟାରେ ବିଜୟୀ ହାସଲ କରିଛି ବିଜେଡ଼ି ଦଳର ପାର୍ଥି I ନବୀନ ପଟ୍ଟନାୟକଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ନିଜର ବ୍ୟକ୍ତିଗତ ମୌଳିକ ଅଧିକାରକୁ ସାବ୍ୟସ୍ତ କରିଛନ୍ତି ଅଞ୍ଚଳ ବାସୀ I ଆଉ…
Read More...

ସରିଲା ଘୁ.ଉଦୟଗିରି ପୌର ନିର୍ବାଚନ, ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ….

ଅନୁସନ୍ଧାନ ଭାରତ(ବ୍ୟୁର):ଘୁ ଉଦୟଗିରି ପୌର ନର୍ବାଚନ ଆଜି ଶେଷ ହୋଇଥିବା ଦେଖିବାକୁ ମିଳିଛି । ନିର୍ବାଚନୀ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ନେତୃତ୍ଵରେ ସହରର ୧୩ ଗୋଟି ବୁଥ ମଧ୍ୟରେ ଭୋଟ ହୋଇଥିବା ବେଳେ ହାତିଶାଳ ସ୍କୁଲର ୯ ନମ୍ୱର୍ ଵୁଥକୁ ପିଙ୍କ୍ ବୁଥ କରାଯାଇଥିଲା I ଏହି ବୁଥ୍ ମଧ୍ୟରେ…
Read More...