Browsing Category

ଓଡିଶା

ଗୁଣପୁରରେ ସଦଭାବନା ଦିବସ ପାଳିତ….

ଗୁଣପୁରରେ ସଦଭାବନା ଦିବସ ପାଳିତ…. ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଆଜି ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଦ ଭାବନା ଦିବସ ପାଳିତ ହୋଇ ଯାଇଛି । ସହକାରୀ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠ କରାଯାଇଥିଲା । ଜାତି, ବର୍ଣ୍ଣ,…
Read More...

ପୁଣି ଫୁଲିଳା ନାଗାବଳୀ ଓ ଝଞ୍ଜାବତୀ ସତର୍କ ସଂକେତ ଉପରେ ବଂଶଧାରା…….

ଅନୁସନ୍ଧାନ ଭାରତ(ବ୍ୟୁର): ଲଘୁଚାପ ଫଳରେ ଗତ କାଲି ଠାରୁ ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି l ଲଗାଣ ବର୍ଷା ଯୋଗୁଁ ଗୁଣପୁର ଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି l ଏଠାରେ ବିପଦ ସଙ୍କେତ ୮୪ ମିଟର, ସତର୍କ ସଂକେତ ୮୩ ମିଟର ରହିଛି l ସନ୍ଧ୍ୟା ୫ଟା ସୁଦ୍ଧା…
Read More...

ପାରଳାର ପରସମଣୀ ଶତାବ୍ଦୀ ପୁରୁଷ ପଦ୍ମଶ୍ରୀ ଡ. ସତ୍ୟନାରାୟଣ ରାଜଗୁରୁଙ୍କ ୧୨୦ତମ ଜୟନ୍ତୀ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତlଙ୍କ ଅଧ୍ୟକ୍ଷତାରେ ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ୧୨୦ତମ ଜୟନ୍ତୀଛୋବ ଆଡମ୍ୱର ସହକାରେ ପାଳିତ ହୋଇ ସାରିଛି l ମୁଖ୍ୟ ଅତିଥି ଭାବେ ସଂଗ୍ରାମଶେଖର ପଣ୍ଡା…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ” ଶ୍ରଦ୍ଧାଞ୍ଜଳୀ” ଦିବସ…

ଅନୁସନ୍ଧାନ ଭାରତ(ବ୍ୟୁର): ନବରଂଗପୁର ଜିଲ୍ଳା କଂଗ୍ରେସ ଭବନ ଠାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୮ ବର୍ଷ ଜନ୍ମ ତିଥି ରେ" ଶ୍ରଦ୍ଧାଞ୍ଜଳୀ" ଦିବସ ରୂପେ ଜିଲ୍ଲା ସଭାପତି ଶ୍ରୀ ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି l ଏହି…
Read More...

ଲଗାଣ ବର୍ଷା ଭାଙ୍ଗିଲା ପୋଲ, ପବିଙ୍ଗିଆ-ଲାମ୍ବାପଦର ଯୋଗାଯୋଗ ଠପ୍….

ଅନୁସନ୍ଧାନ ଭାରତ(ବ୍ୟୁର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ଠାରୁ ଲାମ୍ବାପଦରକୁ ସଂଯୋଗ କରୁ ଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ପାଜିମିଳିକା ଠାରେ ନିର୍ମିତ ହୋଇ ଥିବା ପୋଲ ଭାଙ୍ଗି ଥିବା ସୁଚନା ମିଳିଛି l ଯାହା ଫଳରେ ବର୍ତ୍ତମାନ…
Read More...

ଓକିଲଙ୍କ ବିୟୋଗରେ ଶୋକ ସଭା, ଘୁଞ୍ଚିଲା ମାଓ ନେତା ସବ୍ୟସାଚୀଙ୍କ ମାମଲାର ଶୁଣାଣି…..

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଓକିଲ ସଂଘର ସମ୍ମିଳନି କକ୍ଷରେ ବରିଷ୍ଠ ଓକିଲ ମୀନ କେତନ ସାହୁଙ୍କ ବିୟୋଗରେ ଏକ ଶୋକ ସଭା ହୋଇଥିଲା l ସଂଘର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷାତରେ ହୋଇଥିବା କାର୍ଯ୍ୟକ୍ରମରେ ସମସ୍ତ ଓକିଲ ମାନେ ଯୋଗଦେଇଥିଲେ l ସ୍ବର୍ଗତ ମୀନ…
Read More...

ଫୁଲବାଣୀ ଫୋଟୋଗ୍ରାଫି ସଂଘ ପକ୍ଷରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର୍ଟ ଛକ ନିକଟସ୍ଥ ଫୁଲବାଣୀ ଫୁଟବଲ୍ କ୍ଲବ ଠାରେ ଫୁଲବାଣୀ ଫୋଟୋଗ୍ରାଫି ସଂଘ ପକ୍ଷରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ କେକ କାଟିବା ସହ ଜିଲ୍ଲା ସଭାପତି ରାଜେଶ ପାଣିଗ୍ରାହୀ ଆଗାମୀ ଦିନର କାର୍ଯ୍ୟକ୍ରମ…
Read More...

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ: ଘରେଘରେ ଝରଣା ପାଣି, ଶୋଇବାକୁ ଜାଗା ନାହିଁ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଗତ ଆଠ ଦିନ ଧରି ଲାଗିରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି l ଚାଷ ଜମି ସହିତ ଜନ ଜୀବନ ଓ ଗୃହପାଳିତ ପ୍ରାଣୀ ସବୁ ଲଘୁଚାପ ଜନିତ ବର୍ଷାରେ ବହୁ ପ୍ରଭାବିତ ହୋଇଛି l ଉପାନ୍ତ ଇଲାକାରେ…
Read More...

ଗଜପତି ୟୁନିଅନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରତି ବର୍ଷ ଅଗଷ୍ଟ ୧୯ ତାରିଖରେ ବିଶ୍ବ ଫୋଟ ଦିବସ ପାଳନ କରାଯାଇ ଥାଏ l ୧୮୩୭ ମସିହାରେ ଦୁଇଜଣ ଫରାସୀ ଲୁଇସ୍ ଡାଗୁରେ ଏବଂ ଜୋସେଫ୍ ନିସଫୋର୍ଟ ନିପ୍ସେ 'ଡାଗୁରେରୋଟାଇପ୍' ବିକଶିତ କରିଥିଲେ l ଏହା ହେଉଛି ଫଟୋଗ୍ରାଫିର ପ୍ରକ୍ରିୟା l ଫ୍ରେଞ୍ଚ ଏକାଡେମୀ ଅଫ୍…
Read More...

ମାଫୁଲ ସୁନ୍ଦରୀ ସ୍ମୃତି ପୀଠ ତରଫରୁ ଜନ୍ମାଷ୍ଟମୀ ଅବସରରେ ନଗର ପରିକ୍ରମା….

ଅନୁସନ୍ଧାନ ଭାରତ(ବ୍ୟୁର): ମା ଫୁଲ ସୁନ୍ଦରୀ ସ୍ମୃତି ପୀଠ, ସମୁଟିଆ ସାହି କମିଟି ତରଫରୁ ଶ୍ରୀକୃଷ୍ଣଜନ୍ମାଷ୍ଟମୀ ଅବସରରେ ନଗର ପରିକ୍ରମା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନଗର, କୁର୍ଲଣ୍ଡା ଗ୍ରାମ, ସୀତାପୁର ଗ୍ରାମ ଏବଂ ଯାଜପୁର ଗ୍ରାମର ସଂକୀର୍ତନ ମଣ୍ଡଳୀ ଯୋଗ…
Read More...